ହାର୍ଟଆଟାକ୍ ଆଶଙ୍କା ଦୂର କରିବା ଲାଗି ଦିନରେ ୨ ଥର ଘଷନ୍ତୁ ଦାନ୍ତ…
ଓ୍ବାଶିଂଟନ: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍ ଜର୍ନାଲ୍ ଅଫ୍ ପ୍ରିଭେଣ୍ଟିଭ୍ କାର୍ଡିଓଲୋଜିରେ ପ୍ରକାଶ ପାଇଛି। ଦାନ୍ତରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଧମନୀରେ ରକ୍ତ ପ୍ରବାହ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।…
ବାସ୍ତୁରେ ହଳଦିଆ ରଙ୍ଗ
ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ରଙ୍ଗର ବ୍ୟବହାର କରିଥାଉ । ରଙ୍ଗମାନଙ୍କର ବିଭିନ୍ନ ପ୍ରକାର ପ୍ରଭାବ ବି ଥାଏ । ତେବେ ବାସ୍ତୁ ଅନୁଯାୟୀ ହଳଦିଆ ରଙ୍ଗର କ’ଣ କ’ଣ ପ୍ରଭାବ ରହିଛି ଜାଣନ୍ତୁ ନିମ୍ନରେ – ରଙ୍ଗ ଶାନ୍ତି ଓ…
ମଧୁମେହକୁ ନିୟନ୍ତ୍ରଣରେ ରଖେ ପିଆଜ
ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍ପିଣ୍ଡ, କିଡ୍ନୀ ଆଦି ରୋଗର ଶିକାର ହୋଇଥାନ୍ତି। ମଧୁମେହକୁ…
ରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ନାହିରେ ହାତ ରଖି ଆୟୁର୍ବେଦ ଚିକିତ୍ସକ ରୋଗ ସମ୍ପର୍କରେ ଜାଣିପାରିଥାନ୍ତି। ମା’ ପେଟରେ ଶିଶୁ ଥିବା ସମୟରେ ନାହିି ନଳୀ ଦେଇ ସମସ୍ତ ପୋଷକ ତତ୍ତ୍ୱ ଗର୍ଭସ୍ଥ ଶିଶୁ ଶରୀରକୁ ଯାଇଥାଏ। ନାହିରେ ତେଲ ଲଗାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି…
ଅବସାଦ ଦୂର କରେ ଗୋଲମରିଚ
ଗୋଲମରିଚ ଯେ କେବଳ ଖାଦ୍ୟର ସ୍ୱାଦ ବଢାଏ ତା’ ନୁହେଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅନେକ ଗବେଷଣାରୁ ଜଣାପଡିଛି କି ଏଥିରେ ଥିବା ପିମ୍ପରମେଣ୍ଟ ଶରୀରରେ କ୍ୟାନସର ଭଳି ରୋଗକୁ ହେବାକୁ…
ଧନିଆ ପତ୍ରରେ ରହିଛି ଏପରି ଗୁଣ
ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍ସିୟମ, ଭିଟାମିନ୍ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମଣିଷକୁ ରୋଗମୁକ୍ତ କରାଇଥାଏ। ଜାଣନ୍ତୁ ଏହାର ଉପକାରୀ…
ସକାଳେ ଏସବୁ କରିବା ମନା…
ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏହା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ ଏବଂ ଫାଟି…
ଥାଇରଏଡ୍ ସମସ୍ୟାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଫାଳେ…
ବ୍ୟସ୍ତବହୁଳ ଜୀବନ ଶୈଳୀରେ କେତେକଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଦେଇଥାଏ। ଗଳାରେ ଥିବା ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡରୁ ଥାଇରଏଡ୍ ହରମୋନ୍ କ୍ଷରଣ ହୋଇଥାଏ । ଏହା ଶରୀରର ମେଟାବୋଲିଜିମ୍ ପ୍ରକ୍ରିୟାକୁ ନିୟନ୍ତ୍ରିତ କରେ। ହାଇପୋଥାଇରଏଡ୍ ସମସ୍ୟା ଯୋଗୁ ଶରୀରର ଓଜନ ଦ୍ରୁତଗତିରେ ବଢିଯାଏ। ସେହିପରି…
ଖାଲି ପ୍ରେମ ନୁହେଁ, ପୁରୁଷ ସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା
ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ ଦେଖନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଯେପରିକି: ନମ୍ରତା: ମହିଳାମାନେ ସାଥୀଙ୍କ ଭିତରେ ନମ୍ରତା…
ଜୀବନ ବରବାଦ କରିଦିଅନ୍ତି ଏହି ଝିଅ
ନାରୀ ଘର ଭାଙ୍ଗିଥାଏ ଏବଂ ଗଢ଼ିଥାଏ ମଧ୍ୟ। ତେବେ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ଜଣେ ମହିଳା ବା ନାରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଏହି ନାମଧାରୀ ଝିଅମାନେ ସବୁଠାରୁ ବେଶି ରାଗି ହୋଇଥାନ୍ତି। ରାଗ ଯୋଗୁ ସେମାନେ ନିଜ ଜୀବନ…
ଏହି ତାରିଖରେ ଜନ୍ମ ହୋଇଥିଲେ, ହୁଅନ୍ତୁ ସାବଧାନ…
ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ବିବାହ ପାଇଁ ବୃହସ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବୃହସ୍ପତି ବିନା କୌଣସି ଝିଅ ବିବାହ କରିପାରିବେ ନାହିଁ। ସେହିଭଳି ବୃହସ୍ପତି ବିନା କୌଣସି ପୁରୁଷର ବୈବାହିକ ଜୀବନରେ ସୁଖ ଆସିବ ନାହିଁ। ଏହି ସମୟରେ ବୃହସ୍ପତି ଦୁର୍ବଳ ସ୍ଥିତିରେ…
ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..
ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ କଥା ସେଥିରେ ଉଲ୍ଲେଖ ରହିଛି। ଉକ୍ତ ନୀତିଗୁଡ଼ିକୁ ଆପଣାଇଲେ ସଫଳତା ପାଇବା ସହଜ। ଚାଣକ୍ୟ…
Archives


