ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିବେ ବାଜି…
ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…
ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ
ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର ନିଜର ପସନ୍ଦ ରହିଛି। କାହାକୁ ଯତ୍ନଶୀଳ ସ୍ବଭାବର ସାଥୀ ପସନ୍ଦ ତ ଆଉ କାହାକୁ ମଜାଳିଆ ପ୍ରକୃତିର। ସେହିପରି କେହି ସୁନ୍ଦର ଚେହେରାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଭଲ ଗୁଣ ଦେଖି।…
ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…
ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ମାତ୍ର କ’ଣ ଆପଣ ଜାଣନ୍ତି ପୁରୁଷଙ୍କ ପୋଷାକର ରଙ୍ଗ ସେମାନଙ୍କ ବ୍ୟକ୍ତିତ୍ୱର ପରିଚୟ…
ନେଡ଼ି ଗୁଡ଼ କହୁଣୀକୁ ବୋହିଯିବା ଆଗରୁ ଏଭଳି ସହଜ ଉପାୟରେ ଚିହ୍ନନ୍ତୁ ସ୍ବାର୍ଥପର ପାର୍ଟନରଙ୍କୁ, ଖାଇବେନି ଧୋକା…
ସମସ୍ତେ ଚାହାନ୍ତି ଯେ ସେମାନଙ୍କ ପାର୍ଟନର ସଚ୍ଚୋଟ ହୁଅନ୍ତୁ। ସେମାନଙ୍କ ଉପରେ ବିଶ୍ୱାସ କରନ୍ତୁ, ଓ ସେମାନଙ୍କ ସୁଖ ଏବଂ ଦୁଃଖରେ ସର୍ବଦା ସେମାନଙ୍କ ପାଖରେ ରୁହନ୍ତୁ। ସେମାନଙ୍କୁ ବଝନ୍ତୁ, ସବୁକିଛି ନିକଟରୁ ଜାଣନ୍ତୁ। କିନ୍ତୁ ଅନେକ ଥର ଏହା ଘଟେ…
ଶିଶୁଙ୍କୁ ଚୁପ୍ ନ କରି କିଛି ସମୟ କାନ୍ଦିବାକୁ ଦିଅନ୍ତୁ, କାରଣ…
ଲଣ୍ଡନ: ଜନ୍ମରୁ ଦେଢ଼ ପର୍ଯ୍ୟନ୍ତ ଶିଶୁକୁ କିଛିସମୟ କାନ୍ଦିବାକୁ ଦିଅନ୍ତୁ। ଶିଶୁଟି କାନ୍ଦିବା ସଙ୍ଗେ ସଙ୍ଗେ ତା’ ନିକଟରେ ପହଞ୍ଚିଗଲେ ଏହାର ବିକାଶ ଉପରେ କୁପ୍ରଭାବ ପକାଇବ। ବ୍ରିଟେନ୍ର ଓ୍ବାର୍ଓ୍ବିକ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି। ରିପୋର୍ଟ ଅନୁଯାୟୀ,…
ମିଛ କହିବାରେ ପାରଙ୍ଗମ ଏହି ଝିଅମାନେ
ମାନବ ଜୀବନରେ ରାଶିଫଳର ମହତ୍ତ୍ୱ ବହୁତ ଅଧିକ। ରାଶି ନାମରୁ ମଣିଷର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। କିଛି ଲୋକ ଭଲ ପାଇଁ ମିଛ କହୁଥିବା ବେଳେ ଆଉ କିଛି ଲୋକ ମିଛ କହିବାରେ ପାରଙ୍ଗମ ଅଟନ୍ତି। ମିଛ କହିବା ଏକ କଳା…
ମହୁସହ ନିଅନ୍ତୁ ଏସବୁ
ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀର ପାଇଁ କେତେ ଉପକାରୀ ତାହା ସବୁବେଳେ ଜାଣି ରଖିବା ଭଲ । ସେଥିପାଇଁ କୁହାଯାଏ ନିତିଦିନିଆ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବେ । ମହୁ ଆମେ ଘରେ ଘରେ…
ଏହି ଜୁସ୍ରେ ଭରି ରହିଛି ରୋଗ ପ୍ରତିରୋଧକ ଶକ୍ତି
ସପୁରି ଜୁସ୍ ନିଶ୍ଚିତ ପିଇଥିବେ ମାତ୍ର ଏଥିରେ ଅଦା ମିଶାଇ ପିଇଲେ ବହୁତ ଲାଭଦାୟକ ହୋଇଥାଏ। ଏହି ଜୁସ୍ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ…
କ୍ଷତିକାରକ କଫି
କେତେକ ଲୋକ ଅଛନ୍ତି ଦିନକୁ ୨-୩ ଥର କଫି ପିଇବାକୁ ପସନ୍ଦ କରିଥାଆନ୍ତି । ଏବେ ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ ଦିନକୁ ୬ କପ୍ରୁ ଅଧିକ କଫି ପିଉଛନ୍ତି ଏହା ସେମାନଙ୍କ ପାଇଁ କ୍ଷତିକାରକ । ବିଶେଷ କରି…
ଜଗିଂ ପାଇଁ ଜୋତା
ଜୋତା ସବୁବେଳେ ପାଦକୁ ଫିଟ୍ ହେବା ଦରକାର। କାରଣ ପାଦକୁ ଫିଟ୍ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଜୋତା କିଣିବା ବେଳେ ନିଜେ ଉପସ୍ଥିତ ରହି ଟ୍ରାଏ କରିନେବା ଭଲ। ତେବେ ଜଗିଂ ପାଇଁ…
ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା
ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି କିଛି କଥା ଅଛି ଯାହା ଝିଅମାନେ ସେମାନଙ୍କ ପାର୍ଟନରଙ୍କ ସହ କେବେ ବାଣ୍ଟିବାକୁ ଚାହିଁ…
ରମଣ ପ୍ରଭାବ
‘ରମଣ ପ୍ରଭାବ’ ହେଉଛି ଆଲୋକ ବିଚ୍ଛୁରଣର ଗୋଟିଏ ପ୍ରମୁଖ ତତ୍ତ୍ୱ। ଏହାର ଆବିଷ୍କାର କାହାଣୀ ବଡ ଚମତ୍କାର। ଆମ ଦେଶର ବିଶିଷ୍ଟ ବୈଜ୍ଞାନିକ ସାର୍ ସି.ଭି. ରମଣ ଏହାକୁ ଆବିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ…
Archives


