ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…
ଯଦି ଆପଣ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡ଼ିତ, ତେବେ ରକ୍ତଚାପ କେତେ ଅଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ। ଯଦି ଥରେ…
ରୁହନ୍ତୁ ସାବଧାନ ! ଫୁସ୍ଫୁସ୍ ସହିତ ଏସବୁ ଅଙ୍ଗକୁ ବି ପ୍ରଭାବିତ କରେ କରୋନା…
ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାରତରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଭୂତାଣୁ ମୁଖ୍ୟତଃ ଫୁସ୍ଫୁସ୍କୁ ଆକ୍ରାନ୍ତ କରିଥାଏ। ତେବେ ଏହା ସହିତକ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ଅକାମୀ…
ଭାକ୍ସିନ୍ କାମ କରୁଛି ବୋଲି ଜାଣିବେ କିପରି…
ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସାର୍ବଜନୀକ ଭାକ୍ସିନ୍ କରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ନେବା ପରେ ଏହା କାମ କରୁଛି କି ନାହିଁ ସେ ନେଇ କେତେକଙ୍କ ମନରେ ସ୍ବତଃ…
ମାତୃଗର୍ଭରୁ ସ୍ଥିର ହୋଇଥାଏ ଏସବୁ
ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା ମାତୃଗର୍ଭରେ ସ୍ଥିର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ… ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି,…
ଏଭଳି ଲୋକଙ୍କ ସହିତ ୧ ମିନିଟ୍ ରହିଲେ ବି ହୋଇଯିବ କରୋନା…
ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, ଆକ୍ରାନ୍ତଙ୍କ ସହିତ ୧…
ସାବଧାନ ! ବନ୍ଦ ଘରେ ଅଧିକ-ଖୋଲା ପବନରେ କମ୍ ସଂକ୍ରମଣ ଆଶଙ୍କା…
ଓ୍ବାଶିଂଟନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ବନ୍ଦ ଘରେ ଅଧିକ ହୋଇଥାଏ। ଅପରପକ୍ଷରେ ବାହାର ଖୋଲା ପବନରେ ସଂକ୍ରମଣ ଆଶଙ୍କା କମ୍ ରହିଥାଏ। ବନ୍ଦ ଘରେ ସଂକ୍ରମଣ ହେବା…
ମେଡିଟେସନ ନିଶ୍ଚୟ କରନ୍ତୁ
ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ ନିଶ୍ଚୟ କରନ୍ତୁ… ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା ପରେ ସମୟ ବାହାର କରନ୍ତୁ। ବାଲକୋନିରେ ଥିବା ଗଛ କିମ୍ବା ବଗିଚାରେ ପ୍ରକୃତି ସହ…
ବଢ଼ାନ୍ତୁ ପିଲାଙ୍କ ଇମ୍ୟୁନିଟି
କରୋନାର ଦ୍ୱିତୀୟ ଲହର ଏବେ ପିଲାମାନଙ୍କ ପାଇଁ ବେଶି କ୍ଷତିକାରକ ବୋଲି ଜଣାପଡ଼ିଛି। କମ୍ ଇମ୍ୟୁନିଟି ଥିବା ପିଲାମାନେ ଖୁବ୍ଶୀଘ୍ର କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଯିବେ। ତେଣୁ ମା’ମାନେ ପିଲାମାନଙ୍କର ଇମ୍ୟୁନିଟି ବଢ଼ାଇବାକୁ ନିଜକୁ ପ୍ରସ୍ତୁତ କରନ୍ତୁ। ପିଲାମାନଙ୍କୁ ସୁଷମ…
କୁକୁମ୍ବର କୁଲର
ଆବଶ୍ୟକ ସାମଗ୍ରୀ: କାକୁଡ଼ି- ୩୦୦ ଗ୍ରାମ୍, ଲେମ୍ବୁ ରସ- ୧୫ ମିଲିଗ୍ରାମ୍, ବରଫ ଖଣ୍ଡ- ୧୫୦ ଗ୍ରାମ୍, ସୋଡ଼ା- ଅଳ୍ପ, ପୁଦିନା- ଅଳ୍ପ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାକୁଡ଼ିକୁ ଛୋଟ ଛୋଟ କରି କାଟି ଜୁସରରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।…
ଘରକରଣା
ପରଟାକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ସିଝା ଆଳୁକୁ ଅଟା ସହିତ ମିଶାଇ ଚକଟି ଦିଅନ୍ତୁ। ପରାଟାକୁ ତେଲ କିମ୍ବା ଘିଅ ବଦଳରେ ବଟର ଲଗାଇଲେ ଅଧିକ ସ୍ବାଦିଷ୍ଟ ଲାଗିବ। ପକୁଡି ତିଆରି କରୁଥିଲେ ବେସନ ଘୋଳରେ କିଛି ଗରମ ତେଲ…
ବିବାହ ପୂର୍ବରୁ ଜୀବନସାଥିଙ୍କୁ ପଚାରନ୍ତୁ ଏହି ସବୁ ପ୍ରଶ୍ନ
ପ୍ରାୟ ସମସ୍ତଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ବିବାହ କେବଳ ଦୁଇଟି ଦୃଦୟର ମିଳନ ନୁହେଁ ମାତ୍ର ଏହା ୨ ପରିବାର ମିଶ୍ରଣ। ତେଣୁ ଏହା ସହିତ ଜଡିତ କୌଣସି କଥା ପ୍ରତି ଅଣଦେଖା କରିବା ଅନୁଚିତ। ଏ…
ପୁଣି ଯୌଥ ପରିବାର
ଏକା ଏକା ରହିବାକୁ କାହାକୁ ବି ଭଲ ଲାଗେନା। କିନ୍ତୁ ଏକାକୀ ଜୀବନ ବିତାଇବାକୁ ବାଧ୍ୟ କରିଛି ଲକ୍ଡାଉନ୍। ଏମିତି ପରିସ୍ଥିତିରେ ଏବେ ପୁଣି ଥରେ ଲୋଡା ପଡିଛି ଯୌଥ ପରିବାର। ସମସ୍ତଙ୍କ ସହ ଏକାଠି ରହିବା ପାଇଁ ଏବେ ଲୋକେ…
Archives


