ଆଲୋଭେରାର ଉପକାରିତା
ଆଲୋଭେରାରେ ଭରି ରହିଛି ଅନେକ ଔଷଧୀୟ ଗୁଣ; ଯାହାକୁ ବ୍ୟବହାର କରି ଆମେ ଅତି ସହଜରେ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବା। ଯଥା: ଶରୀରର କୌଣସି ସ୍ଥାନ କୁଣ୍ଡାଇ ହେଉଥିଲେ ସେହି ସ୍ଥାନରେ ଆଲୋଭେରା ଜେଲ୍କୁ କିଛିଦିନ ଲଗାଇଲେ, ଉକ୍ତ...
ସେବା ଓ ସର୍ଜନାର ମଧୁଝର: ତପନକୁମାର
ଅନ୍ତର୍ଜାତୀୟ ସ୍ତରର ଜଣେ ଗବେଷକ, ପ୍ରାଧ୍ୟାପକ, ବ୍ୟବସାୟ ରଣନୀତି ବିସାରଦ, ପରିଚାଳନା ମାର୍ଗଦର୍ଶକ, ସମାଜସେବୀ, ସ୍ତମ୍ଭକାର, ସୁଲେଖକ, ଅନୁବାଦକ ତଥା ହାଇଦ୍ରାବାଦରେ ଅବସ୍ଥିତ ନାର୍ସି ମୋନ୍ଜି ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ(NMIMS) ୟୁନିଭରସିଟିର ନିର୍ଦ୍ଦେଶକ ଡ. ତପନ କୁମାର ପଣ୍ଡା,...
ସ୍ବେଟର୍ ଡ୍ରେସ୍
ସ୍ବେଟର୍ ଡ୍ରେସ୍ ଶରୀରକୁ ଉଷ୍ମତା ପ୍ରଦାନ କରିବା ସହ ଷ୍ଟାଇଲିଶ୍ ଲୁକ୍ ଦେଉଥିବାରୁ ଶୀତଦିନେ ଏହାର ଚାହିଦା ଖୁବ୍ ବଢିଯାଏ। ସେଥିପାଇଁ ମାର୍କେଟ୍ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ସେମିତି କେତୋଟି ଟ୍ରେଣ୍ଡି ସ୍ବେଟର୍ ଡ୍ରେସ୍ ସମ୍ପର୍କରେ… ଶୀତଦିନେ...
କଳାଜାଇ ଅଙ୍ଗର କେଉଁଠି ରହିଲେ ଶୁଭ
କଳାଜାଇକୁ ସାଧାରଣତଃ ବ୍ୟୁଟି ସ୍ପଟ୍ ବୋଲି କୁହାଯାଇଥାଏ। କିନ୍ତୁ ଏହା ବି ଅନେକ ସମୟରେ ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କି ସୂଚନା ମିଳିଥାଏ...
ଶୀତଦିନେ ଦହି ଖାଉଛନ୍ତି କି…
ଦହି ସ୍ବାସ୍ଥ୍ୟପ୍ରତି ହିତକର ବୋଲି ଜାଣିଛେ। ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ...
ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ…
ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଅସମୟରେ ଅନେକ ରୋଗ ଆମକୁ କବଳିତ କରେ। ଏଥିରୁ ମୁକ୍ତି ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରୀ ଅଟେ। ମୂଳା: ମୂଳା ଶରୀରକୁ...
ଏସବୁ ଖାଇଲେ ଖୁବ୍ଶୀଘ୍ର ବଢ଼ିବ ପିଲାଙ୍କ ଉଚ୍ଚତା
ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ ପ୍ରୋଟିନ୍ ଏବଂ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଉଚିତ୍। କ୍ଷୀର: ଏଥିରେ ବହୁ...
ପ୍ରେମ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଥିଲେ…
ସବୁଠୁ ମଧୁର ସମ୍ପର୍କ ହେଉଛି ପ୍ରେମ। ପ୍ରେମ କାହା ସହ କେଉଁ ମୂହୁର୍ତ୍ତରେ ହୋଇଯାଏ ଜଣାପଡେନା। ହେଲେ ସମ୍ପର୍କରେ ବାନ୍ଧିହେବା ଯେତିକି ସହଜ ସମ୍ପର୍କକୁ ଅତୁଟ ରଖିବା ସେତିକି କଷ୍ଟକର ହୋଇଥାଏ। ଏଣୁ ଯଦି ଆପଣ ପ୍ରେମରେ ପଡ଼ିଛନ୍ତି ତେବେ...
ତ୍ୱଚା ସମସ୍ୟା ଦୂରକରେ ପିଆଜ
ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ...
ହାରିବାନି ହରାଇବା
କୌଣସି ଶାରୀରିକ ସମସ୍ୟାକୁ ନ ଡ଼ରି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ବିଶ୍ୱସ୍ତରରେ ଏଡସ୍ର ମୁକାବିଲା ଲାଗି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଥାଏ। ଏହି...
କରୋନାର ନୂଆ ରୂପ ‘ଓମିକ୍ରନ’ର ଲକ୍ଷଣ ଜାଣନ୍ତୁ
କେପଟାଉନ,୧।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଏଣ୍ଡ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏହି ସମୟରେ, ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତର ନୂତନ କୋଭିଡ ଭାରିଆଣ୍ଟ ଓମିକ୍ରନର ଲକ୍ଷଣ କ’ଣ...
ମଣ୍ଡା ପିଠା
ଆବଶ୍ୟକ ସାମଗ୍ରୀ:- ଅରୁଆ ଚାଉଳ- ୨ କପ୍, ନଡ଼ିଆ- ୧ଟି, ଗୁଜୁରାତି ଗୁଣ୍ଡ- ୧ ଛୋଟ ଚାମଚ, ଗୋଲମରିଚ ଗୁଣ୍ଡ- ୧ ଛୋଟ ଚାମଚ, ଅଦା- ଖଣ୍ଡେ, ଚିନି- ୧୦୦ ଗ୍ରାମ୍, ଦହି ଛେନା- ଅଧା କପ୍, ଲୁଣ ଆବଶ୍ୟକ...
Archives


