ଜୀବନଚର୍ଯ୍ୟା

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ନିଜେ ଓ ନିଜ ଘରକୁ ଦିଅନ୍ତୁ ଟ୍ରାଇ କଲର୍‌ ଲୁକ୍‌… * ଟ୍ରାଇ କଲର୍‌ ଶାଢି: ଏଭଳି ଏକ ବିଶେଷ ଦିନରେ ଟ୍ରାଇ୍‌ କଲର୍‌ ଥିମ୍‌ବାଲା ରେଡିମେଡ୍‌ ଶାଢି ପିନ୍ଧି ଅତି ସହଜରେ ଆକର୍ଷଣୀୟ ଲୁକ୍‌...

ତୁଳସୀ ମାହାତ୍ମ୍ୟ

ତୁଳସୀ ଚଉରା ପ୍ରତ୍ୟେକଙ୍କ ଘର ଅଗଣାରେ ରହିଥାଏ। କାରଣ ଏହା ଘରର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ ଘରୁ ବାହାରିବା ସମୟରେ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଗଲେ...

ଗୃହ ଶାନ୍ତି ପାଇଁ କ’ଣ କହେ ବାସ୍ତୁଶାସ୍ତ୍ର…

* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। * ଘରେ କଳହ ଲାଗୁଥିଲେ, କାଚ ଗିନାରେ...

ସ୍ମାର୍ଟ କର୍ମଜୀବୀ

ଜଣେ କର୍ମଜୀବୀ ମହିଳାଙ୍କ ଉପରେ ଥାଏ ଉଭୟ ପରିବାର ଏବଂ ଅଫିସ୍‌ କାର୍ଯ୍ୟର ଭାର। ହେଲେ କେବେ କେବେ କାର୍ଯ୍ୟବ୍ୟସ୍ତତା ଭିତରେ ଗୋଟିଏ କାର୍ଯ୍ୟକୁ ଗୁରୁତ୍ୱ ଦେଉ ଦେଉ ଅନ୍ୟ ପ୍ରତି ହୋଇଯାଏ ଅବହେଳା। ହେଲେ ଏମିତିରେ ଉଭୟ ଦାୟିତ୍ୱକୁ...

ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଶାଲ୍‌

ଥଣ୍ଡା ପ୍ରକୋପରୁ ରକ୍ଷା ପାଇଁ ଶୀତଦିନେ ଅଧିକାଂଶ ମହିଳା ଶାଲ୍‌ ବ୍ୟବହାର କରିଥାନ୍ତି। ତେବେ କେବଳ ଶୀତବସ୍ତ୍ର ଭାବେ ନୁହେଁ ବରଂ କୌଣସି ଟ୍ରିପ୍‌, ହ୍ୟାଙ୍ଗ୍‌ ଆଉଟ୍‌ ହେଉ କି ଓ୍ବଣ୍ଟର ଫଟୋଶୁଟ୍‌ ପାଇଁ ମଧ୍ୟ ଭଳିକି ଭଳି ଶାଲ୍‌ର...

ପ୍ରାକୃତିକ ବନାମ କୃତ୍ରିମ

ପ୍ରକୃତି ପ୍ରାକୃତିକର ବିକଳ୍ପ ନାହିଁ। ପ୍ରାକୃତିକ ଓ କୃତ୍ରିମ ଭିତରେ ଆକାଶ ପାତାଳ ଫରକ, ଯେପରି ସାରଦିଆ ପନିପରିବା ଓ ଖତଦିଆ ପନିପରିବା ମଧ୍ୟରେ ଫରକ। ଆମ ପୃଥିବୀ ପଞ୍ଚଭୂତାତ୍ମକ ମୂଳତତ୍ତ୍ୱ (ମାଟି, ଜଳ, ତେଜ, ବାୟୁ ଓ ଆକାଶ)...

ଜେଡ୍‌ଟିଏଫ୍‌ ଧୂମକେତୁ

ଆମ ଆକାଶରେ ନୂଆ ଆଗନ୍ତୁକ- ଜେଡ୍‌ଟିଏଫ୍‌ ଧୂମକେତୁ ଚଳିତ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ଏକ ନୂତନ ଜ୍ୟୋତିଷ୍କ ଦୃଶ୍ୟମାନ ହେବାକୁ ଯାଉଛି। ଆକାଶରେ ଏହି ନୂତନ ଆଗନ୍ତୁକ ହେଉଛି ଏକ ଧୂମକେତୁ। ଏହି ଧୂମକେତୁଟି ଖାଲିଆଖିକୁ ଦେଖାଦେବ...

କେଶଝଡ଼ା କମାଇବ ଯୋଗ

କେଶ ଝଡ଼ିବା ବର୍ତ୍ତମାନ ଅନେକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଯାଇଛି। ଅସନ୍ତୁଳିତ ଖାଦ୍ୟାଭ୍ୟାସ, କେଶରେ ବ୍ୟବହାର ହେଉଥିବା ବିଭିନ୍ନ ରାସାୟନିକଯୁକ୍ତ ଶ୍ୟାମ୍ପୁ, କଣ୍ଡିଶନର୍‌, ରଙ୍ଗ ଏବଂ ବ୍ୟୁଟି ପ୍ରଡକ୍ଟ ଆଦି ସହିତ ଅନେକ କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ।...

ଗ୍ୟାଷ୍ଟ୍ରିକ୍‌ ସମସ୍ୟା

ବର୍ତ୍ତମାନ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଜାତୀୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା ଦ୍ୱାରା ତାହା ପରବର୍ତ୍ତୀ ସମୟରେଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ…...

ହଳଦୀ ଏକ, ଉପକାର ଅନେକ

ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ଏପରିକି ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ହଳଦୀ ଆମକୁ ମୁକ୍ତି ଦେଇଥାଏ। ଏହାଛଡ଼ା ହଳଦୀର ଆହୁରି ମଧ୍ୟ ଅନେକ ଉପକାର ରହିଛି। ଯେମିତିକି: * କୁହାଯାଏ,...

ପିଲାମାନେ ବୟସ୍କଙ୍କ ଟୁଥ୍‌ବ୍ରଶ୍‌ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏନେଇ କ’ଣ କୁହନ୍ତି ବିଶେଷଜ୍ଞ

ପାଟିର ସ୍ବଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ। ବିଶେଷକରି ପିଲାମାନଙ୍କ ପାଟିର ଯତ୍ନସଠିକ୍‌ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା ଟୁଥ୍‌ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ। ସାଧାରଣତଃ ଭାରତୀୟମାନେ ନିଜ ପିଲାଙ୍କ ପାଇଁ...

ପ୍ରତିଦିନ ୬ ହଜାରରୁ ୯ ହଜାର ଷ୍ଟେପ୍‌ ଚାଲିଲେ ରହିବନି ହାର୍ଟ ଆଟାକ ଆଶଙ୍କା: ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଇଥାଏ। ସର୍କୁଲେଶନ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଏହା ପ୍ରକାଶ ପାଇଛି। ଏହି ଅଧ୍ୟୟନ ଆମେରିକା ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri