ହାଲୁକା ଧାତୁ ଲିଥିୟମ୍
ଧାତୁଗୁଡ଼ିକ ମଧ୍ୟରେ ଲିଥିୟମ୍ ହେଉଛି ସବୁଠାରୁ ହାଲୁକା। ଆଧୁନିକ ଡିଜିଟାଲ ଯୁଗରେ ଏହାର ଆବଶ୍ୟକତା ଅଧିକ ହେଉଥିବାରୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ନିକଟରେ ଭାରତରେ ଜମ୍ମୁ-କଶ୍ମୀର ଅଞ୍ଚଳରେ ୫.୯ ନିୟୁତ ଟନ୍ ଲିଥିୟମ୍ ମହଜୁଦ ଥିବାର ଜଣାପଡ଼ିବା ପରେ...
ଘଣ୍ଟାକୁ ନେଇ ବିଶ୍ୱାସ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ସେମିତି ଏକ ବସ୍ତୁ ହେଉଛି ଘଣ୍ଟା। ସମୟ ଜାଣିବା ପାଇଁ ସାଧାରଣତଃ ଘରେ ଘଣ୍ଟା ଲଗାଯାଇଥାଏ। କିନ୍ତୁ ଏହି ଘଣ୍ଟା ଲଗାଇବା ପାଇଁ ଠିକ୍...
ଗୋଲାପ ଫୁଲ ବି ଆଣେ ସମୃଦ୍ଧି; ଜାଣନ୍ତୁ…
ପ୍ରେମର ପ୍ରତୀକ କୁହାଯାଉଥିବା ଗୋଲାପ ଫୁଲ ବି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଗୋଲାପ ଫୁଲ ସହ ବାସ୍ତୁର କ’ଣ ସବୁ ସମ୍ପର୍କ ରହିଛି ଜାଣନ୍ତୁ ସେ ସମ୍ପର୍କରେ… * ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର...
ଶିବଙ୍କୁ ପସନ୍ଦ ନୁହେଁ ଏହି ରଙ୍ଗ, ମହାଶିବରାତ୍ରି ଦିନ ଭୁଲରେ ବି…
‘ମହାଶିବରାତ୍ରି ’ ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଚଳିତ ବର୍ଷ ୧୮ ଫେବୃୟାରୀରେ ଏହି ପର୍ବ ପାଳନ କରାଯିବ। ଶୈବଭକ୍ତମାନଙ୍କର ମଧ୍ୟରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭଗବାନ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଭକ୍ତି...
ବ୍ୟାଙ୍କ ଲକର ନେବା ପୂର୍ବରୁ…
ଲକର ନେଇଥିଲେ ଆପଣଙ୍କୁ ଗୋଟିଏ ବର୍ଷରେ ଅତିକମ୍ରେ ଦୁଇଥର ଭିଜିଟ୍ କରିବାକୁ ପଡ଼ିଥାଏ। ବ୍ୟାଙ୍କରେ ଆପଣ ଲକର ସୁବିଧା ପାଉଥିଲେ ସେଥିପାଇଁ କିଛି ଦେୟ ମଧ୍ୟ ଦେବାକୁ ପଡ଼େ। ତେବେ ଏହା ପୂର୍ବରୁ କେଉଁ କଥାକୁ ଧ୍ୟାନ ରଖିବେ ଓ...
ଏପିଲେପ୍ସି
”ଏପିଲେପ୍ସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର ଦିନ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ଅପସ୍ମାର ଦିବସ’ ବା ‘ଇଣ୍ଟରନ୍ୟାଶନାଲ୍ ଏପିଲେପ୍ସି ଡେ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା.. ଅପସ୍ମାର ବା ଏପିଲେପ୍ସି...
ଧୂମକେତୁ ଓ ଲଞ୍ଜାତାରା
”ପ୍ରଚଣ୍ଡ ସୂର୍ଯ୍ୟତାପଜନିତ ପ୍ରକ୍ରିୟାସବୁ ବହୁଗୁଣିତ ହୋଇଯାଏ। ଏ ପର୍ଯ୍ୟନ୍ତ ଶାନ୍ତ ଓ ସୁପ୍ତ ଥିବା ପିଣ୍ଡଟି ଅକସ୍ମାତ ଅଥୟ ଓ ଅସ୍ଥିର ହୋଇଉଠେ । ଏହାର ସମସ୍ତ ଦିଗରୁ ନିରବଚ୍ଛିନ ଶକ୍ତିଶାଳୀ ଉଦ୍ଗୀରଣମାନ ନିର୍ଗତ ହୋଇ ଚତୁଃପାର୍ଶ୍ୱରେ ଧୂଳି ଓ...
ବଢାନ୍ତୁ ଆତ୍ମବିଶ୍ୱାସ
ଆତ୍ମବିଶ୍ୱାସ ମଣିଷକୁ ଭିତରୁ ଦୃଢ଼ କରିଥାଏ। ଯେକୌଣସି ସମସ୍ୟା ଆସୁନା କାହିଁକି, ତାହାକୁ ସାହସର ସହ ସାମ୍ନା କରିବାକୁ ଏହା ଆମକୁ ପ୍ରେରଣା ଦେଇଥାଏ। ସେଥିପାଇଁ କୁହାଯାଏ, ଯାହାର ଆତ୍ମବିଶ୍ୱାସ ଯେତେ ଦୃଢ଼ ହୋଇଥାଏ ତାଙ୍କୁ ସଫଳତା ସେତେ ଶୀଘ୍ର...
ହସଖୁସିର ପରିବାର ପାଇଁ …
ହସଖୁସିର ପରିବାର ଜୀବନରେ ଶାନ୍ତି ଭରିଥାଏ। କାରଣ ପରିବାରରୁ ଆମକୁ ସବୁ ବିପଦକୁ ସାହସର ସହ ସାମ୍ନା କରିବାକୁ ଶକ୍ତି ମିଳିଥାଏ। ତେଣୁ ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ କେମିତି ମଜଭୁତ ରହିବ ସେ ନେଇ ଜାଣନ୍ତୁ କେତୋଟି ବାସ୍ତୁ...
ପ୍ୟାକେଟ୍ ଫ୍ରୁଟଜୁସ୍ ପିଉଥିଲେ
ତଟକା ଫଳ ଖାଇବା ଶରୀର ପାଇଁ ହିତକର। ସେହିପରି ଏହାର ରସ ବା ଜୁସ୍ ପିଇବା ମଧ୍ୟ ଲାଭକାରୀ ହୋଇଥାଏ। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ଏହାକୁ ଘରେ ପ୍ରସ୍ତୁତ କରିବା ଅପେକ୍ଷା ଅଧିକାଂଶ ମାର୍କେଟ୍ରେ ମିଳୁଥିବା ପ୍ୟାକେଟ୍ ଜୁସ୍ ପିଉଥିବା...
ପ୍ରେମ ଦିବସ ଜରୁରୀ !
ପ୍ରେମ! ଏହା ଏକ ଏଭଳି ସମ୍ପର୍କ, ଯାହା ବିନା ଜୀବନ ରଙ୍ଗହୀନ। ତେବେ ଏଭଳି ଏକ ଦୃଢ଼, ଶାଶ୍ୱତ ସମ୍ପର୍କ ପାଇଁ କ’ଣ ଭାଲେଣ୍ଟାଇନ୍ସ ଡେ’ ଭଳି ଦିନଟିଏ ଅବା ପ୍ରେମ ସପ୍ତାହ ସତରେ ଲୋଡ଼ା! ଏହାକୁ ନେଇ ସବୁବେଳେ...
ଆସନ୍ତା ୧୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜଗିରଖି ଚଳନ୍ତୁ ଏହି ୪ ରାଶିର ବ୍ୟକ୍ତି…
ଫେବୃୟାରୀ ୧୩ରୁ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ। ଏହି ରାଶିରେ ପୂର୍ବରୁ କର୍ମର ଦେବତା ଶନି ରହିଛନ୍ତି। ଏଣୁ ଆସନ୍ତା ମାସେ ଯାଏ କୁମ୍ଭ ରାଶିରେ ସୂର୍ଯ୍ୟ ଏବଂ ଶନି ଉଭୟ ରହିବେ। ଜ୍ୟୋତିଷଶାସ୍ତ୍ରବିଦ୍ଙ୍କ କହିବାନୁଯାୟୀ...
Archives


