ଆୟୁଷ ବଢ଼ାଏ ସବୁଜିମା
ସବୁଜିମାଭରା ପ୍ରାକୃତିକ ପରିବେଶରେ ରହୁଥିବା ଲୋକେ ସୁସ୍ଥ ସବଳ ରୁହନ୍ତି ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଏମିତି ପରିବେଶରେ ରହୁଥିବା ଲୋକଙ୍କ ଆୟୁଷ ଅଧିକ ହୋଇଯାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଆମେରିକାର ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି କି ଗଛଲତାଭରା…
ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ହରର୍ ମୁଭି
ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଲା ଚଳଚ୍ଚିତ୍ର। କେତେକ ହରର ମୁଭି ଦେଖିବାକୁ ପସନ୍ଦ କରିଥାଆନ୍ତି। ଏହା ସିନା ମନକୁ ସାମୟିକ ଆନନ୍ଦ ଦେଇଥାଏ, ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ଆବଶ୍ୟକତାଠାରୁ…
ପ୍ରଦୂଷିତ ପରିବା ଓ ସ୍ବାସ୍ଥ୍ୟ
ପରିବା ଆମ ଖାଦ୍ୟର ଏକ ମୁଖ୍ୟ ଅଂଶ। ବର୍ତ୍ତମାନ ଚାଷୀ ସ୍ଥାନୀୟ କିସମ ବିହନ ପରିବର୍ତ୍ତେ ଉନ୍ନତ, ଅଧିକ ଅମଳକ୍ଷମ ଏବଂ ସଙ୍କରଜାତୀୟ ପରିବା ଚାଷ କରୁଛନ୍ତି। ଏଥିରୁ ଅଧିକ ଅମଳ ପାଇଁ ଚାଷୀ ଆବଶ୍ୟକତାଠାରୁ ଯଥେଷ୍ଟ ରାସାୟନିକ ସାର ପ୍ରୟୋଗ…
ଏମିତି ଝିଅଙ୍କୁ ଭୁଲ୍ରେ କରନ୍ତୁ ନାହିଁ ବିବାହ, ରାତାରାତି ବିଗିଡ଼ିଯିବ ସମ୍ପର୍କ: ଚାଣକ୍ୟ
ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି ହୁଅନ୍ତି। କିଛିଦିନ ପରେ ସେମାନେ ବିବାହ କରି କେତେ ବଡ଼ ଭୁଲ କରିଛନ୍ତି। ଅନୁତାପ…
କୂଅ ସହ ବଗିଚାର ବାହାଘର
ଉତ୍ତର ପ୍ରଦେଶ, ବହରାଇଚ୍ ଜିଲ୍ଲାସ୍ଥ କଡ଼ସର୍ ବିଟୌରା ଗାଁରେ ହୋଇଥିବା ଏକ ଅଜବ ବିବାହର ଚର୍ଚ୍ଚା ଏବେ ଜୋର୍ ଧରିଛି। ଉକ୍ତ ବିବାହରେ ନା ଥିଲେ କେହି ବର ନା ଥିଲେ କନିଆ। ଭାବୁଥିବେ ତା’ହେଲେ ବାହା ହେଲେ କିଏ? ଅବିଶ୍ୱସନୀୟ…
ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ
ଉତ୍ତରାଖଣ୍ଡର ଉତ୍ତରକାଶି ଜିଲାରେ ଥିବା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ହେଉଛି ସ୍ଥାନୀୟ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୨୩୯୦ ବର୍ଗ କି.ମି ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହିତ ଟ୍ରେକିଂ…
ଶିଳ୍ପୀ ଚନ୍ଦନ
କଳା କାରିଗରି ପ୍ରତି ଆକର୍ଷଣ ଥିଲା ପିଲା ଦିନରୁ। ଆଉ ଏ କ୍ଷେତ୍ରରେ ପିତା ଥିଲେ ତାଙ୍କର ଆଦ୍ୟ ଗୁରୁ। ପରେ ମଣିଷର ମାନସିକତା ଓ ବିଭିନ୍ନ ଦୃଷ୍ଟିଭଙ୍ଗୀ ହିଁ ତାଙ୍କ ଚିତ୍ର ଓ ମୂର୍ତ୍ତିକଳାର ବିଷୟ ବସ୍ତୁ ପାଲଟିଲା। ଯାହା…
ଫୋନ୍ ରଖନ୍ତୁ ସୁରକ୍ଷିତ…
ବର୍ଷାଦିନ ଆରମ୍ଭ ହେଲାଣି। ଏମିତିରେ ପଢ଼ା କିମ୍ବା ଜବ୍ ପାଇଁ ବାହାରକୁ ଯାଉଥିବା ଯୁବତୀ ଯୁବକଙ୍କର ଫୋନ୍ ପାଣି ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏଦିନେ କିପରି ଫୋନ୍କୁ ସୁରକ୍ଷିତ ରଖିପାରିବେ ଜାଣିରଖନ୍ତୁ କେତୋଟି ଉପାୟ… ସମୟରେ ବାହାରକୁ…
ଓଡ଼ିଶାର କଳାକୃତି ନିଆରା
ଏଠାକାର କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ…କଳାକୃତୀ ହିଁ ସୁନ୍ଦର। ତେବେ…
କଥା ‘କାଉ’ର…
ରାତି ପାହିଲାଣି ରାବଇ କାଉ…ଉଠ ଉଠ ମଠ ନ କର ଆଉ…। ଦିନେ ଏହି ଧାଡ଼ି ପିଲାମାନେ କେବଳ ପଢୁ ନ ଥିଲେ, ପିଲାଙ୍କ ଦୈନନ୍ଦିନ ଜୀବନର ଏହା ଥିଲା ଏକ ଅଂଶ। ହେଲେ ଆଜି ଅଧିକାଂଶ ପିଲାଙ୍କ ପାଇଁ ଏହି…
କିପରି ବଢିବ ଧନ
ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ନିଜର…
ବାସ୍ତୁଦୋଷ ଦୂର କରିବାର ଉପାୟ
ଘରେ ବାରମ୍ବାର କଳହ ଲାଗିବା, ଉନ୍ନତି ପଥରେ ବାଧା ଉପୁଜିବା, ରୋଜଗାର ତୁଳନାରେ ଖର୍ଚ୍ଚ ବଢିବା, ରୋଗବ୍ୟାଧି ଲାଗି ରହିବା ଇତ୍ୟାଦି ହେଉଛି ବାସ୍ତୁଦୋଷର ଗୋଟିଏ ଗୋଟିଏ ଲକ୍ଷଣ। ଏଥିରୁ ମୁକ୍ତି ପାଇବାକୁ ବାସ୍ତୁଶାସ୍ତ୍ରରେ କିଛିଟା ସହଜ ଉପାୟ କୁହାଯାଇଛି। ଯେମିତିକି……
Archives


