ଚିକନ୍କାରୀ ଆଉଟ୍ଫିଟ୍
ଚିକନ୍କାରୀ କୁର୍ତ୍ତା: ଖରାଦିନେ କୁଲ୍, କମ୍ଫର୍ଟେବଲ ଲୁକ୍ ଦେଇଥାଏ ଚିକନ୍କାରୀ କୁର୍ତ୍ତା। ଯଦି ଆପଣ ଦିନବେଳା ଏହାକୁ କ୍ୟାରି କରିବାକୁ ଚାହୁଁଥାନ୍ତି, ତା’ହେଲେ ପ୍ଲାଜୋ ସହିତ ପିନ୍ଧିଲେ ଆକର୍ଷଣୀୟ ଲୁକ୍ ମିଳେ। ଖାସ୍କରି ଲେସ୍ କାମ ହୋଇଥିବା ପ୍ଲାଜୋ ସହିତ...
ରୋଜଗାର ଟଙ୍କାରେ ନିଜ ପଢ଼ାଖର୍ଚ୍ଚ ତୁଲାଇଥିଲି
ପ୍ରଥମ ରୋଜଗାରର ପୁଲକ କଥା ଚିନ୍ତା କଲାବେଳେ, ନିଶ୍ଚିତ ଭାବରେ ମଣିଷ ଏକ ଆର୍ଥ-ସାମାଜିକ ପରିବେଶ ଭିତରକୁ ଟାଣି ହୋଇଯାଏ। ପରିବାର, ସମାଜ ଓ ଅର୍ଥର ଓତପ୍ରୋତ ଜଡ଼ିତ ଦୃଶ୍ୟାବଳୀରେ ସେ ଖୋଜେ ନିଜର ଜିଜୀବିଷା। ପ୍ରାୟତଃ ପ୍ରତ୍ୟେକଙ୍କ ଜୀବନରେ...
ଦୃଷ୍ଟିଶକ୍ତି ବଢ଼ାଇବା ଖାଦ୍ୟ
ବର୍ତ୍ତମାନ ଅଧିକ ସମୟ ମୋବାଇଲ୍, ଲାପ୍ଟପ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି ବିଭିନ୍ନ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ ନିଜ ଖାଦ୍ୟ ତାଲିକାରେ କ’ଣ ସବୁ ସାମିଲ କଲେ...
‘ଚ୍ୟାଲେଞ୍ଜ’
ସଫଳତା ମାର୍ଗରେ ‘ଚ୍ୟାଲେଞ୍ଜ’ ହେଉଛି ଏମିତି ଏକ ବାଧକ, ଯାହାକୁ ଡରି କେହି କେହି ସମ୍ପୂର୍ଣ୍ଣ ଓହରି ଯାଇ ଲକ୍ଷ୍ୟଚ୍ୟୁତ ହୋଇଯାଆନ୍ତି ତ ଆଉ କାହା ପାଇଁ ଏହା ହିଁ ପାଲଟେ ଦୃଢ଼ ମନୋବଳ ରଖି ସଫଳତାର ଶୀର୍ଷରେ ପହଞ୍ଚତ୍ବାର...
ସର୍ଜନାରେ ପ୍ରବୀଣା
ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପ୍ରବୀଣା ମହାନ୍ତି, ଯିଏ କୁହନ୍ତି ଜନଜୀବନର କଥା; ଯାହାଙ୍କ ଲେଖନୀରୁ ଝରିଆସେ ଅନୁଭବ ଓ ଅନୁଭୂତିର ଜୀବନ୍ତ କାହାଣୀ। ତାଙ୍କ ସର୍ଜନାର କ୍ଷେତ୍ର ଅତ୍ୟନ୍ତ ବ୍ୟାପକ ଓ ବିବିଧବର୍ଣ୍ଣା।...
ଖଜରାର ଉପକାରିତା
ଭିଟାମିନ୍, ଆଇରନ୍, ପୋଟାସିୟମ୍, କ୍ୟାଲ୍ସିୟମ୍ ପରି ଅନେକ ଗୁଣକାରୀ ତତ୍ତ୍ୱରେ ଭରା ଖଜରାକୁ ଖାଇଲେ ଶରୀରକୁ ଇନ୍ଷ୍ଟାଣ୍ଟ ଏନର୍ଜି ମିଳିଥାଏ। ଖରା, ବର୍ଷା ହେଉ ଅବା ଶୀତ ସବୁ ଋତୁରେ ଏହାକୁ ଆରାମରେ ଖାଇହୁଏ। ତେବେ ଖାଦ୍ୟ ଖାଇସାରିବା ପରେ...
ସୁଖସମୃଦ୍ଧି ଆଣିବ ଫୁଲ
ଫୁଲ କେବଳ ଗଛର ସୌନ୍ଦର୍ଯ୍ୟ ବଢାଏ ତାହା ନୁହେଁ, ବାସ୍ତୁଦୋଷ ଦୂର କରି ଘରକୁ ସୁଖସମୃଦ୍ଧି ଆଣିବାରେ ବି ଅନେକ ସାହାଯ୍ୟ କରିଥାଏ। ତେବେ କେଉଁ ଫୁଲ କି ଶୁଭଫଳ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ବାସ୍ତୁଶାସ୍ତ୍ର ଅନୁସାରେ,...
ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ
ସୁସ୍ଥ ମଣିଷ ହେଉଛି ଦେଶ ଓ ସମାଜର ସମ୍ବଳ। ଜଣେ ଅସୁସ୍ଥ ରହିଲେ ସେ କାର୍ଯ୍ୟକ୍ଷମ ହୋଇ ନ ଥାନ୍ତି। ପୁଣି ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଅନ୍ୟମାନେ କାମ କରିଥାଆନ୍ତ ଏବଂ ତାଙ୍କର ଚିକିତ୍ସା ବି ଆବଶ୍ୟକ ହୋଇଥାଏ। ତେବେ...
ଘରେ କରନ୍ତୁ ହେୟାର ସ୍ପା
କେଶ ପାଇଁ ସ୍ପା ଅବଶ୍ୟ ଅନ୍ୟତମ ବ୍ୟୟବହୁଳ ଚିକିତ୍ସା। କିନ୍ତୁ ନିୟମିତ ବ୍ୟବଧାନରେ ସ୍ପା କରିବା ଫଳରେ କେଶର ଅନେକ ପ୍ରକାର ସମସ୍ୟା ଦୂର ହୋଇଥାଏ। ତେଣୁ ବିୟୁଟି ପାର୍ଲରରେ ବ୍ୟୟବହୁଳ ହେୟାର ସ୍ପା କରିବା ବଦଳରେ ଘରେ କିପରି...
କଞ୍ଚା ଆମ୍ବ ପଣା
ଆବଶ୍ୟକ ସାମଗ୍ରୀ- କଞ୍ଚା ଆମ୍ବ- ୪ଟି, ଭଜା ଜିରା ଗୁଣ୍ଡ- ୨ ଚାମଚ, ଗୁଢ଼ କିମ୍ବା ଚିନି ସ୍ବାଦ ଅନୁସାରେ, ପୁଦିନାପତ୍ର- ୧ ବଡ଼ ଚାମଚ, କଳା ଲୁଣ- ୩ ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଛୋଟ ଚାମଚ, ବରଫ...
ସୋଫା କିଣିବା ପୂର୍ବରୁ…
ଘରର ଇଣ୍ଟେରିୟର ଲୁକ୍ ପାଇଁ ବିଭିନ୍ନ ଡିଜାଇନ୍ର ସୋଫା ମିଳୁଛି। ତେବେ ଆପଣଙ୍କ ଘରର ଡିଜାଇନ ଓ ସାଇଜ ଅନୁସାରେ କେଉଁଭଳି ସୋଫା କିଣିବାକୁ ହେବ ସେ ସମ୍ପର୍କରେ କିଛି ଧାରଣା ରହିବା ଜରୁରୀ… କିଣିବା ପୂର୍ବରୁ ଘରର ସ୍ଥାନ...
ପିଲାଙ୍କୁ ପଢ଼ାନ୍ତୁ ଗ୍ରୁପ୍ରେ
ଏକାଠି ଗ୍ରୁପ୍ ହୋଇ ବସି ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ। ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଏକୁଟିଆ ପଢ଼ିବା ବଦଳରେ ସାଙ୍ଗମାନଙ୍କ ସହ ଏବଂ ଘରେ ଭାଇଭଉଣୀଙ୍କ ସହ ପାଠ ପଢ଼ିବା ପିଲାଙ୍କ...
Archives


