ଜୀବନଚର୍ଯ୍ୟା

ଯେକୌଣସି ଶାଢ଼ି ହେଉନା କାହିଁକି ଯଦି ତା’ସାଙ୍ଗରେ

ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧାଯାଏ ତା’ହେଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗେ। ଏବେ ତ ଡୋରିବାଲା ବ୍ଲାଉଜ୍‌ର ଖୁବ୍‌ ଟ୍ରେଣ୍ଡ ଚାଲିଛି। ତା’ହେଲେ ଜାଣନ୍ତୁ ଏହି ଡୋରିବାଲା ବ୍ଲାଉଜ୍‌ର କିଛି ଲାଟେଷ୍ଟ ଡିଜାଇନ୍‌ ଆଉ ସେ ନେଇ କିଛି ଜରୁରୀ ଟିପ୍ସ ସମ୍ପର୍କରେ……

ଭାଗ୍ୟ ବଦଳାଇବ ଫୁଲ

ଅପରାଜିତା, ଯିଏ କେବେ ବି ହାରେ ନାହିଁ ବା ଯାହାର କେବେ ବି ପରାଜୟ ନାହିଁ। ସେଥିପାଇଁ ଅପରାଜିତା ଫୁଲ ପ୍ରତି ଲୋକଙ୍କର ଥାଏ ଖୁବ୍‌ ଆଦର। କୁହାଯାଏ, ଅପରାଜିତା ଫୁଲର ଅନ୍ୟନାମ ହେଉଛି ନୀଳକଣ୍ଠ। ମହାପ୍ରଭୁ ଶିବଙ୍କର ମଧ୍ୟ ଆଉ…

ଉପକାରୀ କାମଧେନୁ ଗାଈ ମୂର୍ତ୍ତି

ହିନ୍ଦୁ ଧର୍ମରେ କାମଧେନୁ ନାମକ ଗାଈକୁ ବେଶ୍‌ ପବିତ୍ର ବୋଲି କୁହାଯାଏ; ଯାହାକୁ ସମଦ୍ରମନ୍ଥନରୁ ପ୍ରାପ୍ତ କରାଯାଇଥିଲା। ଏହି ଗାଈ ଯାହା ପାଖରେ ରହୁଥିଲା ତାଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଯାଉଥିଲା। ବାସ୍ତୁଶାସ୍ତ୍ରରେ ବି ଏହି ଗାଈର ମୂର୍ତ୍ତିକୁ ଖୁବ୍‌ ଶୁଭ…

ଇମୋଜି

ବର୍ତ୍ତମାନ କାହାକୁ ମେସେଜ୍‌ କରିବା ଲାଗି ଟେକ୍ସଟ୍‌ ବଦଳରେ ସହଜ ଏବଂ ଶୀଘ୍ର ହେଉଥିବାରୁ ଇମୋଜି ସବୁଠୁ ଅଧିକ ବ୍ୟବହାର ହେଉଛି। ଏହା ମାଧ୍ୟମରେ ମନର ଭାବ ପ୍ରକାଶ କରିବା ବି ସହଜ। ତେବେ ଜାଣିବା ଏହା ସମ୍ପର୍କରେ କିଛି ରୋଚକ…

ପେଟ ବଢ଼ୁଥିଲେ

ଏଥିପାଇଁ ବିଶେଷକରି ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତେଣୁ ପେଟରେ ଚର୍ବି ନ ହେବା ଲାଗି ସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ଠିକ୍‌ ସମୟରେ ଖାଇବା, ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଖାଦ୍ୟ ତାଲିକାରେ ଫାଇବରଯୁକ୍ତ ଖାଦ୍ୟର…

ଖୁସି

ଟେନ୍‌ସନ ! ଏହି ଶବ୍ଦଟି ବୋଧହୁଏ କାହା ପାଟିରୁ ନ ଶୁଣିବା ଏବେ ଏକ ସ୍ବପ୍ନ ହୋଇଗଲାଣି। ଅଧିକାଂଶ ଯୁବବର୍ଗ କିଏ ପାଠପଢ଼ାକୁ ନେଇ ତ କିଏ ଜବ୍‌ ଅବା ପୁଣି କିଏ ଆର୍ଥିକ କିମ୍ବା ପାରିବାରିକ ଭଳି ବିଭିନ୍ନ ସମସ୍ୟାକୁ…

ଏସବୁ ସ୍ଥାନରେ ମନଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା ଧନ ଖର୍ଚ୍ଚ କରିବା। ଚାଣକ୍ୟ କୁହନ୍ତି, କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା…

ଏ ହେଉଛି ଦୀପିକାଙ୍କ ଫିଟ୍‌ନେସ ମନ୍ତ୍ର, ଜାଣନ୍ତୁ ପତଳା ରହିବାକୁ ନେଇ କ’ଣ ରହିଛି ତାଙ୍କ ଜୀବନଚର୍ଯ୍ୟା

ଫିଟ୍‌ ରହିବା ପାଇଁ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏଣୁ ଆଜିର ଯୁବପୀଢ଼ି ଅଭିନୟ ସାଙ୍ଗକୁ ସେମାନଙ୍କ ଫିଟ୍‌ନେଟ୍‌ ରହିବାର ଫର୍ମୁଲା ବିଷୟରେ ଜାଣିବାକୁ ବେଶ ଇଚ୍ଛୁକ ଥାନ୍ତି। ସେପରି ଜଣେ ଅଭିନେତ୍ରୀ ହେଲେ…

ବାଥ୍‌ରୁମ୍‌କୁ ମୋବାଇଲ ନେଉଛନ୍ତି କି? ଭୋଗିବେ ଏସବୁ ସମସ୍ୟା…

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଏକ ସାଧାରଣ ଅଭ୍ୟାସ ଦେଖିବାକୁ ମିଳୁଛି। ଲୋକମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ବହୁତ ଲୋକ ଅଛନ୍ତି, ଯେଉଁମାନେ ସାଙ୍ଗରେ ବାଥ୍‌ରୁମକୁ ମୋବାଇଲ ନେଇଯାଇଥାନ୍ତି। ମୋବାଇଲ ନେବା ଦ୍ୱାରା ସେମାନେ ସେମାନଙ୍କର ସମୟ ଅତିବାହିତ କରନ୍ତି।…

ଦୁନିଆର ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; କେବେ ବି ରହେ ନାହିଁ ଧନର ଅଭାବ…

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ…

ଉପକାରୀ ଜିରା, ଏସବୁ ସ୍ବାସ୍ଥ୍ୟ ସମସ୍ୟାକୁ କରିଥାଏ ଦୂର

ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍‌ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି…

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଉଷୁମ ପାଣି

ସୁସ୍ଥ ଶରୀର ପାଇଁ ଉତ୍ତମ, ପୁଷ୍ଟିକର ଖାଦ୍ୟର ଯେତିକି ଆବଶ୍ୟକ; ପାଣି ମଧ୍ୟ ସେତିକି ଆବଶ୍ୟକ । ହେଲେ ଉଷୁମ ପାଣିର ସେବନ ଆମ ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ସେ ସମ୍ପର୍କରେ… ପାଣି ପିଉଥିବା ବ୍ୟକ୍ତିମାନଙ୍କ ଶରୀରରେ ଜଳୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri