ଜୀବନଚର୍ଯ୍ୟା

କିସ୍‌ମିସ୍‌ କେତେ ଉପକାରୀ

କିସ୍‌ମିସ୍‌ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। ତା’ଛଡ଼ା ନିୟମିତ ଏହାକୁ ଖାଇବା...

ରଙ୍ଗର ପ୍ରଭାବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମ ଜୀବନଶୈଳୀ ଉପରେ ରଙ୍ଗର ମଧ୍ୟ ଅନେକ ପ୍ରଭାବ ରହିଛି। ଯଦି ଏହାର ସଠିକ୍‌ ଚୟନ ନ କରାଯାଏ, ତା’ହେଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ କେଉଁ ରଙ୍ଗର କି ପ୍ରଭାବ...

ଅରେଞ୍ଜ ଫେସ୍‌ ପ୍ୟାକ୍‌

ବେସନ ସହିତ କମଳା ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା ରସରେ ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ...

ବଢ଼ାନ୍ତୁ ପିଲାଙ୍କ ଏକାଗ୍ରତା

  କିଛି ପିଲାଙ୍କର ଏକାଗ୍ରତା ଖୁବ୍‌ କମ୍‌ ଥାଏ। ତେଣୁ ସେମାନେ ବାରମ୍ବାର ପଢ଼ିଲେ ବି ଭୁଲିଯାନ୍ତି। ଏଭଳି ପିଲାଙ୍କର ପାଠ ପ୍ରତି ଆଗ୍ରହ ସୃଷ୍ଟିକରିବାକୁ ଜାଣିରଖନ୍ତୁ କିଛି ଟିପ୍ସ… ପାଠ ପଢ଼ିବା ସମୟରେ ଅନ୍ୟ କୌଣସି ଧ୍ୟାନ ଆକର୍ଷଣ...

ସ୍ବାସ୍ଥ୍ୟାବସ୍ଥା ଜାଣିବାର ନୂଆ ଉପାୟ

ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏ ନେଇ କ୍ଷୁଦ୍ର ସେନ୍‌ସର ପ୍ରସ୍ତୁତ କରିଛନ୍ତି। ଉକ୍ତ ନୂଆ ସେନସରକୁ ସେମାନେ ‘ନ୍ୟୁରାଲ ଡଷ୍ଟ’ ନାମରେ ନାମିତ କରିଛନ୍ତି। ଏହାର ଲମ୍ବ ମାତ୍ର...

ପୃଥିବୀ ଓ ଜୀବଜଗତର ଭବିଷ୍ୟତ

ସୌର ଜଗତରେ ଥିବା ଗ୍ରହମାନଙ୍କ ମଧ୍ୟରୁ ପୃଥିବୀ ଗୋଟିଏ, ଯେଉଁଠି ଜୀବଜଗତ ବଞ୍ଚତ୍ ରହିବା ପାଇଁ ଅନୁକୂଳ। ଏହାର ମାଟି, ପାଣି, ପବନରେ ପାଳନ ପୋଷଣ ପାଇଁ ଖାଦ୍ୟ ଓ ଆବଶ୍ୟକ ବସ୍ତୁ ମହଜୁଦ ରହିଅଛି, ଯାହା ତାହାର ପାଇଁ...

ଦାମୀ ପାନ

ଓଡ଼ିଶା ଓ ଓଡ଼ିଶା ବାହାରେ ବି ପାନର ଢେର ଚାହିଦା ରହିଛି। ତେଣୁ ପାନ ବ୍ୟବସାୟୀ ବିଭିନ୍ନ ପ୍ରକାରର ପାନ ବିକ୍ରି କରିଥାନ୍ତି। ତେବେ ଏଠାରେ ଯେଉଁ ପାନ କଥା କୁହାଯାଉଛି ତାହା ବହୁତ ଖାସ୍‌ । ସେଥିପାଇଁ ତ...

ଧନ ବଢିବ କିପରି

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗରେ...

ଦୀପ ଜାଳିବାକୁ ନେଇ ନିୟମ

ହିନ୍ଦୁଧର୍ମରେ ଦୀପ ଜାଳିବାକୁ ସକାରାତ୍ମକତା ତଥା ଶୁଭର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରତିଦିନ ପୂଜା କରିବାବେଳେ ଠାକୁରଙ୍କ ପାଖେ ଦୀପ ଜଳାଯାଇଥାଏ। ତେବେ ଏହି ଦୀପ ଜାଳିବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି। ଯେମିତିକି… ବାସ୍ତୁଶାସ୍ତ୍ର...

ଟାଟୁ କରୁଥିଲେ…

କେବଳ ହାତ, ପିଠି କିମ୍ବା ଗୋଡ଼ରେ ନୁହେଁ; ଶରୀରର ବିଭିନ୍ନ ଅଂଶ ଏମିତିକି ଆଖିରେ ବି ଟାଟୁ କରିବାକୁ ପଛାଉ ନାହାନ୍ତି ଯୁବପିଢ଼ି। ହେଲେ କୌଣସି ଟାଟୁ ପାର୍ଲରରେ, ବାରମ୍ବାର ବ୍ୟବହାର ହେଉଥିବା ଛୁଞ୍ଚତ୍ ଏବଂ କେମିକାଲ ରଙ୍ଗ ବ୍ୟବହାର...

ମି ଟାଇମ୍‌

ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଭିତରେ ସମସ୍ତଙ୍କୁ କିଛି ସମୟ ନିଜ ପାଇଁ ବାହାର କରିବା ଜରୁରୀ। କାରଣ ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ସମୟର ଆବଶ୍ୟକତାରେ ଏତେମାତ୍ରାରେ ଜଡ଼ିତ ହୋଇଯାଉଛନ୍ତିି ଯେ, ଏହା ପଛରେ ଧାଉଁ ଧାଉଁ ନିଜ ଇଚ୍ଛା, ରୁଚି ଯେ...

ଏମିତି ଉପାୟରେ ଅର୍ଜନ କରିଥିବା ଧନ କେବେ ବି ପାଖରେ ରହେ ନାହିଁ: ଚାଣକ୍ୟ

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ପ୍ରତ୍ୟେକ ଦିଗ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦୃଢ଼ ବାର୍ତ୍ତା ଦେଇଛନ୍ତି, ଯେଉଁଥିରେ ସେ ଟଙ୍କା, ସମ୍ପତ୍ତି, ମହିଳା, ବନ୍ଧୁ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri