ହାର୍ଟଆଟାକ୍ ଆସିବା ପରେ କରନ୍ତୁ ଏମିତି କାମ, ବଞ୍ଚିଯିବ ରୋଗୀର ଜୀବନ
ଭାରତରେ ହାର୍ଟଆଟାକ୍ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ବର୍ତ୍ତମାନ ଦେଶରେ ହାର୍ଟଆଟାକ୍ ଯୋଗୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା କେବଳ ବୃଦ୍ଧମାନଙ୍କ ମଧ୍ୟରେ ସୀମିତ ନୁହେଁ, ୨୫ ରୁ ୪୫ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ…
ଆପଣାନ୍ତୁ ପାଞ୍ଚଟି କଥା
ଖୁସିର ମାହୋଲ ଭିତରେ ରହିବାକୁ କିଏ ବା ନ ଚାହେଁ ? ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। ତେବେ ଯଦି ଆମେ ପାଞ୍ଚଟି କଥାକୁ ଗୁରୁତ୍ୱ ଦେବା ତା’ହେଲେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ପ୍ରଥମ କଥା…
ଉପକାରୀ ଅଙ୍ଗୁର
ଅଙ୍ଗୁରରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଦୀର୍ଘକାଳୀନ ତଥା କ୍ରୋନିକ୍ ରୋଗ ପାଇଁ ଅଙ୍ଗୁର ବେଶ୍ ଉପକାରୀ।…
ଅଷ୍ଟ୍ରିଚ ତକିଆ,ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଦେବ ସୁଖନିଦ୍ରା…
ବସ୍ଷ୍ଟପ୍ ହେଉକି ଏୟାରପୋର୍ଟ ବା ଅଫିସ୍ । ଯଦି ଆପଣ ବୋର୍ ହେଉଛନ୍ତି ଓ ଜୋର୍ରେ ନିଦ ଲାଗୁଛି ତେବେ କ’ଣ କରିବେ। କେବଳ ହାଈ ମାରିବା ଛଡା ଅନ୍ୟ କିଛି ବାଟ ନ ଥାଏ। କାରଣ ଏଭଳି ସ୍ଥାନରେ କ’ଣ…
ଜୁଏଲେରିରେ ମା’ ଦୁର୍ଗା: ଟ୍ରାଏ କରି ପାଇହେବ ଆକର୍ଷଣୀୟ ପୂଜା ଲୁକ୍…
ଆଭୂଷଣ ବା ଜୁଏଲେରି ନାରୀ ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷଣୀୟ କରିଥାଏ। ବିଶେଷକରି ପୂଜାପାର୍ବଣ ଅବସରରେ ପାରମ୍ପରିକ ପୋଷାକ ସହିତ ଶରୀରରେ ନାନାଦି ଆଭୂଷଣ ପିନ୍ଧିଲେ ଲୁକ୍ ବେଶ୍ ଗର୍ଜିୟସ୍ ଲାଗେ। ଏବେ ତ ମା’ଦୁର୍ଗାଙ୍କ ମୁଖ ଥିବା ବିଭିନ୍ନ ଜୁଏଲେରି ବି…
ଜୀବନରେ ଶାନ୍ତି ପାଇବାକୁ ହେଲେ ମାନନ୍ତୁ ଏସବୁ କଥା…
ଜୀବନରେ ଶାନ୍ତି ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ବେଳେବେଳେ ଛୋଟମୋଟ ଭୁଲ୍ ଯୋଗୁ ଘରେ ଅଶାନ୍ତି ଲାଗିରହେ ଆଉ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୁଏ। ଯେମିତିକି: * ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ନ ସଜାଡ଼ଲେ, ଘରେ ଶନି…
ଦଶହରାରେ ଘରେ କେଉଁଠି ରଖିବେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ…
ଦଶହରା ସମୟରେ ମା’ ଦୁର୍ଗାଙ୍କର ଖୁବ୍ ସୁନ୍ଦର ସୁନ୍ଦର ମୂର୍ତ୍ତି ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳେ। ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଘରେ ମା’ ଦୁର୍ଗାଙ୍କର ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଥାନ୍ତି। ତେବେ ଘରେ ମା’ଙ୍କର ମୂର୍ତ୍ତି…
ଝିଅ ବିଦା ହେବା ପୂର୍ବରୁ ବାପାଙ୍କଠୁ ଶୁଣିବାକୁ ଚାହାନ୍ତି ଏ ୪ କଥା
ପ୍ରତ୍ୟେକ ଝିଅଙ୍କ ପାଇଁ ତାଙ୍କ ବାପା ସୁପର ହିରୋ ହୋଇଥାନ୍ତି। ଯାହାଙ୍କୁ ସେମାନେ ଅନ୍ଧଙ୍କ ଭଳି ବିଶ୍ୱାସ କରିଥାନ୍ତି। ଅନେକ ସମୟରେ ଏହି ଝିଅମାନେ ବାପାଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଶବ୍ଦରେ ପରିପ୍ରକାଶ କରିପାରନ୍ତି ନାହିଁ। ତେବେ ସବୁଠୁ…
ଏହି ସବୁ ଖାଦ୍ୟ ଖାଇବା ପରେ ଭୁଲ୍ରେ ପିଅନ୍ତୁ ନାହିଁ ପାଣି, ନଚେତ୍ ବିଗିଡିଯିବ ଶରୀର
ଶରୀରକୁ ସୁସ୍ଥ ଏବଂ ଫିଟ ରଖିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଡାକ୍ତର କିମ୍ବା ଡାଏଟିସିଆନ୍ମାନେ ପ୍ରାୟତଃ କୁହନ୍ତି ଯେ ଯଦି ଆପଣ ଟିକେ ଖାଦ୍ୟ ଖାଆନ୍ତି ତେବେ ଭଲ ହେବ, କିନ୍ତୁ…
ଏସବୁ ଗୁଣ ପରିତ୍ୟାଗ କଲେ ହୋଇପାରିବେ ଧନୀ: ଚାଣକ୍ୟ
ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି ସାମାଜିକ ଏବଂ ରାଜନୈତିକ ଜୀବନ ପାଇଁ ଚାଣକ୍ୟଙ୍କ ନୀତି ମାର୍ଗଦର୍ଶନ କରିଥାଏ। ଏହି ନୀତିଶାସ୍ତ୍ରରେ…
ଡାଇବେଟିସ ଚିହ୍ନଟ ହେବ ସହଜ,ମାତ୍ର ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣାପଡିବ…
ଓ୍ବାଶିଂଟନ,୧୯।୧୦ : ଅଗାମୀ ଦିନରେ ଡାଇବେଟିସ ଚିହ୍ନଟ କରିବା ସହଜ ହେବ। କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କଲେ ଜଣେ ବ୍ୟକ୍ତି ଡାଇବେଟିସରେ ପୀଡିତ କି ନାହିଁ ତାହା ଜାଣିବା ମାତ୍ର କିଛି ସେକେଣ୍ଡ ମଧ୍ୟରେ ହୋଇ ପାରିବ। ଘରେ ବସି…
ଆପଣଙ୍କ ବାଥ୍ରୁମ୍ରେ ଅଛି କି ଏହି ଜିନିଷ, ତୁରନ୍ତ ହଟାନ୍ତୁ ନଚେତ୍ ହେବ କ୍ୟାନ୍ସର
ସମସ୍ତଙ୍କର ନିଜସ୍ବ ଜୀବନଶୈଳୀ ଅଛି। ଯାହା ଅନୁଯାୟୀ ସେମାନେ ନିଜ ନିଜ ଘରକୁ ସଜାନ୍ତି। ଘରର କବାଟଠାରୁ ଆରମ୍ଭ କରି ଶୋଇବା ଘର, ଗେଷ୍ଟ୍ରୁମ୍ ଏବଂ ବାଥ୍ରୁମ୍ ଇତ୍ୟାଦି। ଏହି ସ୍ଥାନଗୁଡ଼ିକୁ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ସଜାଯାଇଥାଏ। ଜଣେ…
Archives


