ଅନ୍ତର୍ଜାତୀୟ

ଇମ୍ରାନଙ୍କୁ ଗିରଫ ଭୟ

ଇସଲାମାବାଦ୍‌,୧୭।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗିରଫ ଖଣ୍ଡା ଝୁଲୁଛି। ଲାହୋର ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଇମ୍ରାନଙ୍କ ବାସଭବନରେ ପହଞ୍ଚିଛି। ଇମ୍ରାନଙ୍କ ସମର୍ଥକମାନେ ତାଙ୍କ ବାସଭବନକୁ ଘେରି ରହିଛନ୍ତି। ଏହାପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ପାକିସ୍ତାନରେ ପେଟ୍ରୋଲ ୨୭୨ ଟଙ୍କା

ଇସ୍‌ଲାମାବାଦ,୧୭।୨: ଋଣ ପାଇବା ନିମନ୍ତେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)କୁ ଖୁସି କରିବା ଲାଗି ପାକିସ୍ତାନ ସରକାର ବୁଧବାର ରାତିରେ ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି ବଢ଼ାଇଛନ୍ତି। ପେଟ୍ରୋଲ ଲିଟର ପିଛା ଦର ୨୨ ଟଙ୍କା ୨୦ ପଇସା ବଢ଼ି ୨୭୨…

ସିଗାରେଟ୍‌ ପାଇଁ ଉଲଗ୍ନ

ମସ୍କୋ, ୧୭ା୨:ବିମାନରେ ଧୂମପାନ କରିବା ଲାଗି ମନା କରିବାରୁ ରୁଷିଆର ଷ୍ଟାଭରୋପୋଲରୁ ମୋସ୍କୋ ଅଭିମୁଖେ ବିମାନ ଯାତ୍ରା କରୁଥିବା ଜଣେ ମହିଳା ଉଲଗ୍ନ ହୋଇପଡ଼ିଛନ୍ତି। ମହିଳାଙ୍କ ଏ ପ୍ରକାର ଆଚରଣ ପାଇଁ ବିମାନର ଅନ୍ୟଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡ଼ିଛି।…

କିମ୍‌ଙ୍କ ଝିଅ ନାଁରେ କେହି ରଖି ପାରିବେନି ନିଜ ନାମ

ପ୍ୟୋଙ୍ଗୟାଙ୍ଗ,୧୭ା୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନଙ୍କ ଝିଅଙ୍କ ନାଁରେ ଅନ୍ୟ କେହି ଯୁବତୀ କିମ୍ବା ମହିଳାଙ୍କ ନାମ ରହିପାରିବ ନାହିଁ। ଯେଉଁ ଯୁବତୀ କିମ୍ବା ମହିଳାଙ୍କ ନାମ ଏହି ନାଁରେ ରହିଛି ସେମାନେ ତୁରନ୍ତ ନାମ ପରିବର୍ତ୍ତନ…

ଅଜଣା ବସ୍ତୁକୁ ନେଇ ନିଜ ମତ ରଖିଲେ ରାଷ୍ଟ୍ରପତି ବାଇଡେନ୍‌

ଓ୍ବାଶିଂଟନ୍‌,୧୭।୨:ଆମେରିକାର ଆକାଶରେ ଅଜଣା ବସ୍ତୁ ଏବଂ ବେଲୁନ ଖସାଇବାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ମତ ରଖିଛନ୍ତି। ବାଇଡେନ କହିଛନ୍ତି, ଏହି ତିନୋଟି ବସ୍ତୁ କ’ଣ ତାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଏହା ଚାଇନାର ଗୁପ୍ତଚର ବେଲୁନ ନା…

ଭାରତୀୟ ବଂଶୋଦ୍ଭବ ନିଲ ମୋହନ ୟୁଟ୍ୟୁବ୍‌ର ନୂଆ ସିଇଓ

କାଲିଫର୍ନିଆ,୧୭।୨: ୟୁଟ୍ୟୁବ୍‌ ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନ ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ନେବେ ବୋଲି ଜଣାପଡିଛି। ଗ୍ଲୋରିଫାଏଡ ଟେକ୍ନିକାଲ ସପୋର୍ଟରୁ ନିଲଙ୍କ କ୍ୟାରିଅର୍‌ ଆରମ୍ଭ ହୋଇଥିଲା। ଏଠାରେ ସେ ୬୦,୦୦୦…

ୟୁଟ୍ୟୁବ୍‌ ସିଇଓ ପଦରୁ ଇସ୍ତଫା ଦେଲେ ସୁସାନ ୱୋଜିକ୍କି

କାଲିଫର୍ନିଆ,୧୭।୨: ୟୁଟ୍ୟୁବ୍‌ ୱେବସାଇଟର ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଆଇଏନସି ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ଏବେ ତାଙ୍କ ସ୍ଥାନ ନେବେ। ଇସ୍ତଫା ଦେବାର…

ଦର ବୃଦ୍ଧି ପାଇ ୨୭୨ ଟଙ୍କାରେ ପହଞ୍ଚିଲା ପେଟ୍ରୋଲ

ଇସ୍‌ଲାମାବାଦ,୧୬।୨: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି ବଢ଼ାଇଛନ୍ତି। ଫଳରେ ପେଟ୍ରୋଲ ଲିଟର ପିଛା ୨୨ ଟଙ୍କା ୨୦ ପଇସା ବୃଦ୍ଧିପାଇ ୨୭୨ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହ୍ରାସ ପାଇଥିବାରୁ ଦର…

୨ ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୧୬।୨: ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକାର ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଚାଇନା। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି, ଲକହିଡ ମାର୍ଟିନ କର୍ପ ଏବଂ ରାଇଥନ ଟେକ୍ନୋଲୋଜି କର୍ପକୁ ଅବିଶ୍ୱସନୀୟ ସଂସ୍ଥା ତାଲିକାରେ ସ୍ଥାନିତ କରାଯାଇଛି।…

ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବିକଲା ଚାଇନା

ବେଜିଂ,୧୬ା୨: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ ଏବଂ ତାଙ୍କର ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଚାଇନା ଗସ୍ତରେ ଇବ୍ରାହିମ ରାଇସି ବେଜିଂରେ ପହଞ୍ଚିଥିଲେ। ଗସ୍ତର ଶେଷ ଦିନରେ ଦୁଇ ନେତା…

ହାଇଟେକ୍‌ କୋଟ ତିଆରି କଲେ ଛାତ୍ର, ପିନ୍ଧି ଅଦୃଶ୍ୟ ହୋଇଯିବେ !…

ବେଜିଂ,୧୬।୨ : ଅନିଲ କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଏକ ଘଣ୍ଟା ପିନ୍ଧି ସେ ଅଦୃଶ୍ୟ ହୋଇଯାଉଥିଲେ। ବାସ୍ତବ ଜୀବନରେ ଚାଇନାର ଛାତ୍ରମାନେ ଏପରି ଏକ ଉଦ୍ଭାବନ କରିଛନ୍ତି। ଛାତ୍ରମାନେ ଏକ ଏଆଇ ଆଧାରିତ କୋଟ ତିଆରି କରିଛନ୍ତି ଯାହାକୁ ପିନ୍ଧି…

ୟୁକ୍ରେନ୍‌ ଆକାଶରେ ୬ ବିପଜ୍ଜନକ ବେଲୁନ ଛାଡିଲା ରୁଷିଆ…

କିଭ୍‌,୧୬।୨ : ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା ବେଳେ ବର୍ତ୍ତମାନ ରୁଷିଆ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଉପରେ ୬ଟି ବିପଜ୍ଜନକ ବେଲୁନ ଛାଡିଛି। ଅବଶ୍ୟ, ୟୁକ୍ରେନ୍‌ ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri