‘ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ, ପୁଟିନ ଦେଇଛନ୍ତି ପ୍ରତିଶ୍ରୁତି’
ଜେରୁଜେଲମ,୫।୨: ମାସ ମାସ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେଉନାହିଁ। ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଭାରୀ ଅସ୍ତ୍ର ମିଳୁଥିବାବେଳେ ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣକୁ ବୃଦ୍ଧି କରିଛି। ଏହା ମଧ୍ୟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ...
ପେଶାୱର ପରେ କ୍ୱେଟାରେ ବୋମା ବିସ୍ଫୋରଣ
ଇସଲାମାବାଦ,୫ ।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଥିବା କ୍ୱେଟାରେ ରବିବାର ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି । ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି କ୍ୱେଟା ପୋଲିସ ଲାଇନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫...
ଇସ୍ରାଏଲ ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ, ତେଲ ଆଭିବ ସଡକ ଉପରେ ଜନତା
ତେଳ ଆଭିବ,୫ ।୨: ଇସ୍ରାଏଲର ସୁପ୍ରିମକୋର୍ଟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବା ଆଇନ ବିରୋଧରେ ଜନତାଙ୍କ କ୍ରୋଧ ବଢିବାରେ ଲାଗିଛି । ଏଠାରେ ଗତ ୫ ସପ୍ତାହ ହେବ ଏହି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଶନିବାର ବି...
ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…
ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଭେଜ ମୁଶରଫ ଭାରତର ଏକ...
୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…
ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ କରିଥିଲେ ଏବଂ ୨୦ ଜୁନ ୨୦୦୧ ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ...
ଦିଲ୍ଲୀରେ ଜନ୍ମ , ହୋଇଥିଲେ ପାକିସ୍ତାନ ରାଷ୍ଟ୍ରପତି…
ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ...
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ…
ଦୁବାଇ,୫।୨ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି।...
ସେନ୍ୟ ବାହିନୀ-ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଲେ ୫ ବର୍ଷ ଜେଲ୍: ପାକିସ୍ତାନରେ ନୂଆ ଆଇନ…
ଇସଲାମାବାଦ,୫।୨ : ପାକିସ୍ତାନରେ ସେନା ଏବଂ ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏକ ନୂତନ ବିଲ ପ୍ରସ୍ତୁତ କରିଛନ୍ତି। ଏହି ଅନୁଯାୟୀ, ସେନା ଏବଂ ନ୍ୟାୟପାଳିକା ବିରୁଦ୍ଧରେ ମନ୍ତବ୍ୟ ଦେଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ...
ଆମେରିକାରେ ବିଯୁକ୍ତ ୪୬ ଡିଗ୍ରୀ ତାପମାତ୍ରା
ଆମେରିକାର ଉତ୍ତରପୂର୍ବ ଭାଗରେ ଭୀଷଣ ଶୀତ ଲହରି ଜାରି ରହିଛି। ଫଳରେ ନ୍ୟୁ ହାମ୍ପସାୟାର ମାଉଣ୍ଟ ଓ୍ବାଶିଂଟନ ସମେତ ମାସାଚୁସେଟ୍ସରେ ତାପମାତ୍ରା ବିଯୁକ୍ତ ୪୬ ଡିଗ୍ରୀ ସେଲ୍ସିୟସରେ ପହଞ୍ଚତ୍ଛି। ଶୀତ ଲହରି ନ୍ୟୁୟର୍କ ସମେତ ମାସାଚ୍ୟୁସେଟ୍ସ, କନେକ୍ଟିକଟ, ରୋଡେ ଆଇଲାଣ୍ଡ,...
ଚାଇନା କଲା ସୁପର ଗାଈ କ୍ଲୋନିଂ: ଦିନକୁ ଦେବେ ୧୫୦ ଲିଟର କ୍ଷୀର…
ବେଜିଂ,୫।୨ : ଚାଇନାର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଚାଇନାର ବୈଜ୍ଞାନିକମାନେ ଏଥର ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରକୃତରେ, ଚାଇନାର ବୈଜ୍ଞାନିକମାନେ ସଫଳତାର ସହିତ ତିନୋଟି ସୁପର ଗାଈ ବାଛୁରୀକୁ କ୍ଲୋନିଂ...
ଚାଇନା ଗୋଇନ୍ଦା ବେଲୁନ୍କୁ ଖସାଇବା ସହଜ ନୁହେଁ
ଓ୍ବାଶିଂଟନ,୫।୨: ଆମେରିକାର ସମ୍ବେଦନଶୀଳ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଗଚ୍ଛିତ ରହିଥିବା ସ୍ଥାନ ଉପରେ ଚାଇନାର ପ୍ରଥମ ଗୋଇନ୍ଦା ବେଲୁନ୍ ଉଡ଼ୁଥିବା ପେଣ୍ଟାଗନ ଠାବ କରିଛି। ଏହା ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହୋଇଥାଇପାରେ ବୋଲି ଆମେରିକା ବିଶେଷଜ୍ଞ କହିଛନ୍ତି।...
ଅଧିକ ସୈନ୍ୟ ମୁତୟନ କରୁଛି ରୁଷିଆ…
ମସ୍କୋ,୫।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ଉଭୟ ପାର୍ଶ୍ୱରେ ହଜାର ହଜାର ମୃତ୍ୟୁ ଘଟିଛି। ୟୁକ୍ରେନର ସହରଗୁଡ଼ିକ ଧ୍ୱଂସ ହୋଇଯାଇଛି, କିନ୍ତୁ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ରୁଷିଆ...
Archives


