ଅନ୍ତର୍ଜାତୀୟ

ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇ ଗିରଫ

ବେଜିଂ,୧୬ ।୩: ପଳାତକ ତଥା ନିର୍ବାସିତ ଚାଇନା ବ୍ୟବସାୟୀ ଗୁଓ ୱେଙ୍ଗୁଇଙ୍କୁ ବୁଧବାର(ସ୍ଥାନୀୟ ସମୟ) ନୁ୍ୟୟର୍କରୁ ଗିରଫ କରାଯାଇଛି । ଗୁଓ ୱେଙ୍ଗୁଇ ତାଙ୍କର ହଜାର ହଜାର ଅନଲାଇନ ଅନୁସରଣକାରୀଙ୍କୁ ଏକ ବିଲିୟନ(ଆମେରିକୀୟ ଡଲାର) ଠକିଥିବା ଅଭିଯୋଗ ହୋଇଛି । ନୁ୍ୟୟର୍କ…

ଫାୟାର ଫେଷ୍ଟିଭାଲ୍‌ରେ ଅଘଟଣ: ଚାଲିଗଲା ୧୧ ଜୀବନ

ଜେହରାନ୍‌, ୧୫। ୩: ଇରାନ୍‌ରେ ପାରମ୍ପରିକ ଫାୟାର ଫେଷ୍ଟିଭାଲ ପାଳନ ସମୟରେ ଅଘଟଣ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୩,୫୦୦ ଆହତ ହୋଇଥିବା ଜରୁରୀ ସେବା ମୁଖ୍ୟ ଜାଫର ମିଆଦଫର ସୂଚନା ଦେଇଚନ୍ତି। ତେବେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଏହି…

ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ଇସଲାମାବାଦ,୧୫।୩: ଭାରତ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ନିମନ୍ତ୍ରଣ କରିଛି। ବୁଧବାର ଏହି ସୂଚନା ସାମ୍ନାକୁ ଆସିଛି। ଏସ୍‌ସିଓରେ ଚାଇନା, ଭାରତ, ପାକିସ୍ତାନ, କାଜାଖସ୍ତାନ,…

ଇମ୍ରାନଙ୍କୁ ଆଶ୍ୱସ୍ତି

ଲାହୋର,୧୫।୩: ଲାହୋରରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ହାଇକୋର୍ଟରୁ ଇମ୍ରାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କରେ ପୋଲିସ ଅପରେଶନ ବନ୍ଦ…

ଇଣ୍ଡୋନେସିଆରେ ଭୋର୍‌ ସାଢ଼େ ୫ଟାରୁ ସ୍କୁଲ, ପିଲାଙ୍କ ସ୍ବାସ୍ଥ୍ୟ ହେଉଛି ଖରାପ…

ଜାକର୍ତ୍ତା,୧୫।୩ : କଳ୍ପନା କରନ୍ତୁ ଯଦି ଭୋର ସାଢ଼େ ୫ରେ ପିଲାମାନଙ୍କୁ ସ୍କୁଲକୁ ଡକାଯାଏ ତେବେ କ’ଣ ହେବ? କେହି କେହି କହିବେ ଯେ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ଏବଂ ସ୍ମୃତି ପାଇଁ ଭଲ। ଏହା ପିଲାମାନଙ୍କ ଅନୁଶାସନ ପାଇଁ ମଧ୍ୟ…

ତିବ୍ବତୀୟ ପିଲାଙ୍କୁ ମାତା-ପିତାଙ୍କଠାରୁ କରାଯାଉନି ଅଲଗା, ଜାତିସଂଘ ରିପୋର୍ଟର ଜବାବ ଦେଲା ଚାଇନା…

ବେଜିଂ,୧୫।୩ : ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଦାବି କରାଯାଇଛି ଯେ ଚାଇନା ଏକ ଲକ୍ଷ ତିବ୍ବତୀୟ ପିଲାଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛି। ଧାର୍ମିକ, ସାଂସ୍କୃତିକ ତଥା ଭାଷାଭିତ୍ତିକ ପ୍ରାଧାନ୍ୟ ହାନ ଚାଇନିଜ ସଂସ୍କୃତିରେ ଅନୁକରଣ କରିବାକୁ ସେମାନଙ୍କର ପ୍ରୟାସର ଏକ…

ପାକିସ୍ତାନ ସେନା ନିର୍ବାଚନ ଡ୍ୟୁଟି ପାଇଁ ହେବନି ଉପଲବ୍ଧ…

ଇସଲାମାବାଦ,୧୫।୩ : ପଞ୍ଜାବ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସରକାର ସେନାର ସହାୟତା ଲୋଡିଥିଲେ। ଏହା ଉପରେ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) କୁ ସେନା ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ନିର୍ବାଚନ…

ସୂର୍ଯ୍ୟଠାରୁ ୩୦ ଗୁଣା ବଡ଼ ତାରାର ହେଲା ବିନାଶ…

ଓ୍ବାଶିଂଟନ,୧୫।୩ : ସୂର୍ଯ୍ୟଠାରୁ ୩୦ ଗୁଣା ବଡ ଏକ ତାରା ବିନାଶ ପଥରେ ପହଞ୍ଚିବାର ଫଟୋକୁ ନାସାର ୱେବ ଟେଲିସ୍କୋପ ସୁନ୍ଦର ଭାବେ ଉତ୍ତୋଳନ କରିଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ୱେବ ସ୍ପେସ ଟେଲିସ୍କୋପ ଏକ ତାରାର ଏକ ବିରଳ…

ଥରିଲା ଚାଇନା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୭…

ବେଜିଂ,୧୫।୩: ଭୂକମ୍ପରେ ଥରିଲା ଚାଇନା। ହୋଟାନ୍‌ର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିବା ବେଳେ ଗଭୀରତା ୧୭ କି.ମି.ରହିଛି। ତେବେ ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

ବିଶ୍ୱ ତାପନ ଯୋଗୁ ମରୁଡି-ବନ୍ୟା ବୃଦ୍ଧି ପାଉଛି: ନାସା…

ଓ୍ବାଶିଂଟନ,୧୫।୩ : ପୃଥିବୀର ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି, ଅତ୍ୟଧିକ ବୃଷ୍ଟିପାତ ଏବଂ ବନ୍ୟା ପରିସ୍ଥିତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ନେଚର ଓ୍ବାଟର ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହି ସୂଚନା ପ୍ରକାଶ…

ଆଫଗାନ ମହିଳାଙ୍କୁ ସମର୍ଥନ କରିବାକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ…

ଜେନେଭା,୧୫।୩ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଆଫଗାନିସ୍ତାନ ମହିଳାମାନଙ୍କୁ ସମର୍ଥନ କରିବାକୁ ବିଶ୍ୱକୁ ଅନୁରୋଧ କରିଛନ୍ତି। ଗୁଟେରସ କହିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନେ ଅନେକ କ୍ଷେତ୍ରରେ ସରକାରଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ଖାମା ପ୍ରେସ ଏହି ସୂଚନା…

ଇମ୍ରାନ୍‌ଙ୍କ ଘର ପାଲଟିଲା ଯୁଦ୍ଧ କ୍ଷେତ୍ର: ପୋଲିସ-ସମର୍ଥକ ଧସ୍ତାଧସ୍ତି…

ଇସଲାମାବାଦ,୧୫।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ସରକାରଙ୍କ ପାଇଁ ଏକ ସମ୍ମାନର ବିଷୟ ପାଲଟିଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଦ୍ୱିଧା କରୁନାହିଁ। ମଙ୍ଗଳବାର ସନ୍ଧ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri