ଅନ୍ତର୍ଜାତୀୟ

ନୋବେଲ ଶାନ୍ତି ପୁରସ୍କାର-୨୦୨୩ ଦୌଡ଼ରେ ଚାଇନାର ଉଇଗରଙ୍କ ସମସ୍ୟା ଉପସ୍ଥାପନ କରୁଥିବା ସଂସ୍ଥା…

ବେଜିଂ,୯।୩ : ୨୦୨୩ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଉଇଗର ମୁସଲମାନମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବିଶ୍ୱ ଉଇଗର୍‌ କଂଗ୍ରେସ ସାମିଲ ହୋଇଛି। ସଂସ୍ଥାର ନାମକୁ ତାଲକାରେ ସୂଚୀବଦ୍ଧ ପାଇଁ ମନୋନୀତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜର୍ମାନୀ...

ପାକିସ୍ତାନରେ ଯୁବତୀ ଖେଳିଲେ ହୋଲି

ଇସଲାମାବାଦ,୯ା୩: ଭାରତରେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଉତ୍ସବ ପାଳନ କରାଯାଏ। କିନ୍ତୁ କିଛି ସହରରେ ହୋଲି ଦୁଇ ଦିନ ପାଇଁ ପାଳନ କରାଯାଏ। ଆଜି ଅର୍ଥାତ୍‌ ମାର୍ଚ୍ଚ ୯ରେ ଅନେକ ସ୍ଥାନରେ ହୋଲି ପାଳନ କରାଯାଉଛି। ହୋଲି ଏପରି ଏକ...

୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…

ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ୧୯୭୯ରୁ ୨୦୧୯ ମଧ୍ୟରେ ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, ଭାରତ...

ଇନଷ୍ଟାଗ୍ରାମ ଡାଉନ୍‌

ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍‌ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍‌ ବୋଲି ଆଉଟେଜ୍‌ ଟ୍ରାକିଂ ୱେବସାଇଟ ଡାଉନ ଡିଟେକ୍ଟରରେ ଅଭିଯୋଗ କରିଛନ୍ତି। ପ୍ରାୟ ୫୦ ପ୍ରତିଶତ ଲୋକ କହିଛନ୍ତି, ଉଭୟ ଇନଷ୍ଟାଗ୍ରାମ...

ବିପଦ ଆସୁଛି ମାଡ଼ି, ୪୮,୫୦୦ ବର୍ଷ ପୁରୁଣା ଜୋମ୍ବି ଭାଇରସକୁ ଲ୍ୟାବରେ କରାଗଲା ଜୀବିତ…

ଓ୍ବାଶିଂଟନ,୯।୩ : ମୃତ୍ତିକା ସ୍ତର ତଳେ ଥିବା ବରଫ ଏବଂ ମାଟିକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଆର୍କଟିକରେ ଉଷ୍ମ ତାପମାତ୍ରା ଅଞ୍ଚଳରେ ଥିବା ପର୍ମାଫ୍ରୋଷ୍ଟ ତରଳି ଯାଉଛି । ଏହା ତରଳିବା କାରଣରୁ, ହଜାର ହଜାର ବର୍ଷ ଧରି ଶୋଇରହିଥିବା ମାରାତ୍ମକ...

ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷିଆ ରକେଟ ମାଡ଼, ବିଦ୍ୟୁତ ଯୋଗାଣ ବ୍ୟାହତ…

କିଭ୍‌,୯।୩ : ଗୁରୁବାର ପୁନର୍ବାର ରୁଷିଆ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରୁଷିଆ ରକେଟ ୟୁକ୍ରେନର ଶକ୍ତି ଯୋଗାଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି। ଫଳରେ, ରାଜଧାନୀ କିଭ୍‌ ସମେତ ଦ୍ୱିତୀୟ ବୃହତ୍ତମ ସହର ଓଡେସାର ଖାର୍କିଭ, କୃଷ୍ଣସାଗର...

ଚାଇନା-ପାକିସ୍ତାନ ସହିତ ବଢ଼ିପାରେ ଭାରତର ତିକ୍ତତା: ଆମେରିକା…

ଓ୍ବାଶିଂଟନ,୯।୩ : ଆମେରିକାର ଗୁପ୍ତଚର ଏଜେନ୍ସି ସିନେଟରେ ସାଂସଦମାନଙ୍କୁ କହିଛନ୍ତି ଯେ ଏହା ଭୟ କରୁଛି ଯେ ଭାରତ-ପାକିସ୍ଥାନ ଏବଂ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢ଼ିପାରେ। ସେମାନଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ରହିଛି। ଏହା ମଧ୍ୟ କୁହାଯାଇଛି ଯେ...

ଚାଇନା ଆମେରିକା ପାଇଁ ବଡ଼ ବିପଦ: ଗୁପ୍ତଚର ଏଜେନ୍ସି ସୂଚନା…

ଓ୍ବାଶିଂଟନ,୯।୩ : ଆମେରିକାର ସଂସଦରେ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଅବ୍ରିଲ ହେନ୍ସ ଚାଇନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ କରିଛନ୍ତି। ଆମେରିକାର ସାଂସଦମାନଙ୍କୁ ସମ୍ବୋଧିତ କରି ଅବ୍ରିଲ ହେନ୍ସ କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ଜାତୀୟ ସୁରକ୍ଷା ଏବଂ ନେତୃତ୍ୱ...

ଋଷି ସୁନକଙ୍କ ଅବୈଧ ପ୍ରବାସି ବିଲକୁ ବିରୋଧ

ଲଣ୍ଡନ,୯ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ଘୋଷଣା କରିଥିଲେ କି ତାଙ୍କ ସରକାର ଖୁବଶୀଘ୍ର ଅବୈଧ ପ୍ରବାସି ବିଲ ଆଣିବେ, ଯାହାଦ୍ୱାରା ବ୍ରିଟେନରେ ପ୍ରବେଶ କରୁଥିବା ଅବୈଧ ପ୍ରବାସିଙ୍କ ଉପରେ ରୋକ ଲଗାଯାଇ ପାରିବ । ଏବେ...

ଯୁଦ୍ଧରେ ଜିତିବା ପାଇଁ ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଜିନପିଙ୍ଗଙ୍କ ଆହ୍ବାନ…

ବେଜିଂ,୯।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏକୀଭୂତ ଜାତୀୟ ରଣନୀତି ଏବଂ ଯୁଦ୍ଧ ଜିତିବା ପାଇଁ ଚାଇନା ସୈନ୍ୟବାହିନୀର ରଣନୀତିକ ଦକ୍ଷତା ବୃଦ୍ଧି କରିବାକୁ ଆହ୍ବାନ ଦେଇଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ତଥା ସେନା ମୁଖ୍ୟ ଜିନପିଙ୍ଗ କହିଛନ୍ତି...

ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ, ସିନେଟ କମିଟି ନାମାଙ୍କନକୁ ଅନୁମୋଦନ କଲା…

ଓ୍ବାଶିଂଟନ,୯।୩ : ଏରିକ ଗାର୍ସେଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ନିଶ୍ଚିତ ହୋଇଛି। ସିନେଟ କମିଟି ତାଙ୍କ ନାମାଙ୍କନକୁ ଅନୁମୋଦନ କରିଛି। ସିନେଟର ବୈଦେଶିକ ସମ୍ପର୍କ କମିଟି, ଆମେରିକା କଂଗ୍ରେସ (ସଂସଦ)ର ଉଚ୍ଚ ସଦନରେ ଭାରତରେ ରାଷ୍ଟ୍ରଦୂତଙ୍କ ପାଇଁ ଲସ...

ଆଞ୍ଚଳିକ ନିର୍ଦ୍ଦେଶକ ତାକେଶି କାସାଇଙ୍କୁ ବରଖାସ୍ତ କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୯।୩ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଥିବା ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ତାକେଶି କାସାଇଙ୍କୁ ବରଖାସ୍ତ କରିଛି। କର୍ମଚାରୀଙ୍କୁ ଅପମାନଜନକ ତଥା ଜାତିଆଣ ମନ୍ତବ୍ୟ ଦେଇଥିବା ତାକେଶିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri