ଟାଇଫୁନ ମାୱାର: ଗୁଆମରେ ଲକଡାଉନ ଘୋଷଣା…
ହୋନୋଲୁଲୁ,୨୩।୫ : ମାଇକ୍ରୋନେସିଆରେ ଅବସ୍ଥିତ ଆମେରିକାର ଦ୍ୱୀପପୁଞ୍ଜ ଗୁଆମରେ ଟାଇଫୁନ ମାୱାର ଲ୍ୟାଣ୍ଡଫଳ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଯେଉଁମାନଙ୍କର ଘର କଂକ୍ରିଟରେ ତିଆରି ହୋଇନାହିଁ ସେଭଳି ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି।…
ପୁଣିଥରେ ବିବାହ କରିବେ ଆମାଜନର ପ୍ରତିଷ୍ଠାତା
ଓ୍ବାଶିଂଟନ୍,୨୩।୫: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିକଟରେ ୫୯ବର୍ଷିୟ ଜେଫଙ୍କର ଲାଉରେନ ସାନଚେଜଙ୍କ ସହ ର୍ନିବନ୍ଧ ସରିଛି। ଦୁହେଁ ୨୦୧୮ମସିହାରୁ ପରସ୍ପରକୁ ଡେଟ୍ କରୁଥିଲେ। ୫ବର୍ଷ ଡେଟ୍ କରିବା ପରେ ବିବାହ କରିବା ପାଇଁ…
ମ୍ୟାନମାର ସୀମାନ୍ତ ଅଞ୍ଚଳରେ ଗୃହଯୁଦ୍ଧ ତୀବ୍ର: ଆର୍ଥିକ କରିଡରରେ ସଙ୍କଟ…
ନାପିଦ୍ୱ,୨୩।୫ : ଥାଇଲାଣ୍ଡ ସହିତ ଏହାର ସୀମାରେ ମ୍ୟାନମାରର ସାମରିକ ଏବଂ ସାମରିକ ବିରୋଧୀ ଶାସକ ବିଦ୍ରୋହୀଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଅଞ୍ଚଳରେ ମ୍ୟାନମାରର ଅଳ୍ପସଂଖ୍ୟକ ସମ୍ପ୍ରଦାୟ ବାସ କରନ୍ତି, ଯେଉଁମାନେ ଦେଶର ସାମରିକ ଶାସକଙ୍କ ବିରୁଦ୍ଧରେ…
ଭାରତ ଗଣତନ୍ତ୍ରର ଜନନୀ: ପ୍ରଧାନମନ୍ତ୍ରୀ…
ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ହଜାର ହଜାର ବର୍ଷର ଭାରତ ଏକ ଜୀବନ୍ତ ସଭ୍ୟତା। ଆମେ ସମୟ ସହିତ ନିଜକୁ ଗଢ଼ିଛୁ କିନ୍ତୁ ସର୍ବଦା ଆମର ମୂଳ…
କୁଡୋସ ବ୍ୟାଙ୍କରେ ମନ୍ତ୍ରୋଚାରଣ ସହିତ ମୋଦିଙ୍କୁ ସ୍ବାଗତ…
ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ଗସ୍ତର ଦ୍ୱିତୀୟ ଦିନରେ ସିଡନୀର କୁଡୋସ ବ୍ୟାଙ୍କ ମଇଦାନରେ ପହଞ୍ଚି ଛନ୍ତି। ତାଙ୍କ ସହ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମଧ୍ୟ ଉପସ୍ଥିତ ଅଛନ୍ତି। କୁଡୋସ ବ୍ୟାଙ୍କ ମଇଦାନରେ ଦୁଇ ପ୍ରଧାନମନ୍ତ୍ରୀଙ୍କୁ…
ଇମ୍ରାନଙ୍କୁ ୮ ମାମଲାରେ ୮ ଜୁନ ପର୍ଯ୍ୟନ୍ତ ମିଳିଲା ଜାମିନ
ଇସଲାମାବାଦ,୨୩।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ୮ଟି ଭିନ୍ନ ଭିନ୍ନ ମାମଲାରେ ୮ଜୁନ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇଛି। ଅନ୍ୟପଟେ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ବି ଅଲ କାଦିର ଟ୍ରଷ୍ଟ ମାମଲାରେ ଜାମିନ…
ମୋଦିଙ୍କ ପ୍ରଶଂସାରେ ଅଷ୍ଟ୍ରେଲିଆର ବଡ ବଡ ବ୍ୟକ୍ତିତ୍ୱ, କହିଲେ ତାଙ୍କୁ ଭେଟିବା ସମ୍ମାନର କଥା
ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ମଙ୍ଗଳବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ବରିଷ୍ଠ ଶିଳ୍ପପତିମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ଶିଳ୍ପପତିମାନଙ୍କୁ ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ…
‘ମୋଦି ଏୟାରଓ୍ବେଜ’ରେ ସିଡନୀ ପହଞ୍ଚୁଛନ୍ତି ପ୍ରବାସୀ ଭାରତୀୟ
ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ମୋଦି ଏବେ ଜାପାନର ହିରୋଶିମା ଏବଂ ପାପୁଆ ନ୍ୟୁ ଗିନି ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ସ୍ବାଗତ କରାଯାଇଛି। ସିଡନୀ ଅଲିମ୍ପିକ ପାର୍କରେ ମୋଦି ହଜାର ହଜାର ପ୍ରବାସୀ ଭାରତୀୟ ବା ଏନଆରଆଇଙ୍କୁ ସମ୍ବୋଧିତ କରିବେ, ଯେଉଁଥିପାଇଁ…
ମୋଦିଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ
ପୋର୍ଟ ମୋରେସ୍ବି, ୨୩ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ମୋଦିଙ୍କ ବିଶ୍ୱ ନେତୃତ୍ୱର ସ୍ବୀକୃତି ସ୍ବରୂପ ଫିଜି ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକା ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଫିଜି ବାହାରର କୌଣସି ବ୍ୟକ୍ତିଙ୍କୁ ଏଭଳି…
ଇସ୍ରାଏଲ୍ ଆକ୍ରମଣରେ ୩ ପାଲେଷ୍ଟିନୀୟଙ୍କ ମୃତ୍ୟୁ
ତେଲ୍ ଆଭିଭ, ୨୩ା୫: ଓ୍ବେଷ୍ଟ ବ୍ୟାଙ୍କ୍ର ଏକ ଶରଣାର୍ଥୀ ଶିବିର ଉପରେ ସୋମବାର ଭୋର ସମୟରେ ଇସ୍ରାଏଲ୍ ସେନା ଆକ୍ରମଣ କରିବାରୁ ୩ ଜଣ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଛନ୍ତି। ଇସ୍ରାଏଲ୍ର ଏଭଳି କାର୍ଯ୍ୟକୁ ଆମେରିକା ନିନ୍ଦା କରିଛି। ନାବ୍ଲୁସ୍ ସହର ନିକଟରେ…
ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ର ଆକ୍ରମଣ
ତେଲ୍ ଆଭିଭ,୨୨ା୫: ଓ୍ବେଷ୍ଟ ବ୍ୟାଙ୍କ୍ର ଏକ ଶରଣାର୍ଥୀ ଶିବିର ଉପରେ େଇସ୍ରାଏଲ୍ ସେନା ଆକ୍ରମଣ କରିବାରୁ ୩ଜଣ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଛନ୍ତି। ଅନ୍ୟ ୬ ଜଣ ଆହତ ହୋଇଥିବା ବେଳେ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ଇସ୍ରାଏଲ୍ର ଏଭଳି କାର୍ଯ୍ୟକୁ…
ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ, ଅନେକ ଆହତ
ଗୁୟାନା,୨୨।୫: ଦକ୍ଷିଣ ଆମେରିକାର ଗୁୟାନାସ୍ଥିତ ଏକ ସ୍କୁଲ ହଷ୍ଟେଲରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ…
Archives


