ରାଜନୀତି ଛାଡ଼ିଲେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ
ଓ୍ବେଲିଂଟନ, ୮ା୪: ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର ନେତୃତ୍ୱ ଜଣେ ସଙ୍କଟ ପରିଚାଳକ ଭାବେ ସ୍ମରଣୀୟ ହୋଇ ରହିବ। ରାଜନୀତି ଆଗରେ ମୁଣ୍ଡ…
ମେକ୍ସିକୋ ଜଙ୍ଗଲରେ ପ୍ରସ୍ତୁତି
ମେକ୍ସିକୋ ସିଟି,୮ା୪: ମେକ୍ସିକୋର ୟୁକାଟନ୍ ଜଙ୍ଗଲରେ ରାତି ପାହିବା ପରେ ପ୍ରାଣୀ ଚିକିତ୍ସକ ଓମାର ଗ୍ରାସିଆ ଏକ ବାଦୁଡ଼ି ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଏଡ଼ାଇବା ପାଇଁ ଚାଲିଥିବା ଗବେଷଣାର ଏହା ହେଉଛି ଏକ ଅଂଶବିଶେଷ।…
ଉହାନ୍ ନମୁନାରେ ଥିଲା ପ୍ରାଣୀଙ୍କ ଡିଏନ୍ଏ
ବେଜିଂ,୮ା୪: ଚାଇନାର ଏକ ଗବେଷକ ଦଳ ୨୦୨୦ରେ ଉହାନ୍ ସି ଫୁଡ୍ ହୋଲ୍ସେଲ୍ ମାର୍କେଟରୁ ସଂଗୃହୀତ ନମୁନାଗୁଡ଼ିକର ବିଶ୍ଳେଷଣ କରି ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ସାମ୍ପୁଲଗୁଡ଼ିକ ହେଉଛି ସେହି ସମୟର…
୫୦ ଜଣଙ୍କୁ ଗୁଳିକରି ହତ୍ୟା
ଆବୁଜା,୭ା୪: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗାଁରେ କେତେକ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ ବେନୁ ରାଜ୍ୟର ଉମୋଗିଡି ଗ୍ରାମରେ ଦୁର୍ବୃତ୍ତମାନେ ୪୭ ଜଣଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପ୍ରଶାସନ…
ଖୁସି ହେଲେ ସୁନକ
ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ ବିବାହ…
କାନାଡାରେ ସ୍ଥିତି ସଙ୍ଗିନ, ଘର ଭିତର ଅନ୍ଧାର ବାହାରେ ତୁଷାର ଝଡ଼
ଓଟାଓ୍ବା,୭।୪: କାନାଡାର କ୍ୟୁବେକ ଅଞ୍ଚଳରେ ଗୁରୁବାର ଆସିଥିବା ତୁଷାର ଝଡ଼ରେ ଅତିକମରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏପଟେ ତୁଷାର ଝଡ଼ ଯୋଗୁ ଲକ୍ଷ ଲକ୍ଷ ଘରର ବିଜୁଳି କଟିଯାଇଛି। ତୁଷାର ଝଡ଼ ଯୋଗୁ ରାଜ୍ୟରେ ବିଦ୍ୟୁତ ସେବା…
ନିଖୋଜ ବିମାନର ଧ୍ୱଂସାବଶେଷ ମିଳିଲା
ଟୋକିଓ,୭ା୪: ଜାପାନର ଉଦ୍ଧାରକାରୀ ଦଳ ରାଡାରରୁ ଅଦୃଶ୍ୟ ହେବାର ଗୋଟିଏ ଦିନ ପରେ ସାମରିକ ହେଲିକପ୍ଟରର ଅଧିକ ଅଂଶ ଶୁକ୍ରବାର ପାଇଥିବା କୋଷ୍ଟଗାର୍ଡ କହିଛନ୍ତି। ହେଲିକପ୍ଟର ୟୁଏଚ୍-୬୦ ଜେଏରେ ଦୁଇଜଣ ପାଇଲଟ୍, ଦୁଇ ମେକାନିକ ଏବଂ ୬ ଜଣ କ୍ରୁ ସଦସ୍ୟ…
ତାଇଓ୍ବାନ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଗିଲା ଚାଇନା
ତାଇପେ,୭।୪: ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନଙ୍କ ଆମେରିକା ଗସ୍ତକୁ ନେଇ ବିଳିବିଳାଉଛି ଚାଇନା। ତାଇଓ୍ବାନ ରାଷ୍ଟ୍ରପତି ଆମେରିକା ରିପପ୍ଲିକାନ ହାଉସର ଅଧ୍ୟକ୍ଷ କଓ୍ବେିନ ମ୍ୟାକକାର୍ଥିଙ୍କ ସହ ସାକ୍ଷାତ କରିବାରୁ ଚାଇନା ଆହୁରି ରାଗି ଯାଇଛି। ରାଗ ସୁଝାଇବାକୁ ଯାଇ ଚାଇନା ଆମେରିକା…
ପାକିସ୍ତାନରେ ବଢୁଛି ଘରୋଇ ହିଂସା, ସମାଧାନ ଖୋଜୁଛନ୍ତି ମହିଳା
ଇସଲାମାବାଦ,୭।୪: ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଭଳି ଦେଶର ମହିଳାଙ୍କ ଉପରେ ଭେଦଭାବ ଓ ଦୁର୍ବବ୍ୟହାରର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଘରୋଇ ହିଂସାରେ ବୃଦ୍ଧି କାରଣରୁ ଏହାର ସମାଧାନ ପାଇଁ ଦାବି କରାଗଲାଣି। ନ୍ୟୁଜ ଇଣ୍ଟରନ୍ୟାଶନାଲ ମତରେ ସ୍ତମ୍ଭକାର ଇମାନ ସମାର…
ପୁଟିନଙ୍କ ସିକ୍ରେଟ୍ ଲାଇଫ୍ଷ୍ଟାଇଲରୁ ପର୍ଦ୍ଦା ହଟାଇଲେ ରୁଷିଆ ଅଧିକାରୀ
ମସ୍କୋ,୭ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ପରସ୍ପର ବିରୋଧରେ ସାମରିକ ସୁବିଧା ହାସଲ କରିବା ଲକ୍ଷ୍ୟରେ ଉଭୟ ଦେଶ ନିଜ ନିଜ ରଣନୀତି ଅନୁଯାୟୀ ଆଗକୁ ବଢୁଛନ୍ତି। ଏହି ସମୟରେ ରୁଷିଆ…
ଟ୍ରାନ୍ସଜେଣ୍ଡର ଆଥଲେଟଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୭।୪: ଆମେରିକା ସୁପ୍ରିମକୋର୍ଟ ଗୁରୁବାର ପଶ୍ଚିମ ଭର୍ଜିନିଆକୁ ଟ୍ରାନ୍ସଜେଣ୍ଡର ଆଥଲେଟ୍ସଙ୍କୁ ସରକାରୀ ବିଦ୍ୟାଳୟର ମହିଳା କ୍ରିଡା ଦଳରୁନିଷିଦ୍ଧ କରୁଥିବା ରାଜ୍ୟ ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କୋର୍ଟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଏହା ଏଲଜିବିଟିକ୍ୟୁର…
ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ ଜେଲ୍ଦଣ୍ଡ
ଓ୍ବାଶିଂଟନ,୭ା୪: ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨.୪ ମିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ବୃଦ୍ଧ ଲୋକଙ୍କୁ ପ୍ରତାରଣା କରିଥିବା ଭାରତୀୟ ନାଗରିକଙ୍କ ନାଁରେ ଅଭିଯୋଗ ହୋଇଛି। ଭାରତୀୟ ନାଗରିକ…
Archives


