ଅନ୍ତର୍ଜାତୀୟ

ଆମେରିକା ଯାତ୍ରା ହେବ ମହଙ୍ଗା: ମେ ୩୦ରୁ ବଢ଼ିବ ଭିଜା ଫି…

ଓ୍ବାଶିଂଟନ,୧୦।୪ : ଯେଉଁମାନେ ଆମେରିକା ଯିବାକୁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। ଆମେରିକାର ବୈଦେଶିକ ବିଭାଗ ଭିଜା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିଜା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି। ଏହି…

ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ…

ଏଥେନ୍ସ,୧୦।୪ : ଗ୍ରୀସ ଏବଂ ମାଲ୍ଟା ମଧ୍ୟରେ ମଝି ସମୁଦ୍ରରେ ଏକ ଜାହାଜ ବୁଡ଼ି ଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଡଙ୍ଗାଟି ଲିବିଆର…

ଶ୍ରୀଲଙ୍କାର ମହାବୋଧି ବୃକ୍ଷ ପାଇଁ ସଙ୍କଟ ସାଜିଛି ଚାଇନା ପାଓ୍ବାର ପ୍ଲାଣ୍ଟ୍‌…

କଲମ୍ବୋ,୧୦।୪ : ଶ୍ରୀଲଙ୍କାର ନୋରୋଚୋଲାଇରେ ଚାଇନା ଦ୍ୱାରା ନିର୍ମିତ ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବିଷାକ୍ତ ଏସିଡ ବାହାରିବା କାରଣରୁ ଦୁନିଆର ସର୍ବ ପୁରାତନ ବୃକ୍ଷ ମହାବୋଧି ବୃକ୍ଷ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପରିବେଶରେ ଏହି ବିଷାକ୍ତ ଏସିଡ ବିସର୍ଜନ…

ବିବାଦ ପରେ ଟୁଇଟର ପରିବର୍ତ୍ତନ କଲା ଏନପିଆର ଲେବୁଲ…

ଓ୍ବାଶିଂଟନ,୧୦।୪ : ବିବାଦ ପରେ ଆମେରିକାର ରେଡିଓ ନେଟୱାର୍କ ଏନପିଆର ଅର୍ଥାତ ନ୍ୟାଶନାଲ ପବ୍ଲିକ ରେଡିଓକୁ ଦିଆଯାଇଥିବା ‘ରାଜ୍ୟ-ଅନୁବନ୍ଧିତ ମିଡିଆ’ ଲେବଲ ଟୁଇଟର ପ୍ରତ୍ୟାହାର କରିନେଇଛି। ସେ ବର୍ତ୍ତମାନ ରେଡିଓକୁ ସରକାରୀ ଅନୁଦାନ ବୋଲି ବର୍ଣ୍ଣନା କରିଛନ୍ତି। ଏଲୋନ ମସ୍କର ସୋସିଆଲ…

ପୁଣି ଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୧୦ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ଭଳି ଇସଲାମାବାଦ ରୁଷିଆରୁ ଶସ୍ତା ଅଶୋଧିତ ତୈଳ ପାଇବାକୁ ଚାହୁଁଥିଲା, କିନ୍ତୁ ଆମେ…

ଆମେରିକାରେ ନିର୍ମଳା ସୀତାରମଣ: ଓ୍ବାଲର୍‌ଡ ବ୍ୟାଙ୍କ-ଆଇଏମଏଫ ବୈଠକରେ ଯୋଗଦେବେ…

ଓ୍ବାଶିଂଟନ,୯।୪ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟୁୟର୍କର ଜେଏଫକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ଭାରତର କନସୁଲ ଜେନେରାଲ ରଣଧିର ଜୟୱାଲ ସ୍ବାଗତ କରିଥିଲେ। ଏହି ଗସ୍ତ ସମୟରେ ଅର୍ଥମନ୍ତ୍ରୀ ଓ୍ବାଲର୍‌ଡ ବ୍ୟାଙ୍କ ଗ୍ରୁପ, ଅନ୍ତର୍ଜାତୀୟ ମୁଦ୍ରା…

ପାକିସ୍ତାନରେ ପିଏଚଡି ଛାତ୍ରଙ୍କୁ ୧୧ ରାଉଣ୍ଡ ଗୁଳି

ଇସଲାମାବାଦ,୯।୪: ପାକିସ୍ତାନର ଇନଷ୍ଟିଚ୍ୟୁଟ ଅଫ ବିଜନେସ ଆଡମିନିଷ୍ଟ୍ରେଶନ(ଆଇବିଏ) ସହ ଜଡିତ ପ୍ରମୁଖ ପିଏଚଡି ସ୍କଲାର ଡା. ଅଜମଲ ସାଓ୍ବଂଦଙ୍କ ଉପରକୁ ସିନ୍ଧ ଅଞ୍ଚଳରେ ଆଦିବାସୀ ଝଗଡ଼ାରେ ଗୁଳି କରି ହତ୍ୟା କରାଯାଇଛି। ଏହି ସୂଚନା ଏଆରଓ୍ବାଇ ନ୍ୟୁଜ ରବିବାର ଦେଇଛି। ଏକ…

ଲିସେଷ୍ଟର ସହରର ମେୟର ପଦବୀ ପାଇଁ ୨ ମୂଳ ଭାରତୀୟ ପ୍ରାର୍ଥୀ…

ଲଣ୍ଡନ,୯।୪ : ବ୍ରିଟେନର ଲିସେଷ୍ଟର ସହରର ମେୟର ପଦବୀ ପାଇଁ ୨ ଜଣ ମୂଳ ଭାରତୀୟ ବ୍ୟକ୍ତି ଦୌଡ଼ରେ ଅଛନ୍ତି। ଆସନ୍ତା ମାସରେ ବ୍ରିଟେନରେ ସ୍ଥାନୀୟ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମୂଳ ଭାରତୀୟ ସଞ୍ଜୟ ମୋଧୱାଡିଆ ଲିସେଷ୍ଟର ସହରର କଞ୍ଜରଭେଟିବ…

ତାଇଓ୍ବାନ ଚାରିପଟେ ଚାଇନା ବିମାନ-ଯୁଦ୍ଧପୋତ: ସମରାଭ୍ୟାସ ଉପରେ ଆମେରିକା ନଜର…

ତାଇପେ/ବେଜିଂ,୯।୪ : ତାଇୱାନର ରାଷ୍ଟ୍ରପତିଙ୍କ ଆମେରିକୀୟ ଗସ୍ତ ଯୋଗୁଁ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ତାଇୱାନ ଗଣମାଧ୍ୟମ ଦାବି କରିଛି, ତାଇୱାନ ସୀମାରେ ୭୧ ଟି ଚାଇନା ସାମରିକ ବିମାନ ଏବଂ ୯ ଟି ଜାହାଜ…

କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୨୦ ମୃତ

କିଂଶାସା,୯।୪: ମଧ୍ୟ ଆଫ୍ରିକା ଦେଶ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ପୂର୍ବ ଭାଗରେ ଗୋଟିଏ ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଇସଲାମିକ ଷ୍ଟେଟ ଏଥିପାଇଁ ନିଜକୁ ଦାୟୀ କରିଛି। ମିଡିଆ ରିପୋର୍ଟ…

ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ, ବ୍ରେନ ଡେଡ ସହ ଜନ୍ମ ନେଇ ୨ ଶିଶୁ: ରିସର୍ଚ୍ଚ

ଓ୍ବାଶିଂଟନ,୯।୪: ଆମେରିକାର ମିୟାମି ବିଶ୍ୱବିଦ୍ୟାଳୟର ଗବେଷକ ଗୁରୁବାର କହିଛନ୍ତି କି ସାର୍ସ-ସିଓଭି-୨ରେ ପୀଡ଼ିତ ଦୁଇ ଜଣ ମହିଳା ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ହେଲେ ଉଭୟଙ୍କ ଶିଶୁ ବ୍ରେନ ଡ୍ୟାମେଜ ସହ ଜନ୍ମ ନେଇଛନ୍ତି। କରୋନା ଯୋଗୁ ଶିଶୁଙ୍କ ବ୍ରେନ ଡ୍ୟାମେଜ…

ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ

ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି। ସିଏନଏନର ରିପୋର୍ଟ ଅନୁଯାୟୀ, ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ କ୍ରିଷ୍ଟିଆନା ମଲ ପହଞ୍ଚିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri