ଭୂତାଣୁ ଦ୍ୱାରା ହେବ କକର୍ଟର ଚିକିତ୍ସା…
ନୂଆଦିଲ୍ଲୀ,୧୬।୪ : ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁକୁ ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ଖୋଜାଯାଉଛି। ଯାହା ମଣିଷକୁ କର୍କଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ। ନେଚର ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲକ୍ଷ ଲକ୍ଷ…
ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ପହଞ୍ଚିଲା କାଠମାଣ୍ଡୁ…
ଓ୍ବାଶିଂଟନ,୧୬।୪ : ପୃଥିବୀର ପ୍ରଦୂଷିତ ସହର ତାଲିକାରେ ନେପାଳର ରାଜଧାନୀ କାଠମାଣ୍ଡୁ ଶୀର୍ଷରେ ରହିଛି। ଆଇକ୍ୟୁ ଏୟାର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ ରବିବାର ବାୟୁ ଗୁଣବତ୍ତା ଆଧାରରେ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ କାଠମାଣ୍ଡୁ ଶୀର୍ଷରେ ରହିଛି। ବିଶ୍ୱ…
ସଡ଼କ ଦୁର୍ଘଟଣାରେ ପାକିସ୍ତାନ ମନ୍ତ୍ରୀଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି
ଇସଲାମାବାଦ,୧୬।୪: ପାକିସ୍ତାନର ଧାର୍ମିକ ମାମଲାର ମନ୍ତ୍ରୀ ତଥା ଜମିୟତ ଉଲେମା-ଏ-ଇସଲାମ(ଫଜଲ)ର ନେତା ମୁଫତି ଅବଦୁଲ ଶକୁରଙ୍କର ଇସଲାମାବାଦର ରେଡ ଜୋନ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଡନ ରବିବାର ଏହି ସୂଚନା ଦେଇଛି। ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ,…
ଆମେରିକାର ଅଲବାମାରେ ଏକ ବାର୍ଥ ଡେ’ ପାର୍ଟିରେ ଗୁଳିକାଣ୍ଡ, ୨୦ରୁ ଅଧିକଙ୍କୁ ଲାଗିଛି ଗୁଳି
ଅଲବାମା,୧୬।୪: ଆମେରିକା ଅଲବାମାର ଡେଡଭିଲେରେ ଏକ ଡ୍ୟାନ୍ସ ଷ୍ଟୁଡିଓରେ ରଖାଯାଇଥିବା ବାର୍ଥ ଡେ’ ପାର୍ଟିରେ ଅତିକମରେ ୨୦ ଜଣ ଲୋକଙ୍କୁ ଗୁଳି କରାଯାଇଛି। ଜଣେ ଝିଅର ଜନ୍ମଦିନ ପାଳନ କରିବାକୁ ଏମାନେ ଏକାଠି ହୋଇଥିଲେ। ଉପସ୍ଥିତ ଥିବା ଲୋକେ ଓ ମିଡିଆ…
ପରିବେଶ ପ୍ରତି ଧ୍ୟାନ ଦେଇ ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା କରାଯାଇ ପାରିବ: କେନ୍ଦ୍ରମନ୍ତ୍ରୀ…
ଟୋକିଓ,୧୬।୪ : ପରିବେଶ ସୁରକ୍ଷା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ହେବା ଆବଶ୍ୟକ । ଜାପାନର ସାପୋରୋରେ ଅନୁଷ୍ଠିତ ଜି-୭ ବୈଠକରେ ଭାରତ ଏହି କଥା କହିଛି। ଜଳବାୟୁ, ଶକ୍ତି ଏବଂ ପରିବେଶ ପ୍ରସଙ୍ଗରେ ବୈଠକରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର…
ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…
ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ପାଆନ୍ତି ନାହିଁ, ସେମାନେ ବିକଳରେ ଚିତ୍କାର କରିଥାନ୍ତି। ଯାହା ମଣିଷମାନଙ୍କ ପାଇଁ ଶୁଣିବା…
ସୁଦାନ ହିଂସାକାଣ୍ଡ: ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଏସ୍. ଜୟଶଙ୍କର
କାହିରା/ନୂଆଦିଲ୍ଲୀ,୧୬ା୪: ସୁଦାନର ରାଜଧାନୀ ଖାର୍ତୁମରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ହିଂସା ସମୟରେ ଗୁଳି ଚଳାଇବାରୁ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଖାର୍ତୁମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ମୃତ ଆଲବର୍ଟ ଅଗଷ୍ଟିନ ସୁଦାନର ଏକ…
ଚାଇନାର ଚାପରେ ବଦଳିଲା ଭୁଟାନର ରୂପ
ବେଜିଂ/ଥିମ୍ପୁ,୧୬।୪: ଡୋକଲାମରେ ଭୁଟାନର ପରିବର୍ତ୍ତିତ ରୂପକୁ ଦେଖି ଚିନ୍ତାରେ ପଡିଯାଇଛି ଭାରତ। କାରଣ ଭୁଟାନ ଏବେ ଚାଇନାରେ ଭାଷା କହିଲାଣି। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଂଗ କହିଥିଲେ କି ଡୋକଲାମ ସୀମା ବିବାଦରେ ଚାଇନାର ସମାନ ଭାଗ ରହିଛି। ଏବେ ପର୍ଯ୍ୟନ୍ତ…
ଦୁବଇର ଆବାସିକ ବିଲଡିଂରେ ଅଗ୍ନିକାଣ୍ଡ, ୧୬ ମୃତ, ମୃତକଙ୍କ ମଧ୍ୟରେ ୪ ଭାରତୀୟ
ଦୁବାଇ,୧୬।୪: ଦୁବଇର ଏକ ଆବାସିକ ବିଲଡିଂରେ ନିଆଁ ଲାଗିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ରହିଛନ୍ତି। ଅଗ୍ନିକାଣ୍ଡରେ ୯ ଜଣ ଆହତ ହୋଇଥିବା ଜଣାପଡିଛି। ମିଡିଆ ରିପୋର୍ଟ ମାଧ୍ୟମରେ ରବିବାର ଏହି ଖବର…
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ମୃତଦେହ ମିଳିଲା
ଟୋକିଓ,୧୬ା୪: ଜାପାନର ଉଦ୍ଧାର କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ସାମରିକ ହେଲିକପ୍ଟରର ଭଗ୍ନାବଶେଷ ଚିହ୍ନଟ କରି ଏଥିରେ ଥିବା ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ରବିବାର ସୂଚନା ମିଳିଛି। ଜାପାନର ଓକିନାଓ୍ବା ପ୍ରାନ୍ତ ମିଆକୋ ଦ୍ୱୀପ ନିକଟ…
ମୋଦିଙ୍କୁ ପ୍ରଶଂସା କଲେ ଲଣ୍ଡନର ପ୍ରଫେସର
ଲଣ୍ଡନ,୧୬।୪: ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମ ହାଓ ବିହେଭିରିୟାଲ ଚେଞ୍ଚ କ୍ୟାନ ଟ୍ୟାକେଲ କ୍ଲାଇମେଟ ଚେଞ୍ଜ ସମୟରେ ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସର ପ୍ରଫେସର ନିକୋଲସ ଷ୍ଟର୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଷ୍ଟର୍ନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଭାରତ-ଆମେରିକା ମିଳିମିଶି ନିର୍ମାଣ କରୁଛନ୍ତି ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ସମୁଦାୟ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଓ୍ବାଶିଂଟନ,୧୬।୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଆମେରିକା ମିଳିତ ଭାବେ ଏକ ଶକ୍ତିଶାଳୀ, ଶାନ୍ତପୂର୍ଣ୍ଣ ଏବଂ ସୁସଂଗତ ବିଶ୍ୱ ସମୁଦାୟର…
Archives


