୧ ଘଣ୍ଟା ମଧ୍ୟରେ କୋର୍ଟରେ ହଜାର ହେବାକୁ ଇମ୍ରାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଉମର ଅତା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫଦାରୀକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ…
ପୁଣି ହେବାକୁ ଚାହୁଁଛି ଫାଷ୍ଟ ଲେଡି: ମେଲାନିଆ
ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟକ୍ତିଗତ ଭାବେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବିରୋଧରେ ପ୍ରାୟ ୩୪ଟି ମାମଲା ଚାଲିଛି। ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ନେଇ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ…
ଇଟାଲୀରେ ବଡ ଧରଣର ବିସ୍ଫୋରଣ, ପାର୍କିଂରେ ଥିକା କାରରେ ହେଲା ବ୍ଲାଷ୍ଟ
ମିଲାନ,୧୧।୫: ଉତ୍ତର ଇଟାଲୀର ମିଲାନରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପାର୍କିଂରେ ଥିବା କାରରେ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ପରେ…
ରାଜଧାନୀ କୋନାକ୍ରିରେ ସରକାର ବିରୋଧୀ ପ୍ରଦର୍ଶନରେ ୭ ମୃତ, ୩୨ ଆହତ
କୋନାକ୍ରି,୧୧।୫: ଗିନିର ରାଜଧାନୀ କୋନାକ୍ରି ଓ ଅନ୍ୟ ସହରରେ ବୁଧବାର ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ସମୟରେ ଅତିକମରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ୩୨ ଆହତ ହୋଇଛନ୍ତି। ଗୁରୁବାର ଏହି ସୂଚନା ଆନ୍ଦୋଳନର ଆୟୋଜକ ଦେଇଛନ୍ତି। ଏମାନେ ନୂଆ…
କରାଚି ଶିପୟାର୍ଡରେ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ପହଞ୍ଚିଥିବା ବ୍ୟକ୍ତି ପୋଲିସ ଗୁଳିରେ ନିହତ
କରାଚି,୧୧।୫: ପାକିସ୍ତାନର ବନ୍ଦର ସହର କରାଚିରେ ଏକ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆକ୍ରମଣ କରିବା ଯୋଜନା ପଣ୍ଡ ହୋଇଛି। ଆକ୍ରମଣକାରୀ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆତ୍ମଘାତି ଆକ୍ରମଣ କରିବା ଯୋଜନାରେ ଥିଲେ। ହେଲେ…
କୈଳାସ ମାନସରୋବର ତୀର୍ଥଯାତ୍ରା ଖର୍ଚ୍ଚ ଦୁଇଗୁଣା: ‘ଘାସ କ୍ଷୟକ୍ଷତି ଚାର୍ଜ’ ୨୪ ହଜାର ଟଙ୍କାକୁ ବୃଦ୍ଧି କଲା ଚାଇନା…
ବେଜିଂ,୧୧।୫ : ତିନି ବର୍ଷ ବନ୍ଦ ହେବା ପରେ ଚାଇନ ସରକାର ନେପାଳ-ଚାଇନା ସୀମାରେ କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଅନେକ ପଏଣ୍ଟ ଖୋଲିଛନ୍ତି। ତେବେ ନେପାଳର ଗଣମାଧ୍ୟମ ରିପୋର୍ଟ କରିଛି, ନୂତନ ପ୍ରତିବନ୍ଧକ, ଉଭୟ ପର୍ଯ୍ୟଟକ ଏବଂ ଟୁର୍ ଅପରେଟରଙ୍କ…
ଇମ୍ରାନଙ୍କ ଗିରଫ ପରେ ଦେଶରେ ଉପୁଜିଥିବା ହିଂସାକୁ ନେଇ ପାକ ସେନା କହିଲା, ଏହା ଦେଶର ଇତିହାସରେ କଳା ଅଧ୍ୟାୟ
ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶରେ ହିଂସା ପରିସ୍ଥିତି ଉପୁଜିଛି। ପାକିସ୍ତାନର ପ୍ରତିଟି ସହରରେ ଇମ୍ରାନଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରୁଛନ୍ତି। ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୧୫…
ପାକ୍ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼
ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା ଲାଗିରହିଛି। ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ପାର୍ଟିର…
ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଛାଡ଼ପତ୍ର: ୧୯ ବର୍ଷର ଦାମ୍ପତ୍ୟ ଜୀବନର ଅନ୍ତ …
ହେଲସେଙ୍କି,୧୧।୫ : ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କ ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉଭୟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, “ଆମେ ୧୯…
ଥରିଲା ଟୋକିଓ
ଟୋକିଓ,୧୧ା୫: ଗୁରୁବାର ଜାପାନର ରାଜଧାନୀ ଟୋକିଓ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣେ ଅଧିକାରୀ କହିଛନ୍ତି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହି…
ଘାତକ ପାଲଟିଛନ୍ତି ଇରାନ ସରକାର : ୧୨ ଦିନରେ ୬୪ ଜଣଙ୍କୁ ଫାଶୀ,…
ତେହେରାନ,୧୧।୫ : ଡ୍ରଗ୍ସ ଏବଂ ବଳାତ୍କାର ଅଭିଯୋଗରେ ଇରାନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ୧୨ ଦିନ ମଧ୍ୟରେ, ଇରାନରେ ୬୪ ଜଣଙ୍କୁ ଫାଶୀ ଦିଆଗଲାଣି। ମିଳିତ ଜାତିସଂଘ ମାନବିକ ଅଧିକାର ମୁଖ୍ୟ ଇରାନରେ ବହୁ ସଂଖ୍ୟକ ମୃତ୍ୟୁଦଣ୍ଡ ସମ୍ପର୍କରେ…
ବାଇଡେନ ସରକାର ଆଗତ କଲେ ନାଗରିକତ୍ୱ ଅଧିନିୟମ…
ଓ୍ବାଶିଂଟନ,୧୧।୫ : ଆମେରିକାର ଶାସକ ଡେମୋକ୍ରାଟିକ ପାର୍ଟି ଆମେରିକାର ନାଗରିକତ୍ୱ ଆଇନ ପ୍ରଣୟନ କରିଛି। ଏହା ଏକ ସଂସଦ ବିଲ। ଗ୍ରୀନ କାର୍ଡ ପାଇଁ ଦେଶର କୋଟା ଶେଷ କରିବା ଏବଂ ଏଚ-୧-ବି ଭିଜା ସିଷ୍ଟମକୁ ସଂଶୋଧନି କରିବା ପାଇଁ ଏହି…
Archives


