ଅନ୍ତର୍ଜାତୀୟ

ଭାରତୀୟ ସଂସଦରେ ପ୍ରତିବର୍ଷ ପାଳିତ ହେଉଛି ହିରୋସୀମା ଦିବସ…

ଟୋକିଓ,୨୦।୫ : ଶନିବାର ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସଦରେ ପ୍ରତିବର୍ଷ ହିରୋସୀମା ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ସମୟରେ ଭାରତ…

ଯୁଦ୍ଧ ମାନବିକତାର ଏକ ପ୍ରସଙ୍ଗ, ଯଥାସମ୍ଭବ ଗ୍ରହଣ କରାଯିବ ପଦକ୍ଷେପ: ଜେଲେନସ୍କିଙ୍କୁ କହିଲେ ମୋଦି…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ…

୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ…

ମସ୍କୋ,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ଟେଲିଭିଜନ ଜଗତ ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱଙ୍କ…

ମୋଦିଙ୍କୁ କୁଣ୍ଢାଇ ଧରିଲେ ବାଇଡେନ…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାପାନରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଏଥି ସହିତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଯୁଦ୍ଧ ମଧ୍ୟରେ ଜାପାନ ପହଞ୍ଚିଲେ ଜେଲେନକ୍ସି…

ଟୋକିଓ,୨୦।୫ : ଜାପାନର ହିରୋସିମା ଠାରେ ଜି -୭ ଶିଖର ସମ୍ମିଳନୀ ଚାଲିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସିମା ଠାରେ ପହଞ୍ଚିଛନ୍ତି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ,…

ଜି-୭ ସମ୍ମିଳନୀରେ ସିଡିରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଗଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ହିରୋଶିମା,୨୦।୫: ଜାପାନର ହିରୋଶିମାରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏମିତି ଘଟଣା ଘଟିଛି ଯାହାକୁ ନେଇ ଆମେରିକାବାସୀ ଲଜ୍ୟା ବୋଧ କରିଛନ୍ତି। ବାଇଡେନ ହିରୋଶିମାରେ ବିଶ୍ୱର ବହୁ ନେତାଙ୍କ ଭିତରେ ବିଚଳିତ ଦେଖାଯାଉଥିଲେ, ଯେତେବେଳେ ସେ ସିଡିରୁ…

ଜି-୭ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୦।୫: ଜାପାନର ହିରୋଶିମା ସହରରେ ଆୟୋଜିତ ହୋଇଛି ଜି-୭ ଶିଖର ସମ୍ମିଳନୀ। ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି…

ପାକିସ୍ତାନ ସରକାରଙ୍କ ବିରୋଧରେ ଇମ୍ରାନଙ୍କ ସାଂଘାତିକ ଅଭିଯୋଗ, କହିଲେ ପୋଲିସ ଗୁଳିରେ ଯାଇଛି ୨୫ଜୀବନ

ଇସଲାମବାଦ,୨୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଶାହାବାଜ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଇମ୍ରାନଙ୍କ ଘର ଚାରିପାଖେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ସମୟରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।…

ଜି -୨୦ ବୈଠକ ବେଳେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ

ଇସଲାମାବାଦ,୨୦।୫: ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଭାରତ ପକ୍ଷରୁ ଏକ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଆରମ୍ଭରୁ କଶ୍ମୀରରେ ହେବାକୁ ଥିବା ଜି…

ପୂର୍ବ ୟୁକ୍ରେନର ବାଖମୁଟରେ ପୁଣି ରୁଷିଆର ଆକ୍ରମଣ, ବଢୁଛି ୟୁକ୍ରେନର ସମସ୍ୟା

କ୍ୱିଭ,୨୦।୫: ପୂର୍ବ ୟୁକ୍ରେନର ବାଖମୁଟ ସହର ଓ ଏହାର ଆଖପାଖରେ ପୁଣିଥରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି। ଏହି ଅଞ୍ଚଳକୁ କବଜା କରିବାକୁ ରୁଷିଆ ସେନା ପୁଣିଥରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। କାରଣ ରୁଷିଆ ସେନା ମାସ ମାସ ଧରି…

କଶ୍ମୀରରେ ଜି -୨୦ ବୈଠକକୁ ବିରୋଧ କରୁଛି ଚାଇନା

ଶ୍ରୀନଗର/ବେଜିଂ,୨୦।୫: ଭାରତ ଏଥର ଜି -୨୦ର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଭାରତର ଏହି ଆୟୋଜନକୁ ଚାଇନା ତୀବ୍ର ବିରୋଧ…

ସାରା ବିଶ୍ୱରେ ପୁଣି ମୋଦିଙ୍କ ଚର୍ଚ୍ଚା, ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ପଛରେ ପକାଇଲେ ଏହି ସୁପରପାଓ୍ବାର୍ସଙ୍କୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫: ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ଏଥର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟପରେ ଦେଖିବାକୁ ମିଳିଛି। ଆମେରିକା ସ୍ଥିତ କନସଲଣ୍ଟିଂ ଫର୍ମ ‘ମର୍ନିଂ କନସଲ୍ଟ’ର ଏକ ସର୍ଭେ ଅନୁଯାୟୀ ୭୮ ପ୍ରତିଶତ ରେଟିଂ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri