ଅନ୍ତର୍ଜାତୀୟ

ଗଣତନ୍ତ୍ର-ସ୍ବାଧୀନତାକୁ ଦିଆଯାଉ ସମ୍ମାନ: ଜେଲେନସ୍କି…

ଟୋକିଓ,୨୧।୫ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସୀମାରେ ପହଞ୍ଚି ଜି-୭ ଦେଶର ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଯୁଦ୍ଧ ନେଇ ଜି-୭ ଦେଶର ସମର୍ଥନ ଲୋଡିଛନ୍ତି। ଜେଲେନସ୍କି ରବିବାର କହିଛନ୍ତି ସମସ୍ତ ସହଯୋଗୀ ଏବଂ ଅଂଶୀଦାରମାନଙ୍କଠାରୁ…

ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୧।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏହି ଅବସରରେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଯୋଗଦେବା…

ଫୁଟବଲ ଖେଳରେ ଦଳାଚକଟା: ୧୨ ମୃତ, ୧୦୦ରୁ ଅଧିକ ଆହତ…

ସାନ ସାଲଭାଡୋର,୨୧।୫ : , ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦୦ ରୁ ଅଧିକ ଆହତ ହୋଇଛନ୍ତି । ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସେଠାରୁ…

ଥରିଲା ଆଫଗାନିସ୍ତାନ

କାବୁଲ,୨୧ା୫: ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ରବିବାର ଅପରାହ୍ନ ୧.୫୭ରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦଠାରୁ ୧୦୫ କିଲୋମିଟର ଦୂରରେ ଏବଂ…

ନିଜ ଦେଶର ରାଷ୍ଟ୍ରପତିଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ଜିଆନ ଏୟାରୱେଜ…

ଟିବିଲିସ,୨୧।୫ : ଜର୍ଜିଆର ଜାତୀୟ ବିମାନ ସେବା ଜର୍ଜିଆନ ଏୟାରୱେଜ ନିଜ ଦେଶର ରାଷ୍ଟ୍ରପତିଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ସାଲୋମ ଜୁରାବିଚଭିଲି କହିଥିଲେ ରୁଷିଆ ବିମାନ ଉଡ଼ାଣ ଆରମ୍ଭ କଲେ ସେ ବିମାନ ଚଳାଚଳକୁ ବହିଷ୍କାର କରିବେ। ରବିବାର…

ଜି-୭ରେ ଚାଇନାକୁ ମୋଦିଙ୍କ ଟାର୍ଗେଟ: ସୀମାରେ ଯଥାସ୍ଥିତି ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତୋଳନ ଜରୁରୀ…

ଟୋକିଓ,୨୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାପାନର ଜି-୭ରେ  ଦେଇଥିବା ବିବୃତ୍ତିରେ କହିଛନ୍ତି ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ରାଜନୈତିକ କିମ୍ବା ଅର୍ଥନୈତିକ ପ୍ରସଙ୍ଗ ନୁହେଁ, କିନ୍ତୁ ଏହା ଏକ ମାନବିକ ପ୍ରସଙ୍ଗ, ମାନବିକ ମୂଲ୍ୟବୋଧର ପ୍ରସଙ୍ଗ। ସମସ୍ତ ଦେଶ ଅନ୍ତର୍ଜାତୀୟ…

ଜି- ୭ ଦେଶର ସମର୍ଥନ ଲୋଡ଼ିଲେ ଜେଲେନ୍‌ସ୍କି

ହିରୋସୀମା,୨୧ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏଠାରେ ସେ ଜି- ୭ ଦେଶର ମୁଖ୍ୟମାନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ଯୁଦ୍ଧ ସମ୍ବନ୍ଧରେ ଜି -୭ ଦେଶରୁ ସମର୍ଥନ ଲୋଡିଥିଲେ। ଜେଲେନ୍‌ସ୍କି…

ଜି-୭ ସମ୍ମିଳନୀରେ ପରିବେଶର ବାର୍ତ୍ତା ଦେଲେ ମୋଦି, ପିନ୍ଧିଲେ ସ୍ବତନ୍ତ୍ର ଜ୍ୟାକେଟ୍‌

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ନିଜ ପୋଷାକ ମାଧ୍ୟମରେ ପରିବେଶର ବାର୍ତ୍ତା ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ରିସାଇକ୍ଲିଡ୍‌ ସାମଗ୍ରୀରେ ନିର୍ମିତ ଏକ ସ୍ବତନ୍ତ୍ର ଜ୍ୟାକେଟ୍‌…

ୟୁକ୍ରେନ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ଜେଲେନସ୍କି

ହିରୋଶିମା,୨୧।୫: ଜାପାନର ହିରୋଶିମାରେ ଆୟୋଜିତ ହୋଇଥିବା ଜି-୭ ଶିଖ ସମ୍ମିଳନୀରେ ଯୋଗ ଦେବାକୁ ବହୁ ଦେଶଣ ରାଷ୍ଟ୍ରମୁଖ୍ୟମାନେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବି ଏହି ବୈଠକରେ ଯୋଗ ଦେଇଥିଲେ। ସେଠାରେ ମୋଦିଙ୍କର କ୍ୱାଡ ନେତାଙ୍କ ସହ ସାକ୍ଷାତ ହୋଇଥିଲା। ଏହି ସମୟରେ…

ବିଦେଶରେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏଠାରେ ସେ ଅନେକ ଦେଶର ବଡ଼ ବଡ଼ ନେତାଙ୍କୁ ଭେଟିଥିଲେ। ଜୋ- ବାଇଡେନଙ୍କଠାରୁ ଆରମ୍ଭ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ମଧ୍ୟ ମୋଦିଙ୍କର…

ଜପାନରୁ ପପୁଆ ନ୍ୟୁ ଗିନି ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି

ହିରୋଶିମା,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଯୋଗଦେବା ପରେ ରବିବାର ଜାପାନ ଛାଡିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଛାଡି ଭାରତ ପ୍ରଶାନ୍ତ ମହାସାଗରର ଏକ ଛୋଟ ଦେଶ ପପୁଆ ନ୍ୟୁ ଗିନି ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି…

ପାକିସ୍ତାନରେ ଦେବାଳିଆ ସ୍ଥିତି

ଇସଲାମାବାଦ,୨୧ା୫: ପାକିସ୍ତାନରେ ମୁଦ୍ରାସ୍ଫୀତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗତ ୧୦ ମାସ ମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ହାର ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି ୧୦ ମାସ ମଧ୍ୟରେ ପାକିସ୍ତାନକୁ ବାହ୍ୟ ସହାୟତା ୩୮ ପ୍ରତିଶତ ହ୍ରାସ ପାଇଛି। ଭାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri