ଅନ୍ତର୍ଜାତୀୟ

ଅନ୍ୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଜିନପିଙ୍ଗ…

ବେଜିଂ,୨୫।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଏବଂ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ନିକୋଲାସ ବର୍ନସଙ୍କ ସମେତ ୭୦ ଟି ଦେଶର ରାଷ୍ଟ୍ରଦୂତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି। ପୂର୍ବ ଲଦାଖରେ ଚାଇନା ସହ...

ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ: ଚାଇନା…

ବେଜିଂ,୨୫।୪ : ଭାରତ ଏବଂ ଚାଇନା ମଧ୍ୟରେ ୧୮ ତମ ରାଉଣ୍ଡ କର୍ପସ କମାଣ୍ଡର ବୈଠକ ପରେ ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଦିଆଯାଇଛି। ବୈଠକରେ ସମ୍ପର୍କରେ କୁହାଯାଇଛି , ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ...

ରୁଷିଆ-ୟୁକ୍ରେନ ଯୁଦ୍ଧ:ଆମେରିକା ଯୋଗୁ ବଢୁଛି ନ୍ୟୁକ୍ଲିୟର ଯୁଦ୍ଧ ଆଶଙ୍କା

ମସ୍କୋ,୨୫।୪: ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହା ଥମିବାର ନାଁ ନେଉନାହିଁ। ଯୁଦ୍ଧ ଯୋଗୁ ଦୁଇଦେଶକୁ ବହୁ କ୍ଷତି ସହିବାକୁ ପଡୁଛି। ଇତି ମଧ୍ୟରେ ଏକ ଗଣମାଧ୍ୟମ ସଂସ୍ଥାକୁ ରୁଷିଆର ବୈଦେଶିକ ମନ୍ତ୍ରାଳୟର...

ସୀମାପାର ଆତଙ୍କବାଦର ଅଭ୍ୟାସ କରୁଥିବା ପଡୋଶୀଙ୍କ ସହ ସମ୍ପର୍କ ରଖିବା କଷ୍ଟକର, ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର

ପନାମା ସିଟି,୨୫।୪: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକା ଗସ୍ତରେ ଅଛନ୍ତି। ଜୟଶଙ୍କର ସୋମବାର(ସ୍ଥାନୀୟ ସମୟ) ପରୋକ୍ଷ ଭାବେ ପାକିସ୍ତାନକୁ କଟାକ୍ଷ କରିଛନ୍ତି ଓ କହିଛନ୍ତି ଏମିତି ଏକ ପଡୋଶୀ ଦେଶ ସହ ଯୋଡି ହେବା...

ପାକିସ୍ତାନକୁ ନୁହେଁ ଚାଇନାକୁ ବଡ ସାମରିକ ଚ୍ୟାଲେଞ୍ଜ ମାନନ୍ତି ଭାରତୀୟ, ଆମେରିକା ସାଂସଦ କହିଲେ ଏହାର କାରଣ

ଓ୍ବାଶିଂଟନ,୨୫।୪: ଆମେରିକାରେ ଥିବା ମୂଳ ଭାରତୀୟ ସାଂସଦ ରୋ ଖନ୍ନା କହିଛନ୍ତି, ଏବେ ଭାରତୀୟମାନେ ପାକିସ୍ତାନକୁ ନୁହେଁ ବରଂ ଚାଇନାକୁ ସବୁଠାରୁ ବଡ ସାମରିକ ଚ୍ୟାଲେଞ୍ଜ ବୋଲି ମାନୁଛନ୍ତି। ସେ କହିଛନ୍ତି ଆମେରିକାକୁ ଚାଇନା ସହ ତା’ର ସମ୍ପର୍କକୁ ପୁଣିଥରେ...

ସୁଦାନରେ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ୭୨ ଘଣ୍ଟାର ସିଜଫାୟାର ଲାଗୁ, ଖୁବଶୀଘ୍ର ଉଦ୍ଧାର ହୋଇପାରନ୍ତି ଭାରତୀୟ

ଖାରତୋମ,୨୫।୪: ହିଂସାଗ୍ରସ୍ତ ସୁଦାନରେ ଦୁଇ ପକ୍ଷର ଜେନରାଲ ୭୨ ଘଣ୍ଟାର ସିଜଫାୟାର ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଏହି ସୂଚନା ଦେଇଛନ୍ତି। ପ୍ରାୟ ୧୦ ଦିନର ଲଢେଇ, ଶହ ଶହ ଲୋକଙ୍କ ମୃତ୍ୟୁ ଓ...

ଉତ୍ତରାଧିକାରୀ ଚୟନ ପାଇଁ ହୁଏ ଅଡିଶନ୍‌

ପ୍ୟାରିସ,୨୫ା୪: ଫୋର୍ବସ୍‌ ମାଗାଜିନ୍‌ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ଲଗ୍‌ଜୁରୀ ବ୍ରାଣ୍ଡ୍‌ ଲୁଇ ଭୁଇଟୋନ(ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ବର୍ନାର୍ଡ ଆର୍ନଲ୍ଡଙ୍କ ସମ୍ପର୍କରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ଧନୀ ହେବାପରଠୁ ୭୪ବର୍ଷୀୟ...

ପୋଲିସ ଷ୍ଟେଶନରେ ଆତ୍ମଘାତୀ ଆକ୍ରମଣ: ୧୨ ମୃତ

ଇସଲାମାବାଦ,୨୫।୪: ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖ୍ଟନଖୱା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ସୋମବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ୧୨ ଜଣ ପୋଲିସ କର୍ମଚାରୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସ୍ବାତ ଉପତ୍ୟକାର କବାଲ...

ଉଡାଣ ଭରିବା ପରେ ଇଞ୍ଜିନରେ ଲାଗିଲା ନିଆଁ, ବିମାନର ଜରୁରୀ ଅବତରଣ

କାଠମାଣ୍ଡୁ,୨୫।୪: ନେପାଳର କାଠମାଣ୍ଡୁ ବିମାନବନ୍ଦରରୁ ଦୁବାଇକୁ ଉଡାଣ ଭରିବା ପରେ ଫ୍ଲାଏ ଦୁବାଇ ବିମାନର ଇଞ୍ଜିନରେ ନିଆଁ ଲାଗଯାଇଛି। ଫଳରେ ବିମାନଟି ଜରୁରୀ ଅବତରଣ କରିଛି। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି, ଫ୍ଲାଇ ଦୁବାଇ ବିମାନ ୫୬୭...

ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମି ଚେତାବନୀ

ଜାକର୍ତ୍ତା,୨୫।୪: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ଇଷ୍ଟନ ଅଂଶରେ ମଙ୍ଗଳବାର) ରେ ୭.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ଏହା ପରେ ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (ବିଏମକେଜି) ମଧ୍ୟ ସୁନାମି ଚେତାବନୀ ଦେଇଛି। ଇଣ୍ଡୋନେସିଆ ଦେଶର ପାଣିପାଗ ବିଭାଗ କହିଛି ଯେ...

୨୦୦୦ ଗଣ୍ଡା ନିଲାମ ହେବ

ଜୋହାନ୍ସବର୍ଗ,୨୫।୪: ଦକ୍ଷିଣ ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଗଣ୍ଡା ଫାର୍ମ ନିଲାମ ହେବାକୁ ଯାଉଛି। ପାଖାପାଖି ୨୦୦୦ ଗଣ୍ଡା ଏଠାରେ ବାସ କରୁଛନ୍ତି। ଫାର୍ମର ମାଲିକ ପ୍ରାଣୀ ସଂରକ୍ଷକ ଜନ୍‌ ହୁମେ ପ୍ରାଣୀଙ୍କ ଜୀବନ ରକ୍ଷା ଉଦ୍ଦେଶ୍ୟରେ ନିଜର...

ମହମ୍ମଦ ଶାହାବୁଦ୍ଦିନ ଚୁପୁ ହେଲେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା

ବାଂଲାଦେଶ, ୨୪।୪: ପୂର୍ବତନ ବିଚାରପତି ତଥା ବରିଷ୍ଠ ରାଜନେତା ମହମ୍ମଦ ଶାହାବୁଦ୍ଦିନ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ବଙ୍ଗଭବନର ଐତିହାସିକ ଦରବାର ହଲ୍‌ରେ ବାଚସ୍ପତି ଶିରେନ ଶର୍ମିନ ଚୌଧୁରୀ ୭୩ବର୍ଷିୟ ଶାହାବୁଦ୍ଦିନଙ୍କୁ ଶପଥ ପାଠ କରେଇଛନ୍ତିି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri