ବିକଳ୍ପ ନୁହେଁ, ବିଶ୍ୱର ଏକ ଆବଶ୍ୟକତା: ବ୍ରିକ୍ସ ସମ୍ପ୍ରସାରଣ ନେଇ କହିଲେ ଜୟଶଙ୍କର…
କେପଟାଉନ,୩।୬ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ବ୍ରିକ୍ସ ସମୁହ କେବଳ ବହୁମୁଖୀତାର ପ୍ରତୀକ ନୁହେଁ ବରଂ ଅନ୍ତର୍ଜାତୀୟ ଆହ୍ବାନର ମୁକାବିଲା କରିବାର ଏକାଧିକ ଉପାୟର ଅଭିବ୍ୟକ୍ତି। ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’ର ବୈଠକରେ ଜୟଶଙ୍କର କହିଛନ୍ତି , ବ୍ରାଜିଲ, ରୁଷିଆ,…
ରୁଷିଆ ପ୍ରସ୍ତୁତ କରିବ ନୂତନ ସୁରକ୍ଷା ପ୍ରଣାଳୀ, ମସ୍କୋକୁ ଅସ୍ଥିର କରିବା ଯୋଜନା ହେବ ବିଫଳ: ପୁଟିନ…
ମସ୍କୋ,୩।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି କେତେକ ମାନସିକ ରୋଗୀ ଦେଶକୁ ଅସ୍ଥିର କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ସେମାନଙ୍କ ଯୋଜନା ସଫଳ ହେବାକୁ ଦେବୁ ନାହିଁ। ଖୁବଶୀଘ୍ର ଏନେଇ ନୂତନ ସୁରକ୍ଷା ପ୍ରଣାଳୀ ପ୍ରସ୍ତୁତ କରାଯିବ। ତାଙ୍କ…
ଆସୁଛି ଭୟଙ୍କର ବିପଦ, ପୃଥିବୀକୁ ଧକ୍କା ଦେଇପାରେ ଏକ ବିରାଟ ପଥର ଖଣ୍ଡ: ନାସାର ଚେତାବନୀ
ଓ୍ବାଶିଂଟନ,୩ା୬: ଦୁନିଆର ବିନାଶ ବିଷୟରେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏବେ ନାସା ଏକ ଚେତାବନୀ ଦେଇଛି। ପୃଥିବୀ ସହ ଏକ ବିରାଟ ପଥର ଖଣ୍ଡ ଧକ୍କା ହେବାକୁ ଯାଉଛି। ଯଦିଓ ଏହାର ସମ୍ଭାବନା କମ୍ ତଥାପି…
‘ପାକିସ୍ତାନ ପାଇଁ ନରେନ୍ଦ୍ର ମୋଦିଙ୍କଠାରୁ ବି ଆହୁରି ବିପଜ୍ଜନକ ଇମ୍ରାନ ଖାଁ’: ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ,୩।୬: ପାକିସ୍ତାନରେ ବର୍ତ୍ତମାନର ରାଜନୈତିକ ବାତାବରଣ ଏକଦମ ଖରାପ କହିଲେ କିଛି ଭୁଲ ହେବ ନାହିଁ। ଦେଶର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସରକାର ଓ ବିରୋଧୀ ଦଳ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି। ଇତିମଧ୍ୟରେ…
ଟ୍ରେନ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୨୩୩ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଶୋକ ପ୍ରକାଶ କରିଛନ୍ତି।…
ଭାରତୀୟ ଗଣତନ୍ତ୍ର ଭୁଶୁଡ଼ିଲେ ବିଶ୍ୱ ପ୍ରଭାବିତ ହେବ: ରାହୁଲ
ଓ୍ବାଶିଂଟନ, ୩ା୬ (ପି.ଟି.): ଭାରତୀୟ ଗଣତନ୍ତ୍ର ସାରା ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ। ଗଣତନ୍ତ୍ର ଭୁଶୁଡ଼ିଲେ, ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏହା ଆମେରିକାର ଜାତୀୟ ସ୍ବାର୍ଥ ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗଣତନ୍ତ୍ର ପ୍ରସଙ୍ଗ…
ଆମେରିକା ସ୍ପେଲିଂ ବି ଜିତିଲେ ଭାରତୀୟ ବଂଶୋଦ୍ଭବ ଦେବ ଶାହା
ଓ୍ବାଶିଂଟନ, ୩ା୬: ଭାରତୀୟ ବଂଶୋଦ୍ଭବ ୧୪ ବର୍ଷୀୟ ଦେବ ଶାହା ଗୁରୁବାର ରାତିରେ ଆମେରିକାର ସମ୍ମାନଜନକ ୨୦୨୨୩ ସ୍କ୍ରିପ୍ସ ନ୍ୟାଶନାଲ ସ୍ପେଲିଂ ବି ଜିତି ୫୦,୦୦୦ ଡଲାର ନଗଦ ରାଶି ପୁରସ୍କାର ପାଇଛନ୍ତି। ୧୧ ଅକ୍ଷର ବିଶିଷ୍ଟ ଶବ୍ଦ ‘ସେମୋଫାଇଲ୍’ର ଠିକ୍…
ଚାଇନାର ଶେଷ ସମ୍ରାଟଙ୍କ ଘଣ୍ଟା ୬ ନିୟୁତ ଡଲାର
ହଂକଂ: ଚାଇନାର ଶେଷ ସମ୍ରାଟ ଆସିନ୍-ଗିଓରୋ ପୁୟିଙ୍କ ହାତଘଣ୍ଟା ହଂକଂରେ ୬ ନିୟୁତ ଡଲାରରେ ନିଲାମ ହୋଇଛି। ଐତିହାସିକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ରେଫ୍ ୯୬ କ୍ୱାଣ୍ଟିମେ ଲ୍ୟୁନ୍ ଟାଇମ୍ପିସ୍ ଘଣ୍ଟାରେ ମୁକୁଟ ସଦୃଶ ଏକ ଚନ୍ଦ୍ର ରହିଛି। ପୁୟିଙ୍କୁ ମାତ୍ର ୨…
୪୫ଟି ବ୍ୟାଗ୍ରେ ମିଳିଛି କଟା ମଣିଷଙ୍କ ଅଙ୍ଗ
ମେକ୍ସିକୋ,୨।୬: ମଣିଷକୁ ଖଣ୍ଡ ଖଣ୍ଡ କରି ୪୫ଟି ବ୍ୟାଗ୍ରେ କରାଯାଇଛି ଭର୍ତ୍ତି। ଏପରି କଟା ମଣିଷ ଭର୍ତ୍ତି ବ୍ୟାଗ୍ ଡ୍ରେନ୍ରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ତାଜୁବ୍ କରିଛି। ଏପରି ଘଟଣା ଘଟିଛି ପଶ୍ଚିମ ମେକ୍ସିକୋର ଜାଲିସ୍କୋରେ। ତେବେ…
ନୂଆ ସଂସଦରେ ‘ଅଖଣ୍ଡ ଭାରତ’ ଚିତ୍ରକୁ ନେଇ ଚିନ୍ତା ପ୍ରକଟ କଲା ପାକିସ୍ଥାନ, କହିଲା ବିସ୍ତାରବାଦୀ ବିଚାରଧାରା ରଖିଛି ଭାରତ
ଇସଲାମବାଦ,୨।୬: ନୂଆ ସଂସଦ ଭବନ ଉଦ୍ଘାଟନକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେଆଉ ଏକ ବିବାଦ ମୁଣ୍ଡ ଟେକିଛି। ନୂଆ ସଂସଦକୁ ନିଜ ସରକାରୀ ମୁଖପାତ୍ର ‘ଗ୍ଲୋବାଲ ଟାଇମ୍ସ’ ମାଗାଜିନ୍ରେ ଚାଇନା ଏହାକୁ ପ୍ରଶଂସା କରିଛି। କିନ୍ତୁ ପଡୋଶୀ ଦେଶ ପାକିସ୍ଥାନ…
୨୦୦ ଭାରତୀୟ ମତ୍ସଜୀବୀ, ୩ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ, ଓ୍ବାଘା ସୀମା ଦେଇ ଭାରତକୁ କରିବ ହସ୍ତାନ୍ତର
ଇସଲାମାବାଦ,୨।୬: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜରଦାରୀ ଭାରତ ଗସ୍ତ କରିବା ପରେ ଏବେ ସେମାନଙ୍କ ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଥମେ ଭାରତକୁ ପ୍ରଶଂସା କରିବା ଆଉ ଏବେ ସେ ଘୋଷଣା କରିଛନ୍ତି କି ପାକିସ୍ତାନ ଶୁକ୍ରବାର…
ମୋଦି ସରକାରଙ୍କୁ ପ୍ରଶଂସା କଲେ ରାହୁଲ
ଓ୍ବାଶିଂଟନ,୨।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଲଗାତାର ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନୁଷ୍ଠାନକୁ ଦୁର୍ବଳ କରିବା, ବିରୋଧୀଙ୍କୁ ହଇରାଣ କରିବା ଏବଂ ଫୋନ ଟାପ ଭଳି ଗୁରୁତର ଅଭିଯୋଗ କରି ରାହୁଲ…
Archives


