ଅନ୍ତର୍ଜାତୀୟ

ତାଲିବାନରେ ୧୦ଦିନରେ ଗିରଫ ହେଲେଣି ୯ସାମ୍ବାଦିକ

କାବୁଲ,୧୮।୮: ଗତ ଦୁଇ ବର୍ଷ ଧରି ତାଲିବାନଙ୍କର କ୍ରୁର ଶାସନରେ ଅସ୍ଥିର ହୋଇପଡିଛନ୍ତି ଆଫଗାନିସ୍ତାନୀ। ତେବେ ସେଥିରୁ ବାଦ୍‌ ପଡି ନାହାନ୍ତି ସାମ୍ବାଦିକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୦ଦିନ ମଧ୍ୟରେ ତାଲିବାନ କର୍ତ୍ତୃପକ୍ଷ ୯ଜଣ ସାମ୍ବାଦିକଙ୍କୁ ଗିରଫ କରିଛନ୍ତି। ଆଫଗାନିସ୍ତାନରେ…

ସୁନା ଚୋରା ଚାଲାଣ ଅଭିଯୋଗରେ ଦୁଇ ଚାଇନା ନାଗରିକ ଗିରଫ

କାଠମାଣ୍ଡୁ,୧୮।୮: ନେପାଳର ସେଣ୍ଟ୍ରାଲ ଇନଭେଷ୍ଟିଗେସନ ଏଜେନ୍ସି ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିଆଇବି) ଶୁକ୍ରବାର ସୁନା ଚୋରା ଚାଲାଣ ମାମଲାରେ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ସୁନା ଚୋରା ଚାଲାଣ ମାମଲାରେ ସମୁଦାୟ୨୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ…

ପାକିସ୍ତାନ ଚର୍ଚ୍ଚ ଆକ୍ରମଣ ଘଟଣାରେ ୨ ସନ୍ଦିଗ୍ଧ ଗିରଫ

ଲାହୋର,୧୮।୮: ଆଜିକାଲି ପାକିସ୍ତାନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ଚର୍ଚ୍ଚ ଏବଂ ଘର ଉପରେ ଲଗାତାର ଆକ୍ରମଣ କରାଯାଉଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଜାବ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ୨୧ଟି ଚର୍ଚ୍ଚ ଉପରେ ଆକ୍ରମଣରେ…

ଭାରତକୁ ପ୍ରଶଂସା କଲା ଚାଇନା, କହିଲା ଧନ୍ୟବାଦ କମ୍‌..

ମୁମ୍ବାଇ,୧୮।୮: ଚାଇନା ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଆରବ ସାଗର ମଝିରୁ ଉଦ୍ଧାର କରିଥିବାରୁ ଭାରତୀୟ କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛି ଚାଇନା ଦୂତାବାସ। କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରି ଚାଇନା ଦୂତାବାସ କହିଛି, ଏହି ସାହାର୍ଯ୍ୟ ପାଇଁ ଆମେ କୃତଜ୍ଞ। ଏଥିପାଇଁ ଟିମ୍‌କୁ ଯେତେ…

ମୂଳ ଭାରତୀୟ ଥରମନଙ୍କ ସମେତ ୩ ଜଣ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯୋଗ୍ୟ, ସେପ୍ଟେମ୍ବର ୧ରେ ହେବ ନିର୍ବାଚନ

ସିଙ୍ଗାପୁର,୧୮।୮: ସିଙ୍ଗାପୁରରେ ଜନ୍ମ ନେଇଥିବା ମୂଳ ଭାରତୀୟ ଥରମନ ଶନମୁଗରତ୍ନମ ଓ ସରକାରଙ୍କ ସହ ଜଡିତ କମ୍ପାନୀର ଦୁଇ ଚାଇନା ମୂଳ ବାସିନ୍ଦା ପୂର୍ବତନ ଅଧିକାରୀ ସେପ୍ଟେମ୍ବର ୧ରେ ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାର ଘୋଷଣା…

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମିଳିଲା କ୍ଷତିକାରକ ରାସାୟନିକ କଣିକା!

ନୂଆଦିଲ୍ଲୀ,୧୮।୮: ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି। ଏକ ଅଧ୍ୟୟନ ଅନୁଯାୟୀ, ଆଇଏସଏସରେ ବାୟୁ ଫିଲ୍ଟରରୁ ସଂଗୃହିତ ଧୂଳିରେ…

ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଟୁଇଟରର ପୂର୍ବତନ ସିଇଓ

କାଲିଫର୍ନିଆ,୧୮।୮: ଟୁଇଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମକୁ ଅଲବିଦା କହିଛନ୍ତି। ଜ୍ୟାକ ଡୋର୍ସି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍‌ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିବାରେ ପ୍ରଥମ ୧୦ ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ ଥିଲେ। ୧୨…

୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ

ବେଜିଂ,୧୮।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଏବଂ ଅଗଷ୍ଟ ୨୧ରୁ ୨୪ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ…

ଇମ୍ରାନ୍‌, ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କ ବିରୋଧରେ ସେକ୍ସ ର଼୍ୟାକେଟ୍‌ ଚଳାଉଥିବା ଅଭିଯୋଗ

ଇସଲାମାବାଦ,୧୮।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମସ୍ୟା କମ୍‌ ହେବାର ନାଁ ଧରୁନାହିଁ। ବର୍ତ୍ତମାନ ସେ ଏବଂ ଆଉ ତାଙ୍କ ତୃତୀୟ ସ୍ତ୍ରୀ ବୁଶ୍‌ରା ବିବିଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଏବଂ ସମ୍ବେଦନଶୀଳ ଅଭିଯୋଗ ଆସିଛି। ପ୍ରକୃତରେ,…

ମସ୍କୋର ଏକ ବିଲ୍ଡିଂରେ ଖସିପଡ଼ିଲା ୟୁକ୍ରେନ ଡ୍ରୋନ୍‌

ମସ୍କୋ,୧୮ା୮: ରୁଷିଆର ରାଜଧାନୀ ମସ୍କୋର ମେୟର କହିଛନ୍ତି, କେନ୍ଦ୍ରୀୟ ମସ୍କୋରେ ଆକାଶ ମାର୍ଗରୁ ୟୁକ୍ରେନ୍‌ ଡ୍ରୋନ୍‌ ମାଡ଼ କରିଥିଲା। ଏନେଇ ରାଜଧାନୀର ସମସ୍ତ ବେସାମରିକ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଥିଲା। ଶୁକ୍ରବାର ମସ୍କୋରେ ଥିବା ଏକ ବିଲ୍ଡିଂରେ ୟୁକ୍ରେନ ଡ୍ରୋନ୍‌ଟି…

ଟ୍ରମ୍ଫଙ୍କୁ ଜହର ଥିବା ପତ୍ର ପଠାଇଥିବା କାନାଡା ମହିଳାଙ୍କୁ ୨୨ ବର୍ଷ ଜେଲ

ଓ୍ବାଶଇଂଟନ,୧୮।୮: ଆମେରିକାର ଏକ କୋର୍ଟ ଜଣେ କାନାଡିୟ ମହିଳାଙ୍କୁ ୨୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ହେଉଛି କି ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ଏକ ଜହର ମିଶା ପତ୍ର ପଠାଇଥିଲେ।…

ଚାଇନାକୁ ପାକିସ୍ତାନ କହିଲା ଭାରତଠାରୁ ଶିଖ

ବେଜିଂ,୧୮।୮: ଚାଇନା ସବୁବେଳେ ଦାବି କରିଥାଏ କି ସେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରି ନ ଥାଏ, ହେଲେ ତା’ର ‘ଆୟରନ ବ୍ରଦର’ କୁହାଯାଉଥିବା ପାକିସ୍ତାନକୁ ସେ ସମୟ ସମୟରେ ଉପଦେଶ ନିଶ୍ଚିତ ଭାବେ ଦେଇଥାଏ। ବର୍ତ୍ତମାନ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri