୭୦୦ ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ବହିଷ୍କୃତ ହେବେନି
ଟରଣ୍ଟୋ, ୯ା୬: ଜାଲ୍ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁ କାନାଡା ପାର୍ଲାମେଣ୍ଟ କମିଟି ନିଷ୍ପତ୍ତି ନେଇଛି। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର। ସେମାନେ ସେଠାର କେତେକ…
୪ ପିଲାଙ୍କୁ ଛୁରାମାଡ଼
ପ୍ୟାରିସ୍,୯ା୬ : ଫ୍ରାନ୍ସର ଆନ୍ନେସି ସହରରେ ଜଣେ ବ୍ୟକ୍ତିଙ୍କ ଛୁରାମାଡ଼ରେ ୪ ଛୋଟପିଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଛୁରାମାଡ଼ କରିବା ପରେ ଦୌଡ଼ି ପଳାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୬ ସେକେଣ୍ଡର ଉକ୍ତ…
କାନାଡା ବନାଗ୍ନିରେ ୧୦ କୋଟି ପ୍ରଭାବିତ
ଅଟାଓ୍ବା/ନ୍ୟୁୟର୍କ,୯ା୬: କାନାଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାନାଡା ଓ ଆମେରିକାର ଅନୂ୍ୟନ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୩.୮ ନିୟୁତ ହେକ୍ଟରରୁ ଊର୍ଦ୍ଧ୍ୱ ଅଞ୍ଚଳ(ନ୍ୟୁଜର୍ସି ଆକୃତିର ପ୍ରାୟ ଦୁଇଗୁଣା)କୁ ନିଅଁା ମାଡ଼ିଥିବା କାନାଡିଆନ୍ ନ୍ୟାଶନାଲ ଫାୟାର ଡେଟାବେସ୍…
ଇନ୍ଦିରା ହତ୍ୟାକାଣ୍ଡକୁ ନେଇ କାନାଡାରେ ଉତ୍ସବ
ନୂଆଦିଲ୍ଲୀ,୯ା୬: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡକୁ ନେଇ କାନାଡ଼ାରେ ଉତ୍ସବ ମନାଇବା ଘଟଣାକୁ ନୂଆଦିଲ୍ଲୀ କଡ଼ା ନିନ୍ଦା କରିଛି। କାନାଡ଼ାରେ ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀ ଓ ହିଂସାକୁ ସମର୍ଥନ କରୁଥିବା ଭାରତ ବିରୋଧୀ ତତ୍ତ୍ୱଙ୍କୁ ସ୍ଥାନ ଦିଆଯାଉଛି। ଏହା କାନାଡ଼ା…
ସଂସଦରେ ଶିଶୁକୁ ସ୍ତନ୍ୟପାନ କରାଇଲେ
ଇଟାଲୀ ପାର୍ଲାମେଣ୍ଟରେ ଏମ୍ପି ଗିଲ୍ଡା ସ୍ପୋର୍ଟିଏଲ୍ଲୋ ନିଜ ଶିଶୁପୁତ୍ର ଫେଡେରିକୋକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାକୁ ଆସିଛନ୍ତି। ଚ୍ୟାମ୍ବର ଅଫ୍ ଡେପୁଟିଜ୍ରେ ନିଜ ପିଲାକୁ କ୍ଷୀର ପିଆଉଥିବାବେଳେ ସବୁ ଦଳର ଏମ୍ପିମାନେ ତାଳିମାରି ତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଦେଶରେ ପୂର୍ବରୁ ଏପରି…
ମଡେଲ ଭିଟ୍ଟୋରିଆ ହୋଇପାରନ୍ତି ଇଟାଲୀ ରାଣୀ
ଉତ୍ତରପଶ୍ଚିମ ଇଟାଲୀର ସାଭୋୟ ହେଉଛି ୧୧୮ ଛୋଟ ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏକ ରାଜ୍ୟ। ଏହାର ରାଜଧାନୀ ହେଉଛି ଭେନିସ୍। ପ୍ରିନ୍ସ ଇମାନ୍ବେଲ ଫିଲିବର୍ଟୋ ଅଫ୍ ସାଭୋୟ ‘ପ୍ରିନ୍ସ ଅଫ୍ ଭେନିସ୍’ ନାମରେ ମଧ୍ୟ ପରିଚିତ। ସେ ଫରାସୀ ହାଇ ସୋସାଇଟିର…
ଭାରତୀୟ ମୂଳ ବାସିନ୍ଦା ଲଢିବେ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଇଚ୍ଛା
ସିଙ୍ଗାପୁର,୮।୬: ସିଙ୍ଗାପୁରର ଜଣେ ଭାରତୀୟ ମୂଳ ବାସିନ୍ଦା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ଗୁରୁବାର ୨୨ ବର୍ଷ ପରେ ସକ୍ରିୟ ରାଜନୀତିରୁ ବାହାରି ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ଲଢିବାକୁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଲି ହିସୟନ ଲୁଂଗଙ୍କୁ…
ଫ୍ରାନ୍ସର ଅନେସି ସହରରେ ଶିଶୁଙ୍କ ଉପରେ ଗୁଳିମାଡ, ଅନେକେ ଗୁରୁତର
ଅନେସି,୮।୬: ଫ୍ରାନ୍ସର ଅନେସି ସହରରେ ଏକ ପାର୍କରେ ପିଲାମାନଙ୍କ ଉପରେ ଜଣେ ଅଜଣା ବ୍ୟକ୍ତି ଛୁରାମାଡ କରିଥିବା ଜଣାପଡିଛି। ଏହି ଘଟଣାରେ ୪ଜଣ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଥିବା କୁହାଯାଇଛି। ଫ୍ରାନ୍ସ ପୋଲିସ ଦେଇଥିବା ସୂଚନାଅନୁଯାୟୀ ଆକ୍ରମଣକାରୀଙ୍କୁ ଗିରଫ…
କାନାଡାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଜ୍ଞାପନ ମେଢକୁ ନେଇ ଜୟଶଙ୍କର କହିଲେ, ନା ଏହା ସମ୍ପର୍କ ପାଇଁ ଠିକ ନା ସେମାନଙ୍କ ପାଇଁ ଠିକ
ନୂଆଦିଲ୍ଲୀ,୮।୬: ବର୍ହିବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଗୁରୁବାର କାନାଡାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡର ଏକ ପ୍ରଜ୍ଞାପନ ମେଢ ବାହାର କରିବା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ବଡ ପ୍ରସଙ୍ଗ…
ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ଉତ୍ସବ ପାଳିଲେ ଖଲିସ୍ତାନୀ
ଓଣ୍ଟାରିଓ,୮।୬: କାନାଡାରେ ଖାଲିସ୍ତାନୀଙ୍କ ଆଉ ଏକ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ବାସ୍ତବରେ କାନାଡାର ବ୍ରମ୍ପଟନ ଅଞ୍ଚଳରେ ଏକ ପ୍ରଜ୍ଞାପନ ମେଢ ବାହାରିଥିଲା। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଏଥିରେ ସାମିଲ କରାଯାଇଥିଲା। ପ୍ରଜ୍ଞାପନ ମେଢରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଏହାକୁ…
ଆମେରିକାରେ କାନାଡା ଜଙ୍ଗଲ ନିଆଁର ପ୍ରଭାବ
ଓ୍ବାଶିଂଟନ,୮ା୬: କାନାଡା ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ପୂର୍ବ ତଟ ଏବଂ ମଧ୍ୟପଶ୍ଚିମ ଦେଶରେ ଜଙ୍ଗଲ ନିଆଁରୁ ଧୂଆଁ ବ୍ୟାପି ଉଭୟ ଦେଶର ରାଜଧାନୀକୁ ଘନ କୁହୁଡ଼ିରେ ବୁଧବାରଠାରୁ ଆଚ୍ଛାଦିତ କରି ରଖିଛି। ଫଳରେ…
ଭାରତ-ଆମେରିକା ମିଳିତ ଭାବେ ମହାକାଶରେ ଚାଇନାକୁ ଦେବେ ଟକ୍କର !…
ଓ୍ବାଶିଂଟନ,୮।୬ : : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ରୁ ଆମେରିକା ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ହ୍ବାଇଟ ହାଉସ କହିଛି ପିଏମ ମୋଦିଙ୍କ ଆଗାମୀ ଗସ୍ତ…
Archives


