ଅନ୍ତର୍ଜାତୀୟ

ୟୁକ୍ରେନ କରୁଛି ଡ୍ରୋନ ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୨୩।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ,ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ସେମାନେ ମସ୍କୋରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ତିନୋଟି ୟୁକ୍ରେନ ଡ୍ରୋନକୁ ଧ୍ୱଂସ କରିଛନ୍ତି।…

ଜଙ୍ଗଲ ନିଆଁକୁ କାବୁ କରିବା ଲାଗି ଗ୍ରହଣ କରାଯିବ ପ୍ରଭାବଶାଳୀ ପଦକ୍ଷେପ:ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା…

ଏଥେନ୍ସ,୨୩।୮ : ଗ୍ରୀସରେ ଜଙ୍ଗଲ ନିଆଁ ତାଣ୍ଡବ ରଚିଛି। ଅଗ୍ନିଶମ କର୍ମଚାରୀମାନେ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଳନ୍ତା ମୃତଦେହ ପାଇଛନ୍ତି। ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା ସାକେଲାରୋପୁଲୁ ଏକ ବିବୃତ୍ତିରେ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବାରମ୍ବାର ଜଙ୍ଗଲ…

ପଳାୟନ କରୁଥିବା ଇଥୋପିଆ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରୁଛନ୍ତି ସାଉଦି ଆରବ ସୁରକ୍ଷାକର୍ମୀ…

ରିୟାଦ,୨୩।୮ : ସାଉଦି ଆରବ ସୀମାରେ ଇଥିଓପିଆରୁ ପଳାୟନ କରୁଥିବା ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକମାନେ ୟେମେନ ଦେଇ ସାଉଦି…

ଗ୍ରୀସ ଜଙ୍ଗଲରେ ନିଆଁ: ଉଦ୍ଧାରକାରୀଙ୍କୁ ମିଳିଲା ୧୮ ମୃତଦେହ

ଆଥେନ୍ସ,୨୩।୮: ଗ୍ରୀକ ଅଗ୍ନିଶମ କର୍ମଚାରୀଙ୍କୁ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଣଙ୍କ ମୃତଦେହ ମିଳିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗି ରହିଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଉତ୍ତର-ପୂର୍ବ ଆଲେକ୍ସଜାଣ୍ଡ୍ରୋପୋଲିସ ଅଞ୍ଚଳର…

ସୁଇଜ କେନାଲରେ ୨ ଟ୍ୟାଙ୍କର୍‌ ମୁହାଁମୁହିଁ …

କାହିରା,୨୩।୮: ଇଜିପ୍ଟର ସୁଇଜ କେନାଲରେ ସିଙ୍ଗାପୁରରୁ ଯାଇଥିବା ବିଡବ୍ଲୁ ଲେସମେସ ଏବଂ କେମାନ ଦ୍ୱୀପପୁଞ୍ଜରୁ ଆସିଥିବା ଟ୍ୟାଙ୍କର୍‌ ମୁହାଁମୁହିଁ ହୋଇଛନ୍ତି। ବୁଧବାର ସକାଳେ ଜାହାଜ ଟ୍ରାକିଂ କମ୍ପାନୀ ମେରାଇନ ଟ୍ରାଫିକ ଏହି ସୂଚନା ଦେଇଛି। ଶିପିଂ ଟ୍ରାକରରେ ଏଲଏନଜି ବାହକ ବିଡବ୍ଲୁ…

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

ଇସଲାମାବାଦ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ପରିହାସ କରିବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ମଙ୍ଗଳବାର ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ’କୁ ପ୍ରଶଂସା କରି ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି।…

କାନାଡାର ଅର୍ଥମନ୍ତ୍ରୀଙ୍କ ଉପରେ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗ, ଲାଗିଲା ୨୦୦ ଡଲାରର ଜରିମାନା

ଓଟାଓ୍ବା,୨୩।୮: କାନାଡାର ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ୨୦୦ଡଲାରର ଜରିମାନା କରାଯାଇଛି। ମଙ୍ଗଳବାର ଜଣେ ମୁଖପାତ୍ର କହିଛନ୍ତି ଯେ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ତାଙ୍କ ନିଜ ପ୍ରଦେଶରେ ଦ୍ରୁତ ଗତିରେ ଗାଡି ଜଳାଇବା ଯୋଗୁ ଜରିମାନା ହୋଇଛି।…

ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କରେ ୮ ପ୍ରାର୍ଥୀ ନେବେ ଭାଗ, ସାମିଲ ହେବେନି ଟ୍ରମ୍ପ

ଓ୍ବାଶିଂଟନ୍‌,୨୩।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଆଜି ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ଜିଓପି ବିତର୍କ ହେବ। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିତର୍କରେ ଭାଗ ନେଇ ପାରିବେ…

ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଙ୍ଗ୍‌ ସମୟରେ ଦକ୍ଷିଣ ଆଫ୍ରିକାରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ ପାଇଁ ପ୍ରାର୍ଥନା କରାଯାଉଛି। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ…

କୃଷ୍ଣସାଗରକୁ ୨ ଯୁଦ୍ଧ ବିମାନ ପଠାଇଲା ରୁଷିଆ

ମସ୍କୋ,୨୩।୮: କୃଷ୍ଣସାଗର ଉପରେ ଦୁଇଟି ଡ୍ରୋନକୁ ଅଟକାଇବା ପାଇଁ ରୁଷିଆ ନିଜର ଦୁଇଟି ଯୁଦ୍ଧ ବିମାନ ପଠାଇଛି। କେଉଁ ଦେଶ ଏହାକୁ ନିୟୋଜିତ କରିଛନ୍ତି ତାହା ସେମାନେ ଜାଣନ୍ତି ନାହିଁ ବୋଲି ରୁଷିଆ କହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ,…

ଲଣ୍ଡନରେ ଐତିହାସିକ ଇଣ୍ଡିଆ କ୍ଲବ୍‌ ବନ୍ଦ ହେବ

ଲଣ୍ଡନ,୨୩ା୮(ପି.ଟି.): ଲଣ୍ଡନର ଇଣ୍ଡିଆ କ୍ଲବକୁ ବନ୍ଦ କରିଦେବା ଲାଗି ଘୋଷଣା କରାଯାଇଛି। ବନ୍ଦ ବିରୋଧରେ ଦୀର୍ଘଦିନ ଧରି ଚାଲିଥିବା ଆଇନଗତ ଲଢ଼େଇରେ ହାରିଯାଇଥିବାରୁ ଆସନ୍ତା ମାସରେ ଇଣ୍ଡିଆ କ୍ଲବ୍‌ ବନ୍ଦ ହେବାକୁ ଯାଉଛି। ସ୍ବାଧୀନତା ଆନ୍ଦୋଳନ ବେଳେ କ୍ରିଷ୍ଣ ମେନନଙ୍କ ସମେତ…

ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ/ନୂଆଦିଲ୍ଲୀ,୨୩ା୮: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ରାଷ୍ଟ୍ର ସମୂହ ବ୍ରିକ୍ସର ପଞ୍ଚଦଶ ସମ୍ମିଳନୀ ମଙ୍ଗଳବାର ଜୋହାନ୍ସବର୍ଗରେ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri