କାନାଡା ଓ୍ବାଇଲ୍ଡ ଫାୟାର: ଦେଶର ଅନେକ ସହରକୁ ବ୍ୟାପିପାରେ ନିଆଁ
ଅଟଓ୍ବା,୧୧।୬: କାନାଡାର ଜଙ୍ଗଲରେ ନିଆଁ ଏବେ ଧୀରେ ଧୀରେ ବିକଟାଳ ରୂପ ନେବାରେ ଲାଗିଛି। ନିଆଁ ଏବେ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କାନାଡର ପ୍ରାଦେଶିକ ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁରେ ଏହି ଅଗ୍ନିକାଣ୍ଡ…
ପ୍ରିନ୍ସ ଓ୍ବିଲିୟମ୍ଙ୍କ ଆଗରେ ପରେଡ୍ ବେଳେ ୩ ସୈନ୍ୟ ମୂର୍ଚ୍ଛାଗଲେ
ଲଣ୍ଡନ,୧୧।୬: ବ୍ରିଟେନରେ ଶନିବାର ସବୁଠୁ ଉତ୍ତପ୍ତ ଦିନ ଥିଲା। ଦିନର ତାପମାତ୍ରା ୩୦ ଡିଗ୍ରୀ ସେଲ୍ସିୟସରେ ପହଞ୍ଚତ୍ଥିଲା। ଏହି ସମୟରେ ପ୍ରିନ୍ସ ଓ୍ବିଲିୟମଙ୍କ ସମ୍ମୁଖରେ ସୈନ୍ୟମାନେ ପରେଡ୍ କରୁଥିବାବେଳେ ଅତ୍ୟଧିକ ଖରାରେ ୩ ସୈନ୍ୟ ମୂର୍ଚ୍ଛା ଯାଇଥିଲେ। କଲୋନେଲ୍ସ ରିଭ୍ୟୁ ନାମରେ…
ଦୁଇ ବିମାନ ମୁହାଁମୁହିଁ ଧକ୍କା
ଟୋକିଓ,୧୦ା୬: ଜାପାନର ହାନେଡା ବିମାନବନ୍ଦର ରନ୍ଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶନିବାର ଟୋକିଓ ବିମାନ ବନ୍ଦର୍ ରନଓ୍ବେରେ ଦୁଇଟି ଯାତ୍ରୀବାହୀ ବିମାନ ମୁହାଁମୁହିଁ ଧକ୍କା ହୋଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏଥିରେ କେହି ମୃତାହତ ହୋଇ…
ଧନୀ ଦେଶରେ ବେସରକାରୀ ସ୍କୁଲ୍କୁ ଯାଆନ୍ତି କମ୍ ଛାତ୍ରୀଛାତ୍ର, କାରଣ ଜାଣିଲେ…
ଲଣ୍ଡନ, ଓ୍ବାଶିଂଟନ୍,୧୦।୬: ଆମ ଦେଶରେ ସରକାରୀ ସ୍କୁଲ୍ ଠାରୁ ବେସରକାରୀ ସ୍କୁଲ୍ରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି କି, ଧନୀକ ଶ୍ରେଣୀର ବେସରକାରୀ ସ୍କୁଲ୍ରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବହୁତ୍ କମ୍। ସ୍କୁଲ୍ ଫି…
ନରଓ୍ବେକୁ ବ୍ୟାପିଲା କାନାଡା ଜଙ୍ଗଲ ନିଆଁ
ଅଟାଓ୍ବା,୧୦ା୬: କାନାଡା ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଧୂଆଁ ଯୋଗୁ ନ୍ୟୁୟର୍କର ବାୟୁ ଏବଂ ଆମେରିକାର ଅନେକ ଅଞ୍ଚଳ ପ୍ରଦୂଷିତ ହୋଇସାରିଛି। ବର୍ତ୍ତମାନ ଏହି ଧୂଆଁ ଗ୍ରୀନଲାଣ୍ଡ, ଆଇସଲାଣ୍ଡ ଦେଇ ନରଓ୍ବେରେ ପହଞ୍ଚିଛି। ବୈଜ୍ଞାନିକମାନେ ଆଶଙ୍କା…
ଆଫ୍ରିକାରେ ମରୁଡି ଆଶଙ୍କା! ଫସଲ ଜଳିଯିବା ସହ ହେଲାଣି ଅନେକ ପଶୁଙ୍କ ମୃତ୍ୟୁ
ଆଫ୍ରିକା,୧୦।୬: ବିଶ୍ୱତ୍ତାପନ ଯୋଗୁଁ ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଆଫ୍ରିକାରେ ମରୁଡ଼ି ଆଶଙ୍କା ୧୦୦% ବୃଦ୍ଧି ପାଇଛି। ଏନେଇ ଓ୍ବାଲର୍ଡ ଓ୍ବେଦର୍ ଆଟ୍ରିବ୍ୟୁସନ(ଡବ୍ଲୁଡବ୍ଲୁଏ)ରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସର…
ଜବରଦସ୍ତ ଧର୍ମାନ୍ତରୀକରଣ କରି ବିବାହ କରାଯାଇଥିବା ବାଳିକାଙ୍କୁ ମାତାପିତାଙ୍କ ସହ ଯିବାକୁ ମନା କଲେ ପାକିସ୍ତାନ କୋର୍ଟ…
ଇସଲାମାବା,୧୦।୬ : ପାକିସ୍ତାନରେ ହିନ୍ଦୁ ଯୁବତୀମାନଙ୍କୁ ଜବରଦସ୍ତଧର୍ମାନ୍ତରୀକରଣ କରିବା ଏବଂ ସେମାନଙ୍କୁ ମୁସଲମାନ ପୁଅମାନଙ୍କ ସହିତ ବିବାହ କରିବା ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସିନ୍ଧ ପ୍ରଦେଶରୁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ୧୪ ବର୍ଷ ବୟସ୍କାର ହିନ୍ଦୁ…
ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ: ୬ ମାସ ପୂର୍ବରୁ ମି ଠୁ ପ୍ରସଙ୍ଗ ନେଇ ବଢ଼ିଲା ଉଷ୍ମତା…
ତାଇପେ,୧୦।୬ : ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଇୱାନ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା…
ସୋମାଲିଆରେ ମୋର୍ଟାର ବିସ୍ଫୋରଣ: ୨୫ ପିଲାଙ୍କ ମୃତ୍ୟୁ…
ମୋଗାଦିଶୁ,୧୦।୬ : ସୋମାଲିଆରେ ଏକ ଖେଳ ପଡିଆରେ ଏକ ମୋର୍ଟାର ବିସ୍ଫୋରଣରେ ୨୫ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା କ୍ଷିଣ ସୋମାଲିଆର କୋରୋଲି ସହର ନିକଟରେ ଘଟିଛି। ସ୍ଥାନୀୟ…
ମଙ୍ଗୋଲିଆ ସାମରିକ କମାଣ୍ଡ ପରିଦର୍ଶନ କରି ‘ ଦ ଷ୍ଟିଲ ଗ୍ରେଟ ୱାଲ’ ନିର୍ମାଣ କରିବାକୁ ଆହ୍ବାନ କଲେ ଜିନପିଙ୍ଗ…
ବେଜିଂ,୧୦।୬ : ରାଷ୍ଟ୍ରପତି ଶି ଜିନପିଙ୍ଗ ପୁଣି ଥରେ ଚାଇନା ସୈନ୍ୟବାହିନୀକୁ ‘ ଦ ଗ୍ରେଟ ୱାଲ ଅଫ ଷ୍ଟିଲ’ ରେ ପରିଣତ କରିବାକୁ ଆହ୍ବାନ କରିଛନ୍ତି। ରାଜ୍ୟ ନିୟନ୍ତ୍ରିତ ଗଣମାଧ୍ୟମ ରିପୋର୍ଟ କରିଛି ସୈନ୍ୟମାନଙ୍କୁ ସୀମା ପ୍ରତିରକ୍ଷା ଏବଂ ନିୟନ୍ତ୍ରଣ…
ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ୧୨ ଡିଗ୍ରୀ, ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ…
କାଠମାଣ୍ଡୂ,୧୦।୬ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟର ପ୍ରବେଶ ଦ୍ୱାର ନାମଚେ ବଜାରରେ ତାପମାତ୍ରା ଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ରହିଛି। ନାମଚେ ବଜାର ସମୁଦ୍ର ପତ୍ତନ ଠାରୁ ୩୪୦୦ ମିଟର ଉଚ୍ଚରେ ରହିଛି।…
ତୁର୍କୀରେ ବାରୁଦ କାରଖାନାରେ ବିସ୍ଫୋରଣ: ୫ କର୍ମଚାରୀ ମୃତ…
ଆଙ୍କରା,୧୦।୬ : ଶନିବାର ତୁର୍କୀର ରାଜଧାନୀ ଆଙ୍କରାର ବାରୁଦ କାରଖାନାରେ ବିସ୍ଫୋରଣରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଆଙ୍କରାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏମକେଇ ରକେଟ…
Archives


