ଅନ୍ତର୍ଜାତୀୟ

ଚିତ୍ରାଲରେ ଆର୍ମି ମୁଖ୍ୟାଳୟକୁ ଦଖଲ କଲା ଟିଟିପି

ଇସଲାମବାଦ,୧୩।୮: ଗତ ସପ୍ତାହରେ ତେହେରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଚିତ୍ରାଲର କିଛି ଗାଁକୁ ଦଖଲ କରିବା ପରେ ପାସ୍ତୁନଖ୍ବାରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ଟିଟିପି ଚିତ୍ରାଲର ଆର୍ମି ମୁଖ୍ୟାଳୟକୁ ଦଖଲ କରିଛି। ତେବେ…

ହନୋଇର ୯ ମହଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବହୁ ମୃତ…

ହନୋଇ,୧୩।୯ : ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହନୋଇର ଏକ ନଅ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ ୫୦ରୁ ଅଧିକ ଲୋକ ଜୀବନ ଦଗ୍ଧ ହୋଇଥିବା କୁହାଯାଉଛି।…

ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଆଗ୍ରହୀ ୟୁକ୍ରେନ: ପୁଟିନ୍‌

ମସ୍କୋ,୧୩।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସହିତ ସାକ୍ଷାତ କରିବାର କିଛି ଘଣ୍ଟା ପୂର୍ବରୁ ଏକ ବଡ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ପୁଟିନ କହିଛନ୍ତି, ଆମେରିକା ଏବଂ ବ୍ରିଟେନ ଆଣବିକ ଅସ୍ତ୍ର ଦ୍ୱାରା…

‘ଜି -୨୦ ଘୋଷଣାପତ୍ର ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ କୌଶଳର ପ୍ରମାଣ’

ନୂଆଦିଲ୍ଲୀ/ନୁୟର୍କ,୧୩।୯: ଜି -୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବର୍ତ୍ତମାନ ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନର ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସ ମଧ୍ୟ ପ୍ରଶଂସା କରିଛନ୍ତି।…

ରୁଷିଆ ଗସ୍ତରେ ଥାଏ ବି ଆଣବିକ ଚୁକ୍ତିକୁ ଅଣଦେଖା…

ପ୍ୟୋଙ୍ଗୟାଙ୍ଗ,୧୩।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛି। ଜାପାନର ପିଏମଓ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛି ଯେ…

ବାଲିଷ୍ଟିକ ମିସାଇଲ ଲଞ୍ଚ୍‌ କରିଛି ଉତ୍ତର କୋରିଆ, ଜାପାନର ଦାବି

ଟୋକିଓ,୧୩।୯: ଆଜିକାଲି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ଉତ୍ତର କୋରିଆ ଦ୍ୱାରା…

ତାଇୱାନରେ ଅନୁପ୍ରବେଶ କରିବାକୁ ପୁଣି ଚେଷ୍ଟା କଲା ଚାଇନା

ମସ୍କୋ,୧୩।୯: ଚାଇନା ତାଇୱାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଜାରି ରଖିଛି। ଚାଇନାର ଏହି କାର୍ଯ୍ୟ ଉପରେ ତାଇୱାନ ଅନେକ ଥର ଅଭିଯୋଗ କରିଛି। ତେବେ ଚାଇନା ପୁଣି ଥରେ ତାଇୱାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ନେଇ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ…

ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବେ ଶପଥ ନେବେ ଥରମାନ୍‌ ଶାନମୁଗରତ୍ନମ

ସିଙ୍ଗାପୁର,୧୩।୯: ସିଙ୍ଗାପୁରରେ ରାଷ୍ଟ୍ରପତି ନର୍ବାଚନରେ ଜିତିଥିବା ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥରମାନ୍‌ ଶାନମୁଗରତ୍ନମ ସେପ୍ଟେମ୍ବର ୧୪ ଅର୍ଥାତ୍‌ ଗୁରୁବାର ସିଙ୍ଗାପୁରର ୯ମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଥରମାନ୍‌ ଶାନମୁଗରତ୍ନମ ୭୦.୪ ପ୍ରତିଶତ ଭୋଟ ସହିତ…

ପାକିସ୍ତାନକୁ ଜବାବ ଦେଲା ତାଲିବାନ: ଅବୈଧ ନିର୍ମାଣ, ସୀମାରେ ଗୁଳି ଚଳାଇବା ଅଭିଯୋଗକୁ କଲା ପ୍ରତ୍ୟାଖ୍ୟାନ

ଇସଲାମାବାଦ,୧୩।୯: ତାଲିବାନ ମଙ୍ଗଳବାର ପାକିସ୍ତାନ ସରକାରଙ୍କ ଦ୍ୱାରା ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଦୁଇ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ପାକିସ୍ତାନ ବୁଧବାର ପ୍ରମୁଖ ତୋର୍ଖମ ସୀମା ପୋଷ୍ଟ ରାସ୍ତା ବନ୍ଦ କରିଦେଇଛି। ପାକିସ୍ତାନ…

ୟୁକ୍ରେନକୁ ସାହାଯ୍ୟ କରିବ ସ୍ବିଡେନ, ଦେଇପାରେ ଗ୍ରିପେନ ଯୁଦ୍ଧ ବିମାନ

କିଭ୍‌,୧୩।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଗ୍ରିପେନ ଯୁଦ୍ଧ ବିମାନ ଦେବା ପାଇଁ ସ୍ବିଡେନ ସରକାର ବିଚାର କରୁଛନ୍ତି। ସ୍ବିଡେନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ବିଡେନ ପବ୍ଲିକ ରେଡିଓ (ଏସ୍‌ଆର୍‌) ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯଥାଶୀଘ୍ର ଗୋଟିଏ ଡିଭିଜନ ଗ୍ରିପେନ…

ଭାରତ-ୟୁରୋପ କରିଡରରୁ ରୁଷିଆକୁ ହେବ ଫାଇଦା: ପୁଟିନ୍‌

ମସ୍କୋ,୧୩।୯: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରକୁ ରୁଷିଆ ପାଇଁ ଲାଭଦାୟକ ବୋଲି କହିଛନ୍ତି। ପୁଟିନ୍‌ ମଙ୍ଗଳବାର କହିଛନ୍ତି , ଏଥିରୁ ରୁଷିଆର କୌଣସି କ୍ଷତି ହେବ ନାହିଁ, ବରଂ ଏହା ରୁଷିଆ ପାଇଁ ଲାଭଦାୟକ ଯୋଜନା। ପୂର୍ବାଞ୍ଚଳ…

ବଢିଲା ବାଇଡେନଙ୍କ ଅଡୁଆ, ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମିଳିଲା ମଞ୍ଜୁରୀ

ଓ୍ବାଶିଂଟନ୍‌,୧୩।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ଅଡୁଆ ବଢିଛି। ଆମେରିକା ସଂସଦର ବାଚସ୍ପତି କେଭିନ ମାକ୍କାର୍ଥୀ ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି। ବିଦେଶୀ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?