ଆମେରିକାରେ ଇତିହାସ ରଚିବେ ମୋଦି, ଏମିତି କରିବାରେ ସେ ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ
ଓ୍ବାଶିଂଟନ,୧୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଜୁନରୁ ୨୪ ଜୁନ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଉଛନ୍ତି।ତାଙ୍କର ଏହି ଗସ୍ତ ଐତିହାସିକ ହେବ । ଦ୍ୱିତୀୟ ଥର…
ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନିଙ୍କ ପରଲୋକ
ରୋମ,୧୨।୬: ୟୁରୋପୀୟ ଦେଶ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଲ୍ୟୁକେମିଆରେ ପୀଡିତ ଥିଲେ। ତାଙ୍କର ଶ୍ୱାସକ୍ରିୟା ଜନିତ ଅସୁବିଧା ଥିଲା। ବର୍ଲୁସ୍କୋନି…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚାଇନାର ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟାରେ ସର୍ବାଧିକ ବୃଦ୍ଧି…
ବେଜିଂ,୧୨।୬ : କିଛି ଦିନ ଧରି ଚାଇନା ସହିତ ଅନେକ ଦେଶର ଉତ୍ତେଜନା ବୃଦ୍ଧି ପାଇଛି। ଚାଇନା ସହିତ ଭାରତ ସୀମାରେ କ୍ରମାଗତ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ଯେଉଁଥିରେ ଭାରତ, ପାକିସ୍ଥାନ ଏବଂ ଚାଇନା…
ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାକୁ ଘୋଷଣା କଲା ଜାପାନ…
ଟୋକିଓ,୧୨।୬ : ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ଜାପାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ଆଦେଶରେ କୁହାଯାଇଛି ଜାପାନ ପାଇଁ ବିପଦ ସୃଷ୍ଟି କରୁଥିବା ଯେକୌ ଣସି ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟକରାଯିବ। ଜାପାନ…
ଆମେରିକାରେ ମୋଦି ଥାଳି…
ଓ୍ବାଶିଂଟନ,୧୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ମୂଳ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ପିଏମ ମୋଦିଙ୍କ ପାଇଁ ଏପରି କ୍ରେଜ ଯେ ଗସ୍ତ ପୂର୍ବରୁ ନ୍ୟୁ ଜର୍ସିର ଏକ ରେଷ୍ଟୁରାଣ୍ଟ ତାଙ୍କ ନାମରେ ଏକ ଖାଦ୍ୟ ଥାଳି…
ବ୍ରିଟେନରେ ୭୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ହେବେ ପ୍ରଧାନ ବିଚାରପତି…
ଲଣ୍ଡନ,୧୨।୬ : ବ୍ରିଟେନରେ ଏଥର ନ୍ୟାୟିକ ବ୍ୟବସ୍ଥାର ନିର୍ଦ୍ଦେଶ ଜଣେ ମହିଳା ବିଚାରପତିଙ୍କ ହାତରେ ରହିବ। ଗତ ୭୫୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ପୂର୍ବରୁ କୌଣସି ମହିଳାଙ୍କୁ ଏହି ଗୌରବ ମିଳିଛି।…
ଚାଇନାର ମଧ୍ୟସ୍ଥି: ପାକିସ୍ତାନରେ ପହଞ୍ଚିଲା ରୁଷିଆ ଅଶୋଧିତ ତୈଳ…
ଇସଲାମାବାଦ/ମସ୍କୋ,୧୨।୬ : ରୁଷିଆରୁ ଶସ୍ତା ଅଶୋଧିତ ତୈଳର ପ୍ରଥମ ପରିବହନ କରାଚି ବନ୍ଦରରେ ପହଞ୍ଚିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ସୂଚନା ଦେଇଛନ୍ତି। ପାକିସ୍ତାନରେ ଚାଲିଥିବା ମୁଦ୍ରାସ୍ଫୀତି ଏବଂ ତୈଳ ମୂଲ୍ୟରେ ଆକାଶଛୁଆଁ ହେବା ମଧ୍ୟରେ ଏହା ଏକ ବଡ଼…
ମେରିଲ୍ୟାଣ୍ଡରେ ଗୁଳିକାଣ୍ଡ: ୩ ମୃତ, ୭ ଆହତ…
ଓ୍ବାଶିଂଟନ,୧୨।୬ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଆମେରିକାର ମେରିଲ୍ୟାଣ୍ଡର ଆନ୍ନାପଲିସ ଅଞ୍ଚଳରେ ଘଟିଛି। ଗୋଟିଏ ଘରେ ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡର…
ପେରୁରେ ଏଲ ନିନୋ ସଙ୍କଟ: ଡେଙ୍ଗୁରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ, ୨୦୦ ମୃତ…
ଲିମା,୧୨।୬ : ଦକ୍ଷିଣ ଆମେରିକାର ଦେଶ ପେରୁରେ ଏଲ ନିନୋ ସଙ୍କଟ ଦେଖାଦେଇଛି। ଏଠାରେ ବହୁ ଲୋକ ଡେଙ୍ଗୁ ଆକ୍ରାନ୍ତ ହୋଇଛି। ପେରୁରେ ଡେଙ୍ଗୁ ରୋଗର ରେକର୍ଡ ରିପୋର୍ଟ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେରୁରେ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷରୁ…
ଡଙ୍ଗାରେ ଅଗ୍ନିକାଣ୍ଡ: ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…
କାଏରୋ,୧୨।୬ : ଇଜିପ୍ଟର ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି। ଏହି ଡଙ୍ଗାରେ ଅନେକ ବ୍ରିଟିଶ ପର୍ଯ୍ୟଟକ ଯାଇଥିଲେ, ସେମାନଙ୍କ ମଧ୍ୟରୁ ତିନିଜଣ ନିଖୋଜ ଅଛନ୍ତି। ନ୍ୟୁଜ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଉଦ୍ଧାରକାରୀମାନେ ନିଖୋଜ…
ନ୍ୟୁ ସାଉଥ ଓ୍ବେଲସରେ ମର୍ମନ୍ତୁଦ ବସ ଦୁର୍ଘଟଣା: ୧୦ ମୃତ, ୧୧ ଆହତ…
ସିଡ୍ନୀ,୧୨।୬ : ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ହଣ୍ଟର୍ ଅଞ୍ଚଳରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ପୋଲିସ ଏହି ସୂଚନା…
ସ୍କଟଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ଗିରଫ
ଲଣ୍ଡନ,୧୨ା୬: ସ୍କଟ୍ଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ନିକୋଲା ଷ୍ଟର୍ଜନ ଦୁର୍ନୀତି ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସ୍ବାଧୀନତା ସପକ୍ଷବାଦୀ ସ୍କଟିଶ୍ ନ୍ୟାଶନାଲ ପାର୍ଟି (ଏସ୍ଏନ୍ପି)ର ପାଣ୍ଠି ଓ ଆର୍ଥିକ ହେରଫେର ମାମଲାରେ ତଦନ୍ତ ଚାଲିଥିବାବେଳେ ୫୨ ବର୍ଷୀୟା ନିକୋଲାଙ୍କୁ ପୋଲିସ ଗିରଫ…
Archives


