ପୁଣି ନକଲି କଫ୍ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ
ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ଗାମ୍ବିଆ, ଉଜବେକିସ୍ତାନ ଏବଂ ଇଣ୍ଡୋନେସିଆରେ କଫ୍ ସିରପ ପିଇ ୩୦୦ରୁ…
ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ
ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍ ୨୫ ଜୁନ୍ରେ ଦେଖାଯାଇଥିଲା ତେବେ ଏହାରି ଭିତରେ ସୂଚନା ମିଳିଛି କି, ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଜୁଲାଇ…
ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ
ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି। ଦେଶ ବର୍ତ୍ତମାନ ବୃହତ୍ତ ଜନସଂଖ୍ୟା ଦେଶ ନୁହେଁ ଅଧିକ…
ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ
ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ ନେଇ କୁହାଯାଇଛି କି ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଡେଙ୍ଗୁ କରାଉଥିବା ମଶାଙ୍କୁ ଲାଭ…
ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ
ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି ଅଧିକ ହେବ। ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି ଯେ…
ପ୍ରେମିକାଙ୍କ ସହ ୩୦୭୪ ଫୁଟ ଉଚ୍ଚ ସେଣ୍ଟ୍ରାଲ ଓରେଗନ ପର୍ବତ ଚଢୁଥିବା ଛାତ୍ରଙ୍କର ମୃତ୍ୟୁ
ବେଂଡ(ଆମେରିକା),୨୧।୭: ଓରେଗନର କ୍ୟାସକେଡ ପର୍ବତରେ ନର୍ଥ ସିଷ୍ଟରର ଶିଖର ନିକଟରେ ଶହ ଶହ ଫୁଟ ତଳକୁ ଖସିପଡିବାରୁ ୨୧ ବର୍ଷୀୟ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଛାତ୍ରଙ୍କ ମୃତଦେହ ଗୁରୁବାର ମିଳିଛି। ହେଲେ ଏହା ଯେଉଁଠାରେ ପଡିଛି ସେପର୍ଯ୍ୟନ୍ତ ପହଞ୍ଚିବା ମୁସ୍କିଲ…
ଗ୍ରୀଷ୍ମପ୍ରବାହ ମଧ୍ୟରେ ଜଙ୍ଗଲରେ ଲାଗିଲା ନିଆଁ, ୩୫ ବର୍ଗ କିଲୋମିଟର ଜଙ୍ଗଲ ହେଲା ପାଉଁଶ
ଆଥେନ୍ସ,୨୧।୭: ୟୁରୋପରେ ଗତ କିଛି ଦିନ ହେବ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଭଳି ପରିସ୍ଥିତିରେ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଏତେ ଭୟଙ୍କର ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ବର୍ଗ କିଲୋମିଟର ଜଙ୍ଗଲ ପାଉଁଶ ହୋଇଯାଇଛି। ଲୋକଙ୍କୁ…
‘ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନ ପସନ୍ଦ’, ଆମେରିକା ରାଷ୍ଟ୍ରଦୂତ କହିଲେ, ‘ଆମର ସମ୍ପର୍କ ଅଧ୍ୟାପକ ଛାତ୍ର ଭଳି ନୁହେଁ’
ଓ୍ବାଶିଂଟନ,୨୧।୭: ବିଶ୍ୱର ସବୁଠାରୁ ଦୁଇଟି ବଡ ଗଣତନ୍ତ୍ର ଦେଶରେ ଆଗାମୀ ବର୍ଷ ନିର୍ବାଚନ ହେବାକୁ ଯାଉଛି। ଆମେରୀକାରେ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ସେପଟେ ଭାରତରେ ସଂସଦ ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଭାରତରେ ଥିବା ଆମେରିକାର…
ଆମେରିକର ଏହି ବିପଜ୍ଜନକ ବୋମାକୁ ରୁଷିଆ ବିରୋଧରେ ବ୍ୟବହାର କରୁଛି ୟୁକ୍ରେନ
ମସ୍କୋ,୨୧।୭: ଆମେରିକାରୁ ମିଳିଥିବା କ୍ଲଷ୍ଟର ବୋମାକୁ ୟୁକ୍ରେନ ରୁଷୀୟ ସେନା ବିରୋଧରେ ବ୍ୟବହାର କରିବା ଆରମ୍ଭ କରିଦେଇଛି। ଆମେରିକା ଏକ ବିବୃତ୍ତିରେ କହିଛି ଯେ ରୁଷିଆ ବିରୋଧରେ ଏହି କ୍ଲଷ୍ଟର ବୋମାକୁ ୟୁକ୍ରେନ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ବ୍ୟବହାର କରୁଛି। ସୂଚନାଯୋଗ୍ୟ…
ପୁଟିନ୍ଙ୍କ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ହୋଇପାରେ ୨୦ବର୍ଷ ଜେଲ
ମସ୍କୋ,୨୧।୭: ରୁଷିଆର ଭ୍ଲାଦିମିର ପୁଟିନ୍ଙ୍କ ସବୁଠାରୁ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ୨୦ବର୍ଷ ଜେଲ ଯାଇପାରେ। ଗୁରୁବାର ରୁଷିଆର ସରକାରୀ ଓକିଲମାନେ ନାଭାଲନିଙ୍କୁ ସର୍ବାଧିକ ସୁରକ୍ଷା ଜେଲରେ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ନାବାଲନି ଏକ ମୌଳିକ…
ପେଣ୍ଟାଗନ ଅଧିକାରୀଙ୍କ ଦାବି: ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ଆମେରିକା
ବେଜିଂ,୨୧।୭: ଚାଇପାକୁ ବିପଦ ଭାବି ଆମେରିକା ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ବୋଲି ପେଣ୍ଟାଗନ ଦାବି କରିଛି। ଉଚ୍ଚ କ୍ଷମତାଯୁକ୍ତ ଆର୍ଟିଲିରି ଏବଂ ଇଫାଣ୍ଟ୍ରି ଯାନ ତିଆରି କରିବାର ପ୍ରସ୍ତାବ ଉପରେ ଉଭୟ ଦେଶ କାର୍ଯ୍ୟ ଆରମ୍ଭ…
ବିଦେଶୀ ଆମଦାନୀ-ରପ୍ତାନୀ ଉପରେ ପ୍ରତିବନ୍ଧକ ବୃଦ୍ଧିକଲେ ପୁଟିନ
ମସ୍କୋ,୨୧ା୭: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କଞ୍ଚାମାଲ ଏବଂ ସାମଗ୍ରୀର ଆମଦାନି ଏବଂ ରପ୍ତାନୀକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ କଞ୍ଚାମାଲ ଏବଂ ସାମଗ୍ରୀ ଆମଦାନୀ ତଥା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଏକ ନିର୍ଦ୍ଦେଶରେ ଦସ୍ତଖତ…
Archives


