ଅନ୍ତର୍ଜାତୀୟ

କାନାଡା ପୋଲିସର ଅବସରପ୍ରାପ୍ତ ଅଧିକାରୀ ଚାଇନାକୁ ଦେଉଥିଲେ ଗୁପ୍ତ ତଥ୍ୟ, ଗିରଫ

ଓଟାଓ୍ବା,୨୨।୭: ଆମେରିକା ଏବଂ ୟୁରୋପୀୟ ମହାଦ୍ୱୀପରେ ଚାଇନାର ଗୁପ୍ତଚର ବ୍ୟବସ୍ଥାର କାର୍ଯ୍ୟକଳାପ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷକରି ସରକାରୀ ବିଭାଗରେ ଚାଇନା ଏହାର ଅନୁପ୍ରବେଶକୁ ଶୀଘ୍ର ବୃଦ୍ଧି କରିବାଳେ ଲାଗିପଡିଛି। ସାଇବର ଆକ୍ରମଣ ସହିତ ଚାଇନା ମଧ୍ୟ ଅନେକ ବିଭାଗରେ…

ମାନବଯୁକ୍ତ ଚନ୍ଦ୍ର ରୋଭର୍‌ ପାଇଁ ରିଜେନେରେଟିଭ ଫୁଏଲ ପ୍ରସ୍ତୁତ କଲା ଟୟୋଟା, ନାସାର ପରବର୍ତ୍ତୀ ମିଶନରେ ହେବ ବ୍ୟବହାର

ଟୋକିଓ,ଓ୍ବାଶିଂଟନ୍‌,୨୨।୭: ଜାପାନର ମୋଟର ବାହାନ ନିର୍ମାତା ଟୟୋଟା ମୋଟର ମାନବଯୁକ୍ତ ଚନ୍ଦ୍ର ରୋଭରକୁ ଶକ୍ତି ଦେବା ପାଇଁ ପୁନନିର୍ମାଣଶୀଳ ଇନ୍ଧନ ସେଲ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏହି କୌଶଳର ବ୍ୟବହାରରେ ଚନ୍ଦ୍ରରେ ଥିବା ଜଳ ବରଫକୁ ଭବିଷ୍ୟତରେ…

ଏହି ଦେଶରେ ନାହିଁ ରେଳ କି ସଡ଼କର ବ୍ୟବସ୍ଥା, ଲୋକେ ଡଙ୍ଗା,ହେଲିକପ୍ଟରରେ କରନ୍ତି ଯାତ୍ରା

ନୁକ୍‌,୨୨।୬: ଗ୍ରୀନଲ୍ୟାଣ୍ଡ ହେଉଛି ଆମେରିକାର ମହାଦେଶର ଏକ ଭୌଗୋଳିକ ଅଂଶ। ୧୯୭୩ରେ ଏହା ୟୁରୋପୀୟ ୟୁନିଅନରେ ସାମିଲ ହୋଇଥିଲା। ଯେତେବେଳେ ଏହା ଡେନମାର୍କର ଅଂଶ ଥିଲା, କିନ୍ତୁ ପରେ ଏହାକୁ ଛାଡିଦିଆଯାଇଥିଲା। ଏହାର ମୂଳ ବାସିନ୍ଦା ହେଉଛନ୍ତି କାନାଡାରୁ ଗ୍ରୀନଲ୍ୟାଣ୍ଡକୁ ଆସିଥିବା…

ଆସନ୍ତା ବର୍ଷ ମେ’ ୨୦ରୁ ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ଚାଲିବ ମୋକଦ୍ଦମା

ଓ୍ବାଶିଂଟନ,୨୨।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମସ୍ୟା ଏବେ ବଢିବାକୁ ଯାଉଛି। ଗୁପ୍ତ ଦସ୍ତାବିଜ ରଖିଥିବା ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆଗାମୀ ବର୍ଷ ମେ’ରେ ମୋକଦ୍ଦମା ଆରମ୍ଭ ହେବ। କୋର୍ଟ ୨୦ ମେ’ ୨୦୨୪କୁ ଶୁଣାଣି ପାଇଁ ତାରିଖ ସ୍ଥିର…

କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ଭାଙ୍ଗିଛି ରୁଷିଆ, ଗରିବ ଦେଶରେ ଅନେକ ଲୋକଙ୍କର ହୋଇପାରେ ମୃତ୍ୟୁ: ଜାତିସଂଘ

ମସ୍କୋ,୨୨।୭: ରୁଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପ୍ରତ୍ୟାହାର କରିଛି। ରୁଷିଆ ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଏସିଆରେ ଅଧିକାଂଶ ଗରିବ ଦେଶ ୟୁକ୍ରେନରୁ ସେମାନଙ୍କର ଖାଦ୍ୟ ଶସ୍ୟ ଆମଦାନି କରନ୍ତି। ବର୍ତ୍ତମାନ ମିଳିତ ଜାତିସଂଘର ସହାୟତା…

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ ଭଳି ସମାନ ଚିନ୍ତାଧାରାର ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକାଠି କାମ କରିବା ଆବଶ୍ୟକ।…

ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ

ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଅଛି। ଆମେରିକୀୟ ହିନ୍ଦୁ ସମାଜ ଏହାକୁ…

ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍‌ଚେଟ୍ଟି

ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍‌ମିରାଲ୍‌ ଲିସା ଫ୍ରାନ୍‌ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନେଭିର ପାସିଫିକ୍‌ ଫ୍ଲିଟ୍‌ କମାଣ୍ଡର ଥିବା ଆଡ୍‌ମିରାଲ୍‌ ସାମୁଏଲ୍‌ ପାପାରୋଙ୍କ…

କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ

ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ଆମ ଉପରେ କୌଣସି ପ୍ରକାର ଆଣବିକ ଆକ୍ରମଣ…

‘ନିର୍ବାଚନରେ ମୋର ଜିତିବାକୁ ନେଇ ଡରୁଛନ୍ତି ଶହବାଜ ସରକାର’, ଏଜେଣ୍ଡା ଚଳାଉଥିବା ଅଭିଯୋଗ ଆଣିଲେ ଇମ୍ରାନ୍‌

ଇସଲାମାବାଦ,୨୨।୭: ପାକିସ୍ତାନରେ ରାଜନନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନର ମିଳିତ ସରକାର ଏବଂ ବିରୋଧୀ ଦଳର ନେତା ଇମ୍ରାନ୍‌ ଖାନଙ୍କ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଦଳ ମଧ୍ୟ ଇମ୍ରାନ୍‌ ଖାନଙ୍କୁ ଗିରଫ କରାଇସାରିଛନ୍ତି, ଯାହା ବିରୋଧରେ…

ପାକିସ୍ତାନ ରକ୍ଷାମନ୍ତ୍ରୀଙ୍କ ଦାବି, ନୱାଜ ଶରିଫ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୨।୭: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ନେତା ଖାୱଜା ଆସିଫ କହିଛନ୍ତି ଯେ, ଦଳର ସର୍ବୋଚ୍ଚ ନେତା ନୱାଜ ଶରିଫ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ନ୍ୟୁଜ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନୱାଜ ଶରିଫ କେବଳ ଫେରିବେ ନାହିଁ…

ହରତାଳ କରିବେ ପାକିସ୍ତାନୀ ପେଟ୍ରୋଲିୟମ ଡିଲର

ଇସଲାମବାଦ,୨୧।୭: ଅର୍ଥସଙ୍କଟରେ ଯୁଝୁଥିବା ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମ୍ମୁଖୀନ ହେଉଛି। ପାକିସ୍ତାନର ପେଟ୍ରୋଲିୟମ ଡିଲରମାନେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଏନେଇ ସେମାନେ ଶନିବାର ଠାରୁ ଦେଶବ୍ୟାପୀ ଧର୍ମଘଟ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri