ୟୁକ୍ରେନ୍ ଉପରେ ରାତି ସାରା କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…
କିଭ୍/ମସ୍କୋ,୧୩।୬ : ୟୁକ୍ରେନ ଅଧିକାରୀ କହିଛନ୍ତି ରୁଷିଆ କ୍ରାଭିଭ ରିହ ସହର ଉପରେ ରାତି ସାରା କ୍ଷେପଣାସ୍ତ୍ର ମାଡ କରିଛି। ଯେଉଁଥିରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ଡେନେପ୍ରୋପେଟ୍ରୋଭସ୍କ ଅଞ୍ଚଳର ରାଜ୍ୟପାଳ ସେରହି ଲିସାକ କହିଛନ୍ତି…
୧୦୦ ଦିନ ସମୁଦ୍ରରେ ରହି ଓ୍ବାଲର୍ଡ ରେକର୍ଡ କଲେ ପ୍ରଫେସର…
ଫ୍ଲୋରିଡା,୧୩।୬ : ଆମେରିକାର ଫ୍ଲୋରିଡାର ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ କରିଛନ୍ତି। ପ୍ରଫେସର ୧୦୦ଦିନ ସମୁଦ୍ର ପାଣି ତଳେ ରହିବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ନୌସେନାର ପୂର୍ବତନ ଡାଇଭର ତଥା ବାୟୋମେଟିକାଲ ଇଞ୍ଜିନିୟରିଂର ବିଶେଷଜ୍ଞ…
ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛି ରୁଷିଆ, ଅର୍ଥନୈତିକ ସହଯୋଗ ବଢ଼ିଲା…
ମସ୍କୋ,୧୩।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ଚାହୁଁଛୁ। ଏହା ଅନ୍ତର୍ଗତ ରିହାତିଯୁକ୍ତ ରୁଷିଆ ତୈଳର ପ୍ରଥମ ପରିବହନ ସପ୍ତାହ ଶେଷରେ କରାଚି ବନ୍ଦରରେ ପହଞ୍ଚିଛି। ଏକ୍ସପ୍ରେସ ଟ୍ରିବ୍ୟୁନ…
ସିରିଆରେ ହେଲିକପ୍ଟର ଦୁର୍ଘଟଣା: ୨୨ ଆହତ
ଓ୍ବାଶିଂଟନ,୧୩।୬: ୟୁଏସ ସେଣ୍ଟ୍ରାଲ କମାଣ୍ଡ ସୋମବାର ବିଳମ୍ବିତ ରାତିରେ କହିଛି ଯେ ରବିବାର ପୁର୍ବୋତ୍ତର ସିରିଆରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨୨ ଆମେରିକୀୟ ସେବା ସଦସ୍ୟ ଆହତ ହୋଇଛନ୍ତି। ହେଲେ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ତାହାର…
ଚାଇନା ଆକ୍ରମଣ ଆଶଙ୍କା ମଧ୍ୟରେ ଆମେରିକା ନାଗରିକଙ୍କୁ ତାଇୱାନରୁ ଫେରାଇ ଆଣିବାକୁ ଯୋଜନା କରୁଛି ଆମେରିକା
ଓ୍ବାଶିଂଟନ,୧୩।୬: ଆମେରିକାର ବାଇଡେନ ସରକାର ତାଇୱାନରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ଫେରାଇ ଆଣିବାକୁ କରିବାକୁ ଯୋଜନା କରୁଛନ୍ତି। ମେସେଞ୍ଜର ନ୍ୟୁଜ ୱେବସାଇଟ ଅନୁଯାୟୀ, ଗତ ୬ ମାସ ଧରି ଆମେରିକା ନାଗରିକମାନଙ୍କୁ ତାଇୱାନରୁ ଫେରାଇ ଆଣିବା ପାଇଁ ଯୋଜନା କରିଛି। ତେବେ…
ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସୁକ ହ୍ବାଇଟ ହାଉସ
ଓ୍ବାଶିଂଟନ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ଜୁନରେ ଆମେରିକା ଗସ୍ତରେ ଯିବେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଭବନ ବା ହ୍ବାଇଟ ହାଉସ କହିଛି ଯେ ଭାରତ ଏବଂ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାରୀ ରହିଛି ଏବଂ କ୍ୱାଡ ମଧ୍ୟରେ ଆମର ଉତ୍ତମ…
ଗୋପନୀୟ ଡକ୍ୟୁମେଣ୍ଟ ମାମଲାରେ କୋର୍ଟରେ ହାଜର ହେବେ ଟ୍ରମ୍ଫ
ଓ୍ବାଶିଂଟନ,୧୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସରୁ ତାଙ୍କ ବାସଭବନକୁ ଗୋପନୀୟ ଡକ୍ୟୁମେଣ୍ଟ ସ୍ଥାନାନ୍ତର ଅଭିଯୋଗର ସମ୍ମୁଖୀନ ହୋଇ ସୋମବାର ମିଆମିରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଗୋଟିଏ ପରେ ଗୋଟିଏ ଅନେକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡ…
ଇମ୍ରାନଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଶହବାଜ ସରକାର!
ଇସଲାମାବାଦ,୧୩।୬: ପାକିସ୍ତାନର ନାଶନାଲ ଆସେମ୍ଲି ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ପାର୍ଟିକୁ ଝଟକା ଦେଇ ଏକ ପ୍ରସ୍ତାବ ପାସ କରାଇଛନ୍ତି। ଏହି ପ୍ରସ୍ତାବରେ ମେ୯ରେ ହୋଇଥିବା ହିଂସାରେ ସାମିଲ ରାଜନୈତିକ ଦଳ ଓ ସେହି ଦଳର ନେତାଙ୍କ…
ବିମାନ ଯାତ୍ରାରେ ଜଳବାୟୁ ପରିବର୍ତ୍ତନ ବାଧକ
ଲଣ୍ଡନ, ୧୩ା୬: ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାଣୀ ଜଗତ ପ୍ରଭାବିତ ହେବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। କେବଳ ଏତିକି ନୁହେଁ, କ୍ଳାଇମେଟ୍ ଚେଞ୍ଜ ବିମାନଯାତ୍ରାରେ ମଧ୍ୟ ବାଧକ ସାଜିଲାଣି। ବ୍ରିଟେନ୍ସ୍ଥିତ ୟୁନିଭର୍ସିଟି ଅଫ୍ ରିଡିଂର ଗବେଷକଙ୍କ ଦ୍ୱାରା କରାଯାଇଥିବା…
ଚାଇନାରେ ବିବାହ କମିଛି
ବେଜିଂ,୧୩।୬: ଚାଇନା ଜନସଂଖ୍ୟା କମିବା ଯୋଗୁ ବିବାହ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ଦେଶରେ ସବୁଠୁ କମ୍ ସଂଖ୍ୟକ ଲୋକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚାଇନାର ସାଧାରଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଗତବର୍ଷ ୬.୮ ନିୟୁତ…
ୟୁନେସ୍କୋରେ ଯୋଗଦେବା ନେଇ ଆମେରିକାର ନିଷ୍ପତ୍ତି
ପ୍ୟାରିସ୍,୧୨ା୬: ଜାତିସଂଘର ସାଂସ୍କୃତିକ ତଥା ବିଜ୍ଞାନ ଭିତ୍ତିକ ସଂସ୍ଥା ୟୁନେସ୍କୋରେ ଆମେରିକା ପୁଣି ଯୋଗଦେବା ନେଇ ସୋମବାର ଘୋଷଣା କରାଯାଇଛି। ଏପରିିକି ବକେୟା ଥିବା ୬୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ପଠ କରିବାକୁ ଓ୍ବାଶିଂଟନ ନିଷ୍ପତ୍ତି ନେଇଛି। ୟୁନେସ୍କୋ ପାଲେଷ୍ଟାଇନ୍କୁ ସଦସ୍ୟ…
ତୁର୍କୀ-ନ୍ୟୁୟର୍କ ବିମାନରେ ୧୧ ବର୍ଷ ନାବାଳକର ମୃତ୍ୟୁ
ଆଙ୍କାରା,୧୨।୬: ଇସ୍ତାନବୁଲରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ତୁର୍କୀ ଏୟାରଲାଇନ୍ସ ବିମାନରେ ଜଣେ ୧୧ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ବିମାନରେ ବସିବା ପରେ ଶିଶୁର ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଲା। ପିଲାଟି ବେହୋଶ ହେବା ପରେ ଆନାନ…
Archives


