‘ମହିଳାଙ୍କ ପାଇଁ ସଂସଦ ସୁରକ୍ଷିତ ନୁହେଁ’
ସିଡ୍ନୀ,୧୫ା୬: ଅଷ୍ଟ୍ରେଲିଆର ଜଣେ ମହିଳା ସାଂସଦ ତାଙ୍କ ସହକର୍ମୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ସଂସଦ ଗୃହ ମହିଳାମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ। ସିନେଟ୍ରେ ମହିଳା ସାଂସଦ ତାଙ୍କ ପକ୍ଷ ରଖିଥିଲେ। ସାଂସଦ…
ସଙ୍କଟ ସମୟରେ ଏକା ହୋଇଗଲେ ଟ୍ରମ୍ପ, ସ୍ତ୍ରୀଙ୍କୁ ଦେଖିବାକୁ ମିଳୁନି ସାଥୀରେ
ଓ୍ବାଶିଂଟନ,୧୫ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ, ମେଲାନିଆ ତାଙ୍କୁ ଦେଖା କରି ନ ଥିଲେ। ଏହା ପରେ…
ଜାତିସଂଘରେ ନିର୍ମିତ ହେବ ସ୍ମୃତି ପ୍ରାଚୀର: ଶାନ୍ତି ମିଶନର ସୈନିକମାନଙ୍କ ପାଇଁ ଉତ୍ସର୍ଗ…
ଜେନେଭା,୧୫।୬ : ମିଳିତ ଜାତିସଂଘର ସାଧାରଣ ସଭା ଭାରତ ନେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମୃତି ପ୍ରାଚୀର ନିର୍ମାଣ କରାଯିବ। ଏହି ସ୍ମାରକୀ କାନ୍ଥରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ଅଭିଯାନରେ…
ଫିଲିପାଇନ୍ସରେ ଭୂକମ୍ପ
ମାନିଲା,୧୫ା୬: ଗୁରୁବାର ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି, ଫିଲିପାଇନ୍ସର ରାଜଧାନୀର ଦକ୍ଷିଣ-ପଶ୍ଚିମ ଦିଗରେ ଏହି କମ୍ପନ ଅନୁଭୂତ ହୋଇଥିବା ବେଳେ ଏଥିରେ ବ୍ୟାପକ କ୍ଷୟକ୍ଷତି କିମ୍ବା ଆହତ ହେବା ଖବର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।…
ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିବା ବୋମା ଅପେକ୍ଷା ଶକ୍ତିଶାଳୀ ବୋମା ଆମ ପାଖରେ ଅଛି: ବେଲାଋଷର ରାଷ୍ଟ୍ରପତି
ମିନସ୍କ,୧୫।୬: ଋଷର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବର୍ତ୍ତମାନ ବେଲାଋଷରେ ପହଞ୍ଚିଛି। ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଏନେଇ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମକୁ କ୍ଷେପଣାସ୍ତ୍ର ଏବଂ ବୋମା ମିଳିଛି। ୧୯୪୫ମସିହାରେ ହିରୋସିମା ଏବଂ ନାଗାସାକି ଉପରେ…
ଆମେରିକା ସଂସଦରେ ଗଠନ ହେବ ହିନ୍ଦୁ କୌକସ…
ଓ୍ବାଶିଂଟନ,୧୫।୬ : ଭାରତୀୟ ସଂସଦୀୟ ସଦସ୍ୟ ଶ୍ରୀ ଥାନେଡର ଘୋଷଣା କରିଛନ୍ତି ସେ ଆମେରିକା ସଂସଦରେ ଏକ ହିନ୍ଦୁ କୌକସ ଗଠନ କରିବେ ଯେଉଁଥିରେ ସମାନ ଚିନ୍ତାଧାରା ବିଶିଷ୍ଟ ନେତାମାନେ ଏକାଠି ହେବେ। ଏହି କୌକସର ଉଦ୍ଦେଶ୍ୟ ହେବ ଦେଶରେ ହିନ୍ଦୁମାନଙ୍କ…
ସଂସଦ ନିକଟରେ ନୂତନ ରୁଷିଆ ଦୂତାବାସ ନିର୍ମାଣ କରିବାକୁ ଅନୁମତି ଦେବ ନାହିଁ ଅଷ୍ଟ୍ରେଲିଆ…
ସିଡନୀ,୧୫।୬ : ସୁରକ୍ଷା କାରଣ ଦର୍ଶାଇ ଅଷ୍ଟ୍ରେଲିଆ ସଂସଦ ନିକଟରେ ନୂତନ ରୁଷିଆ ଦୂତାବାସକୁ ଅବରୋଧ କରିବ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଗୁରୁବାର କହିଛନ୍ତି ସରକାର ଦେଶର ସଂସଦ ନିକଟରେ ଏକ ନୂତନ ରୁଷିଆ ଦୂତାବାସ ନିର୍ମାଣ କରିବାକୁ ଅନୁମତି…
ଦୁବାଇର ସବୁଠୁ ଦାମୀ ମହଲ କିଣିବା ଦୌଡ଼ରେ ଭାରତୀୟ…
ଦୁବାଇ,୧୫।୬ : ଦୁବାଇରେ ଭର୍ସେଲର ମହଲ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ପ୍ରସ୍ତୁତ। ଏହାକୁ ମାର୍ବଲ ପ୍ୟାଲେସ ନାମରେ ନାମିତ କରାଯାଇଛି। କୁହାଯାଉଛି ଏହି ମହଲ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସର ସବୁଠାରୁ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଲକ୍ସହାବିଟାଟ ସୋଥେଙ୍କ…
ଇୟୁ ଗୁଗଲକୁ ବିଜ୍ଞାପନ କାରବାର ବିକ୍ରି ପାଇଁ ଦେଲା ନିର୍ଦ୍ଦେଶ…
ଓ୍ବାଶିଂଟନ,୧୫।୬ : ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରି ୟୁରୋପୀୟ ୟୁନିଅନ (ଇୟୁ)ର ପ୍ରତିଯୋଗିତା ନିର୍ଦ୍ଦେଶକ ଏହାର ବିଜ୍ଞାପନ ବ୍ୟବସାୟର ଏକଚାଟିଆ ଅଧିକାର ସମାପ୍ତ କରିବାକୁ କହିଛନ୍ତି। ଆୟୋଗର ପ୍ରତିଯୋଗିତା ନିୟାମକ ଗୁଗଲକୁ ଏକଚାଟିଆ…
ଆମେରିକା ସଂସଦ ଭବନ ପରିସରରେ ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ…
ଓ୍ବାଶିଂଟନ,୧୫।୬ : ଆମେରିକାର ପ୍ରଥମ ହିନ୍ଦୁ-ଆମେରିକୀୟ ସମ୍ମିଳନୀ ଆମେରିକାର ଶକ୍ତିର କେନ୍ଦ୍ର ଆମେରିକାର କ୍ୟାପିଟୋଲ ହିଲରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ଜୁନ ୧୪ ରେ ଅନୁଷ୍ଠିତ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଆମେରିକାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ସମସ୍ୟା ପ୍ରତି ଆମେରିକାର…
ନର୍ଡ ଷ୍ଟ୍ରିମ ପାଇପଲାଇନ ଉପରେ ଆକ୍ରମଣ କରିଥିଲେ ମିଳିତ ଭାବେ ଏକାଧିକ ଦେଶ: ଷଡ଼ଯନ୍ତ୍ର କହିଲା କ୍ରେମଲିନ…
ମସ୍କୋ,୧୫।୬ : ଗତ ସେପ୍ଟେମ୍ବରରେ ନର୍ଡ ଷ୍ଟ୍ରିମ ପାଇପଲାଇନକୁ ନଷ୍ଟ କରିଥିବା ବିସ୍ଫୋରଣ ସମ୍ପର୍କରେ ସମସ୍ତ ତଥ୍ୟ ଅଧ୍ୟୟନ କରୁଥିବା କ୍ରେମଲିନ କହିଛି ଏହା ଉପରେ ହୋଇଥିବା ଆକ୍ରମଣ ଅନେକ ଦେଶ ମିଳିତ ଭାବେ କରିଥିଲେ। ଏହା ଏକ ଷଡଯନ୍ତ୍ର ବୋଲି…
ଚାପ ଯୋଗୁ ଚାକିରି ଛାଡ଼ୁଛନ୍ତି କର୍ମଚାରୀ
ଓ୍ବାଶିଂଟନ୍,୧୫।୬: କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପରେ ଚାପ କ୍ରମାଗତ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ପଡ଼ିଛି। ଆମେରିକାର ଆନାଲିଟିକ୍ସ ଆଡ୍ଭାଇଜରି କମ୍ପାନୀ ଗଲୁପ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କର୍ମକ୍ଷେତ୍ରରେ ଚାପ ବଢ଼ିବା ଯୋଗୁ କର୍ମଚାରୀ ଓ ମାଲିକଙ୍କ…
Archives


