ଅନ୍ତର୍ଜାତୀୟ

ୟୁଏନ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗ ଦିବସ ସମାରୋହରେ ଯୋଗ ଦେବେ ୟୁଏନ୍‌ଜିଏ ଅଧ୍ୟକ୍ଷ

ଓ୍ବାଶିଂଟନ,୧୭।୬: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ସଂଯୁକ୍ତ ରାଷ୍ଟ୍ର ହେବାକୁ ଥିବା ସମାରୋହରେ ଯୋଗଦେବେ। ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନଜିଏ)ର ୭୭ ତମ ଅଧିବେଶନର ସଭାପତି ସାବା କୋରୋସି ମଧ୍ୟ…

ଅଧିକା ଦରମାର ଚାକିରି ଛାଡି ୱେଟର, ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି ଚାଇନାର ଯୁବବର୍ଗ, କାରଣ…

ବେଜିଂ,୧୭।୬: ମୁଦ୍ରାସ୍ଫୀତି ବଢୁଥିବା ଯୁଗରେ, ଜଣେ ବ୍ୟକ୍ତି ଚାକିରି ଛାଡିବା ପୂର୍ବରୁ ଅନେକ ଥର ଚିନ୍ତା କରିବ, କିନ୍ତୁ ଚାଇନାର ଚାକିରି ଖୋଜୁଥିବା ବ୍ୟକ୍ତିମାନେ ସେମାନଙ୍କର ବୃତ୍ତିଗତ ଚାକିରି ଛାଡି ୱେଟର ଏବଂ ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି। ବିଜନେସ ଇନସାଇଡରର…

ଇରାନ-ସାଉଦି ଆରବ ସମ୍ପର୍କ ସୁଧୁରୁଛି

ତେହରାନ,୧୭ା୬: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଶନିବାର ତେହେରାନରେ ପହଞ୍ଚିଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ, ସାଉଦି ଆରବର ବୈଦେଶିକ ମନ୍ତ୍ରୀ ୭ ବର୍ଷ ପରେ ପ୍ରଥମଥର ପାଇଁ ଇରାନ ଗସ୍ତ କରିଛନ୍ତି। ଫୈସଲ…

୨୦ ଦେଶର ବେଆଇନ ପ୍ରବାସୀଙ୍କ ବିରୋଧରେ ସୁନକଙ୍କ ଅଭିଯାନ: ୧୦୫ ଲୋକ ଗିରଫ…

ଲଣ୍ଡନ,୧୭।୬ : ବ୍ରିଟେନର ଗୃହ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଟାାର୍ଗେଟ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଭାଗ ନେଇଥିଲେ। ଦେଶବ୍ୟାପୀ ସର୍ଚ୍ଚ ଅପରେଶନରେ ୨୦ ଟି ଦେଶରୁ ୧୦୫ଜଣ ବିଦେଶୀ ନାଗରିକଙ୍କୁ…

ଭାରତ ପାଲଟିଛି ବିଶ୍ୱସ୍ତରୀୟ ମହାକାଶ ଶକ୍ତି: ନାସା…

ଓ୍ବାଶିଂଟନ,୧୭।୬ : ଆମେରିକାର ସ୍ପେସ ଏଜେନ୍ସି ନାସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଶ୍ୱ ଶକ୍ତି ଏବଂ ମହାକାଶକୁ ମୁକ୍ତ ପ୍ରବେଶ କରୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଏହା ଆର୍ଟେମିସ ଚୁକ୍ତିନାମାର ଏକ ଅଂଶ ହେବା ଆବଶ୍ୟକ। ସେ…

ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ କହି ବିଲ୍‌ ଦେଲେନି ଟ୍ରମ୍ପ

ଓ୍ବାଶିଂଟନ,୧୭ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ତଥ୍ୟକୁ ନେଇ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ଫ୍ଲୋରିଡାର ମିଆମିରେ କୋର୍ଟରେ ହାଜର ହୋଇଥିଲେ। ଟ୍ରମ୍ପ କୋର୍ଟରେ ହାଜର ହେବା ପରେ ଲିଟିଲ ହାଭାନାର ଏକ କ୍ୟୁବା ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ।…

ଉଗାଣ୍ଡା ସ୍କୁଲରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳିରେ ଅତିକମରେ ୪୧ ମୃତ

କାମ୍ପାଲା,୧୭।୬: ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୧୬ ଜୁନ ବିଳମ୍ବିତ ରାତିରେ ଘଟିଛି। ଉଗାଣ୍ଡା ପୋଲିସ…

ସୁଦାନରେ ଏୟାର ଷ୍ଟ୍ରାଇକ୍‌, ୫ ପିଲାଙ୍କ ସମେତ ୧୭ ମୃତ

ଖାର୍ତୁମ,୧୭ା୬: ସୁଦାନର ରାଜଧାନୀ ଖାର୍ତୁମର ଦକ୍ଷିଣ ଭାଗରେ ଶନିବାର ଏୟାର ଷ୍ଟ୍ରାଇକ୍‌ ହୋଇଛି। ଫଳରେ ୫ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୁଦାନ ରାଜଧାନୀର ସ୍ବାସ୍ଥ୍ୟ ବିଭାଗ ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଶେୟାର…

ବେଲାରୁଷ ପହଞ୍ଚିଲା ଆଣବିକ ଅସ୍ତ୍ର ଭଣ୍ଡାର: ସୂଚନା ଦେଲେ ପୁଟିନ…

ମସ୍କୋ,୧୭।୬ : ଆଣବିକ ଅସ୍ତ୍ର ଭଣ୍ଡାର ବେଲାରୁଷରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ନିଶ୍ଚିତ କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମର ଆୟୋଜନ କରୁଥିବାବେଳେ ପୁଟିନ କହିଛନ୍ତି ପ୍ରଥମ ବ୍ୟାଚ ଅସ୍ତ୍ରଶସ୍ତ୍ର ବେଲାରୁଷକୁ ପଠାଯାଇଛି। ଏଥି ସହିତ,…

ବିଭିନ୍ନ ଦେଶରେ ଚାଇନା କମ୍ପାନୀ ଉପରେ ପ୍ରତିବନ୍ଧକ ଲାଗିବା ପରେ, ଠିକଣା ବଦଳାଉଛନ୍ତି କମ୍ପାନୀ

ବେଜିଙ୍ଗ,୧୭।୬: ଚାଇନା କମ୍ପାନୀଗୁଡିକ ସେମାନଙ୍କର ପ୍ରତିଷ୍ଠା ବଞ୍ଚାଇବା ପାଇଁ ନିଜ ନାମରୁ ଚାଇନା ନାମକୁ ହଟାଉଛନ୍ତି। ବର୍ତ୍ତମାନ ବିଶ୍ୱରେ ନିଜର ତାନାଶାହୀ ଏବଂ ସ୍ବାର୍ଥପରତା ନୀତି ଯୋଗୁ ଚାଇନାକୁ ନିନ୍ଦା କରାଯାଉଛି। ବିଶ୍ୱରେ ସବୁଠାରୁ ଧନୀ ଦେଶ କୁହାଯାଉଥିବା ଆମେରିକା ସହ…

ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା

ଓ୍ବାଶିଂଟନ୍‌,୧୭।୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୧ରୁ ୨୪ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦିଙ୍କ ଆଗମନ ପାଇଁ ଆମେରିକାରେ ଜୋରଦାର ପ୍ରସ୍ତୁତିି ଆରମ୍ଭ ହୋଇଛି। ମୋଦିଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ ବାହାରେ ଭାରତ ଓ ଆମେରିକା ପତାକା…

ଆମେରିକାର ବାଲତିମୋରରେ ଭୟଙ୍କର ଗୁଳିକାଣ୍ଡ, ଗୁଳିମାଡରେ ୬ଗୁରୁତର

ଓ୍ବାଶିଂଟନ୍‌,୧୭।୬: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଗୋଟିକ ପରେ ଗୋଟିଏ ଗୁଳିକାଣ୍ଡରେ ବହୁ ଲୋକଙ୍କ ଜୀବନ ଯିବା ସହ ବହୁଜଣ ଗୁରୁତର ଆହତ ହେଉଛନ୍ତି। ଶୁକ୍ରବାର ଆମେରିକାର ବାଲତିମୋର ସହରରରେ ଏକ ବଡ଼ ଧରଣର ଗୁଳକାଣ୍ଡ ହୋଇଛି। ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri