ଟାଇଟାନ୍: ୯୬ ଘଣ୍ଟାର ଅମ୍ଳଜାନ ଶେଷ
ଦୁବାଇ,୨୩।୬: ସମୟ ଯେତେ ବଢ଼ୁଛି ଟାଇଟାନିକ୍ ଜାହାଜ ଦେଖିବା ପାଇଁ ବୁଡ଼ା ଜାହାଜରେ ସମୁଦ୍ର ମଧ୍ୟକୁ ଯାଇଥିବା ୫ ଜଣଙ୍କ ଜୀବିତ ରହିବା ସମ୍ଭାବନା ସେତେ କମୁଛି। ବୁଡ଼ାଜାହାଜ ଟାଇଟାନରେ ୯୬ ଘଣ୍ଟାର ଅମ୍ଳଜାନ ରହିଥିବାବେଳେ ଗୁରୁବାର ଏହା ସମ୍ପୂର୍ଣ୍ଣ ଭାବେ…
ବିଶ୍ୱଶାନ୍ତି ପାଇଁ ଭାରତ-ଆମେରିକା ପ୍ରତିଶ୍ରୁତିବଦ୍ଧ
ଓ୍ବାଶିଂଟନ, ୨୩ା୬ ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶ୍ୱ ଶାନ୍ତି ଲାଗି ଭାରତ ଓ…
୨୦୨୪ରେ ଇସ୍ରୋ-ନାସାର ମିଳିତ ସ୍ପେସ୍ ମିଶନ
ଆମେରିକାର ମହାକାଶ ସଂସ୍ଥା ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେଶନ) ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ମହାକାଶକୁ ମାନବ ପ୍ରେରଣ ଲାଗି ଏକ ରଣନୀତିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି। ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ…
ମୋଦିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କଲେ ବାଇଡେନ୍
ଓ୍ବାଶିଂଟନ,୨୨ା୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ହ୍ବାଇଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ବାଇଡେନ୍ ଦମ୍ପତି ମୋଦିଙ୍କୁ ହ୍ବାଇଟ୍ ହାଉସ୍କୁ ପାଛୋଟି ନେଇଥିଲେ। ମୋଦି ରାଷ୍ଟ୍ରପତି ବାଇଡେନ୍ଙ୍କ ପରିବାର…
ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ବାଇଡେନ
ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବରଗତ କରାଯାଇଥିଲା। ବାଇଡେନଙ୍କ ବ୍ୟତୀତ ଉପରାଷ୍ଟ୍ରପତି କମଳା ହାରିସ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ବହୁ…
୨୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
କଲମ୍ବୋ, ୨୨।୬: ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁରୁବାର ୨୨ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଏହି ମତ୍ସ୍ୟଜୀବୀମାନେ ଜାଫନାର ଡେଲଫ୍ଟ ଦ୍ୱୀପର ଉତ୍ତର-ପଶ୍ଚିମ ଅଞ୍ଚଳରେ ମାଛ ମାରୁଥିଲେ। ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗ ନେଇ ମତ୍ସ୍ୟଜୀବୀଙ୍କୁ…
ବିଶ୍ୱରେ ବଢୁଛି ମୋଦିଙ୍କ ଲୋକପ୍ରିୟତା, କାରଣ ଜାଣିଲେ…
ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍ରେ ୮୯.୫ ମିଲିୟନ ଫଲୋଅର୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା। କିନ୍ତୁ ଆପଣ ଲୋକପ୍ରିୟତାର ରହସ୍ୟ ଜାଣନ୍ତି…
ସ୍ପେଶ ମିଶନ: ଏକାଠି ହେବେ ଭାରତ-ଆମେରିକା
ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛନ୍ତି॥ ହ୍ବାଇଟ ହାଉସ ପକ୍ଷରୁ ଗୁରୁବାର କୁହାଯାଇଛିି ଯେ ଭାରତ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ ଏଜେନ୍ସି ନାସା (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ୨୦୨୪ ମିଳିତ ମହାକାଶଚାରୀ ମିଶନର ଘୋଷଣା
ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛି। ହ୍ବାଇଟ ହାଉସ ଗୁରୁବାର କହିଛି ଯେ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ଭାରତ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ ଏଜେନ୍ସି (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ…
ସାମରିକ ସୁରକ୍ଷାରେ ଐତିହାସିକ ନିଷ୍ପତ୍ତି
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର ମୋଦି ଏବଂ ଜେନେରାଲ ଇଲେକ୍ଟ୍ରିକ ଚେୟାରମ୍ୟାନ ଏଚ୍ ଲରେନ୍ସ କୁଲପ ଜୁନିୟରଙ୍କ ବୈଠକ ପରେ ଜେଟ୍ ଇଞ୍ଜିନ ସମ୍ବନ୍ଧରେ ଏକ ଐତିହାସିକ ଚୁକ୍ତି ଘୋଷଣା କରାଯାଇଛି। ଆମେରିକୀୟ…
ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆଲୋଚନା କରାଯାଉଛି।…
ହୋଲି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ସରକାର
ଇସଲାମାବାଦ,୨୨ା୬: ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବାକୁ ବାରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ପାକିସ୍ତାନ ସରକାର ଏହାର ଆଦେଶକୁ ନେଇ ଅସୁବିଧାରେ ପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଷ୍ଟ୍ରାଟେଜିକ ସଂସ୍କାର ୟୁନିଟର ମୁଖ୍ୟ ସଲମାନ ସୁଫି…
Archives


