ଅନ୍ତର୍ଜାତୀୟ

ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଋଷି ସୁନକ

ଲଣ୍ଡନ,୨୩।୯: ବ୍ରିଟେନରେ ଏବେ ସିଗାରେଟ ଉପରେ ପ୍ରତିବନ୍ଧକ ଲାଗିପାରେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଦ ଗାର୍ଡିଆନ କହିଛି ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛନ୍ତି, ଯାହା ଫଳରେ ଅଗାମୀ ପିଢି…

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା: ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲିଙ୍କ ଦାବି

ଓ୍ବାଶିଂଟନ୍‌,୨୩।୯: ଚାଇନାକୁ ଆମେରିକା ଏବଂ ବିଶ୍ୱ ପାଇଁ ଏକ ବିପଦ ବୋଲି ବର୍ଣ୍ଣନା କରି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଦାବି କରିଛନ୍ତି ଯେ, ଚାଇନା ବର୍ତ୍ତମାନ ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିକ୍କି ହେଲିି…

ଆମେରିକାର ଚେତାବନୀ, ବାଂଲାଦେଶ ନିର୍ବାଚନକୁ ‘ଦୁର୍ବଳ’ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଭିଜା ଉପରେ ଲାଗିବ ପ୍ରତିବନ୍ଧକ

ଢାକା,୨୩।୯: ଦକ୍ଷିଣ ଏସିଆ ଦେଶରେ ହେବାକୁ ଥିବା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ବା ଏହାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପଦକ୍ଷେପ ନେଉଛି ବୋଲି ଚେତାବନୀ ଦେଇଛି।…

ଭାରତ, ଇସ୍ରାଏଲ, ୟୁଏଇ, ଆମେରିକା ମିଳିତ ମହାକାଶ ଉଦ୍ୟୋଗର କଲେ ଘୋଷଣା, ୱେବସାଇଟ ମଧ୍ୟ ଲଞ୍ଚ ହୋଇଛି

ନ୍ୟୁୟର୍କ,୨୩।୯: ଆଇ୨ୟୁ୨ ଗ୍ରୁପ ଅଫ ଇଣ୍ଡିଆ, ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା ଏକ ନୂତନ ମିଳିତ ମହାକାଶ ଉଦ୍ୟୋଗ ଘୋଷଣା କରିଛନ୍ତି। ନୀତି ନିର୍ମାତା, ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ସ୍ଥାନ ଭିତ୍ତିକ ଉପକରଣ…

ପୋଲିସ ଗୁଳିରେ ୬ ମୃତ, ଅପରାଧୀ ଗୋଷ୍ଠୀ ବିରୋଧରେ ଚାଲିଛି ଅପରେଶନ

ବ୍ରାସିଲିଆ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଅପରେଶନ ଆରମ୍ଭ କରି ଅତି କମରେ ୬ ଜଣ ସନ୍ଦିଗ୍ଧଙ୍କୁ ହତ୍ୟା କରିଛି। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ଗ୍ରହଣ କରାଯାଇଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଯେଉଁଠାରେ ୨.୯ ନିୟୁତରୁ ଅଧିକ…

ଜମ୍ମୁ-କଶ୍ମୀର, ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଜାତିସଂଘରେ କହିଲା ଭାରତ

ନୁୟର୍କ/ନୂଆଦିଲ୍ଲୀ,୨୩।୯: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଦେଇଥିବା ଭାଷଣ ଉପରେ ଭାରତ ଟାର୍ଗେଟ୍‌ କରି ପଡୋଶୀ ଦେଶକୁ ଏହି ତିନୋଟି ପ୍ରସଙ୍ଗରେ ଉନ୍ନତି ଆଣିବାକୁ…

ବ୍ରାଜିଲ ପୋଲିସ ଅପରେଶନରେ ୬ ମୃତ୍ୟୁ, ଅପରାଧୀଙ୍କ ବିରୋଧରେ ଚାଲିଛି ମେଗା ଅପରେଶନ

ରିଓ ଡି ଜେନେରିଓ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଏକ ଅପରେଶନ ଆରମ୍ଭ କରି ଅତି କମରେ ୬ଜଣ ସନ୍ଦିଗ୍ଧଙ୍କୁ ନିହତ କରିଥିଲା। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଏଥିରେ ୨.୯ ନିୟୁତରୁ…

‘ହିନ୍ଦୁଙ୍କୁ ସର୍ବଦା ସ୍ବାଗତ’, ଖଲିସ୍ତାନୀଙ୍କ ଧମକ ପରେ ହିନ୍ଦୁଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ଓଟାଓ୍ବା,୨୩।୯: କାନାଡାର ଖାଲିସ୍ତାନବାସୀଙ୍କୁ ଟାର୍ଗେଟ କରିଥିବା ହିନ୍ଦୁ ସମ୍ପ୍ରଦାୟ ସେଠାରେ ବିରୋଧୀ ଦଳର ନେତାଙ୍କ ସମର୍ଥନ ପାଇଛି। ସୂଚନାଯୋଗ୍ୟ, କାନାଡାର ବିରୋଧୀ ଦଳର ନେତା ତଥା କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଲିଭରେ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ…

ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ଚିନ୍ତିତ: ଆମେରିକା ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୨୩।୯: ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଜାରି ରହିଛି। ଦୁଇ ଦେଶ ବିବାଦ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟେନି ବ୍ଲିଙ୍କେନ୍‌ ମଧ୍ୟ ଏ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି , ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗରେ ଆମେରିକା ବହୁତ…

ଭାରତର କଠୋରତା ପରେ ବଦଳିଲା ଟ୍ରୁଡୋଙ୍କ ସ୍ବର, କହିଲେ ଆମେ ଏକାଠି କାମ କରିବା ଉଚିତ୍‌

ଓଟାଓ୍ବା,୨୩।୯: ଭାରତ ସହ ତିକ୍ତତା ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ ଏକ ବଡ଼ବୟାନ ଦେଇଛନ୍ତି। ଭାରତ ବିରୋଧରେ ବୟାନ ଦେବା ପରେ ଟ୍ରୁଡୋଙ୍କୁ ଭାରତର ଶକ୍ତି ବିଷୟରେ ଜଣାପଡିଛି। ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମାତ୍ରେ ଟ୍ରୁଡୋଙ୍କ ମନୋଭାବ…

ରୁଷିଆ ନୌସେନା ଘାଟିରେ ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼

ମସ୍କୋ,୨୩ା୯: କ୍ରିମିଆର ସେଭାଷ୍ଟୋପୋଲ୍‌ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଜଣେ ରୁଷିଆ ସୈନ୍ୟ ନିହତ ହୋଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ନିଆଁକୁ…

ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀକୁ ସୀମାରେ ନବାଆଣିବା ପ୍ରସଙ୍ଗ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?