ଗୃହଯୁଦ୍ଧ ଟଳିବା ପରେ ପୁଣି ୟୁକ୍ରେନର ୨ଟି ସହରକୁ ମିସାଇଲ ମାଡ କଲା ଋଷ, ୪ମୃତ
ମସ୍କୋ,୨୮।୬:ଓ୍ବାଗନ ଗୋଷ୍ଠୀ ସହ ଋଷ ସେନାର ଗୃହଯୁଦ୍ଧ ଥମିବା ପରେ ପୁଣି ୟୁକ୍ରେନକୁ ଟାର୍ଗେଟ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ମିସାଇଲ ମାଡ କରିଛନ୍ତି। ଲଗାତାର ମିସାଇଲ ମାଡ଼ରେ ଥରି…
ଅଫିସିଆଲ ଫାଇଲ୍ ଲୁଚାଇବା ମାମଲାରେ ଟ୍ରମ୍ପଙ୍କ ଅଡିଓ ଭାଇରାଲ; ଇରାନ ଉପରେ ଆକ୍ରମଣ କରିବା ନେଇ କରୁଥିଲେ ଯୋଜନା
ଓ୍ବାଶିଂଟନ୍,୨୮।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ମିନିଟର ଅଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଫିସିଆଲ ଫାଇଲରେ ଥିବା ତଥ୍ୟକୁ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଜାଣିବାକୁ ମିଳିଛି। ଅଡିଓରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବିଷୟରେ…
ପାକିସ୍ତାନରେ ଗୋଟିଏ ପରିବାରରୁ ୯ଜଣଙ୍କୁ ହତ୍ୟା
ଇସଲାମବାଦ,୨୮।୬:ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ କିଛି ବନ୍ଧୁକଧାରୀମାନେ ଏକ ଘରେ ପଶି ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଆଖିବୁଜା ଗୁଳି ଚଳାଇଛନ୍ତି। ଗୁଳିମାଡରେ ଗୋଟିଏ ପରିବାରର ୯ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂଚନାନୁସାରେ, ଏହି…
ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଜାଣିଶୁଣି କରୋନା ଭୁତାଣୁ ବିକଶିତ କରିଥିଲା ଚାଇନା…
ବେଜିଂ,୨୮।୬ : କରୋନା ମହାମାରୀ ଭୁତାଣୁର ଉତ୍ପତ୍ତି ବିଷୟରେ ଅନେକ ତଥ୍ୟ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଚାଇନାର ଏକ ଲ୍ୟାବରେ କୋଭିଡ -୧୯ ଭୁତାଣୁ ବିକଶିତ କରାଯାଇଥିଲା। ଏହାର ଅନୁସନ୍ଧାନ ପାଇଁ ଜାତିସଂଘର ଏକ ଦଳ ମଧ୍ୟ…
ଏଚ-୧ ବି ଭିଜା ଧାରକଙ୍କ ପାଇଁ ଖୁସି ଖବର: କାନାଡ଼ାରେ ମିଳିବ ଓପନ ଓ୍ବାର୍କ ପରମିଟ…
ଟରଣ୍ଟୋ,୨୮।୬ : ଆମେରିକୀୟ ଏଚ -୧ ବି ଭିଜା ଧାରକଙ୍କ ପାଇଁ କାନାଡା ଏକ ବଡ ପଦକ୍ଷେପ ନେଇଛି। ୧୦ ହଜାର ଏଚ -୧ ବି ଭିଜା ଧାରକଙ୍କୁ କାନାଡାକୁ ଯାଇ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ଏକ ଓପନ…
ଆମେରିକୀୟ ଏଚ-୧ବି ଭିସାଧାରୀଙ୍କ ପାଇଁ ଖୁସି ଖବର; ଓ୍ବାର୍କ ପରମିଟ୍ ଷ୍ଟ୍ରିମ ଦ୍ୱାରା କାନାଡରେ କରିପାରିବେ ଚାକିରି
ଓଟୋବା,୨୮।୬:ଆମେରିକୀୟ ଏଚ-1ବି ଭିସାଧାରୀଙ୍କ ପାଇଁ ଖୁସି ଖବର। ଏନେଇ କାନାଡ ସରକରା ଏହି ଭିସାଧାରୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି। ଏହି ନିୟମ ଅନୁଯାୟୀ୧୦.୦୦୦ଆମେରିକୀୟ ଭିସା ଧାରକଙ୍କୁ କାନାଡାରେ କାମ କରିବାକୁ ଅନୁମତି ମିଳିବ। ଏନେଇ କାନାଡ ସରକାର ଓ୍ବାର୍କ ପରମିଟ୍…
ଚାଇନା ଲୋକଙ୍କୁ ସଂକ୍ରମିତ କରିବାକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଥିଲା କରୋନା ଭାଇରସ
ବେଜିଂ,୨୮।୬: କରୋନା ଭାଇରସର ଉତ୍ପତିକୁ ନେଇ କେତେ କଥା ଶୁଣିବାକୁ ମିଳୁଛି। ସାରା ବିଶ୍ୱର ବୈଜ୍ଞାନିକମାାନେ ଦାବି କରୁଛନ୍ତି କି କୋଭିଡ-୧୯ ଚାଇନାର ଲ୍ୟାବରେ ତିଆରି କରାଯାଇଛି। ଏହାର ଯାଞ୍ଚ କରିବାକୁ ୟୁଏନର ଏକ ଟିମ ବି ଉହାନ ଲାବୋରୋଟୋରି ଯାଇଥିଲା।…
ହତ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣିବା ପରେ ରାଗିଗଲେ ଅଭିଯୁକ୍ତ, କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଲେ
ଓ୍ବାଶିଂଟନ,୨୮।୬: ଆମେରିକାରେ ମୃତ୍ୟୁଦଣ୍ଡର ସଜା ଶୁଣାଯିବା ପରେ ଜଣେ ଅଭିଯୁକ୍ତ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଥିଲେ। ଅଭିଯୁକ୍ତ ଫ୍ଲୋରିଡାର ବାସିନ୍ଦା ହୋଇଥିବା ବେଳେ ୧୯୯୦ରେ ଜଣେ ୧୧ ବର୍ଷିୟା କନ୍ୟା ଓ…
ଇଥିଓପିଆରେ ଭୋକରେ ମଲେଣି ୭୦୦ରୁ ଅଧିକ
ନାଇରୋବି,୨୮।୬: ଇଥିଓପିଆର ଉତ୍ତର ଟାଇଗ୍ରେ ଅଞ୍ଚଳରେ ଗତ ୭ ଦିନ ମଧ୍ୟରେ ଭୋକରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପଛର ପ୍ରକୃତ କାରଣ ହେଉଛି ମିଳିତ ଜାତିସଂଘ ଏବଂ ଆମେରିକାରୁ ଶସ୍ୟ ଓ ଖାଦ୍ୟ ଯୋଗାଣ ବନ୍ଦ…
ଆମେରିକାରେ ତାତି ସଙ୍କଟ: ୫୫ ନିୟୁତରୁ ଅଧିକ ଲୋକ ପ୍ରଭାବିତ…
ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ ବର୍ତ୍ତମାନ…
ବେଲାରୁଷରେ ଓ୍ବାଗନର ମୁଖ୍ୟ ପ୍ରିଗୋଜିନ…
ମସ୍କୋ,୨୮।୬ : ୱାଗନର୍ ଗୋଷ୍ଠୀର ମୁଖ୍ୟ ପ୍ରିଗୋଜିନ ବେଲାରୁଷରେ ପହଞ୍ଚିଛନ୍ତି ବୋଲି ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ନିଶ୍ଚିତ କରିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ୱାଗନର୍ ମୁଖ୍ୟ ପ୍ରିଗୋଜିନ ମଙ୍ଗଳବାର ବେଲାରୁଷରେ ପହଞ୍ଚିଛନ୍ତି। ଏହି ସୂଚନା ବେଲାରୁଷର…
ଶ୍ରୀଲଙ୍କାକୁ ଭାରତ ବିରୋଧରେ କୌଣସି ପ୍ରକାର ବିପଦ ପାଇଁ ବ୍ୟବହାର କରିବାକୁ ଦିଆଯିବ ନାହିଁ: ଚାଇନା ସହିତ ସାମରିକ ବୁଝାମଣା ମନା କଲେ ବିକ୍ରମସିଙ୍ଘେ…
କଲମ୍ବୋ,୨୮।୬ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ କହିଛନ୍ତି ସେ ତାଙ୍କ ଦେଶକୁ ଭାରତ ବିରୋଧରେ କୌଣସି ପ୍ରକାର ବିପଦ ପାଇଁ ଆଧାର ଭାବରେ ବ୍ୟବହାର କରିବାକୁ ଦେବେ ନାହିଁ। ବ୍ରିଟେନ ଏବଂ ଫ୍ରାନ୍ସ ଗସ୍ତରେ ଆସିଥିବା ବିକ୍ରମସିଙ୍ଘେ ଫ୍ରାନ୍ସ ରାଜ୍ୟ…
Archives


