ନୁହ ହିଂସା: ଶାନ୍ତି ପାଇଁ ଆମେରିକାର ଅନୁରୋଧ…
ଓ୍ବାଶିଂଟନ,୩।୮ : ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ ଆମେରିକାର ବିବୃତ୍ତି ସାମ୍ନାକୁ ଆସିଛି। ହିଂସା ଉପରେ ଆମେରିକା ଶାନ୍ତି ପାଇଁ ଅନୁରୋଧ କରିଛି। ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ନିବେଦନ କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର…
ଚାଇନା-ଆମେରିକା ଫୋନ ବାର୍ତ୍ତାଳାପ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା…
ଓ୍ବାଶିଂଟନ,୩।୮ : ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ଭଲ ନାହିଁ। ଏହା ସତ୍ତ୍ୱେ ଚାଇନା ଏବଂ ଆମେରିକା ପରସ୍ପର ସହ ଫୋନରେ କଥା ହୋଇଛନ୍ତି। ଏସିଆ ପାଇଁ ପେଣ୍ଟାଗନର ବରିଷ୍ଠ ଅଧିକାରୀ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସହ…
ମହାକାଶରେ ମୃତ୍ୟୁ ଘଟିଲେ…
ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ ୨୦୦୩…
ଇମ୍ରାନଙ୍କୁ ପୁଣି ଝଟ୍କା
ଇସଲାମାବାଦ,୨ା୮: ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପୁଣି ଥରେ ବଡ଼ ଝଟ୍କା ଲାଗିଛି। ଦ୍ୱିତୀୟ ଥର ପାଇଁ ତୋସାଖାନା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ୟାହିଆ ଆଫ୍ରିଦି କହିଛନ୍ତି, ଆପଣ ଯେଉଁ ସାହାଯ୍ୟ…
ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା
ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା…
କଲରାଡୋ ନଦୀ ୧୦ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ହରାଇଛି: ରିପୋର୍ଟ…
ଓ୍ବାଶିଂଟନ,୨।୮ : ଗ୍ଲୋବାଲ ୱାର୍ମିଙ୍ଗର କ୍ଷତିକାରକ ପ୍ରଭାବ ସମଗ୍ର ଆମେରିକାରେ ଅନୁଭୂତ ହେଉଛି। ଅତ୍ୟଧିକ ତାପମାତ୍ରା ଏବଂ ଉତ୍ତାପ ଲହର ଦକ୍ଷିଣ ଭାଗକୁ ଘୁଞ୍ଚିଯିବା ସହିତ ଆମେରିକୀୟମାନେ ଜଳବାୟୁ ପରିବର୍ତ୍ତନ ଅନୁଭବ କରିଛନ୍ତି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାପମାତ୍ରା ବୃଦ୍ଧି…
ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କଲେ ୩ଭାରତୀୟ ବଂଶୋଦ୍ଭବ
ସିଙ୍ଗାପୁର,୨।୮: ସିଙ୍ଗାପୁର ସଂସଦରେ ଶପଥ ଗ୍ରହଣ କରିଛନ୍ତି ତିନି ଭାରତୀୟ ବଂଶୋଦ୍ଭବ। ନଅ ଜଣ ମନୋନୀତ ସଦସ୍ୟ (ଏନଏମପି)ଙ୍କ ମଧ୍ୟରୁ ତିନିଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ସିଙ୍ଗାପୁରରେ ସାମୁଦ୍ରିକ ପ୍ୟାରେଡ ଗ୍ରୁପ ପ୍ରତିନିଧିତ୍ୱ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସାଂସଦ…
ଫେସ୍ବୁକ୍, ଇନ୍ଷ୍ଟାଗ୍ରାମରୁ ଖବର ଅପସାରଣ କଲା ମେଟା
ଅଟାଓ୍ବା,୨ା୮: ଟେକ୍ ଜିଆଣ୍ଟ ମେଟା କାନାଡାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରୁ ସମ୍ବାଦ ବା ଖବର ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ଅବଶ୍ୟ କାନାଡାର ୟୁଜରମାନଙ୍କୁ ପଠାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନ୍ୟୁଜ୍ ବ୍ଲାକଆଉଟ୍ କେବଳ କାନାଡୀୟ ଆଉଟଲେଟ୍ ପାଇଁ ପ୍ରଯୁଜ୍ୟ ହୋଇ ନ…
ସିଗାରେଟ୍ ଉପରେ ଲେଖାହେବ ଏହି ଖାସ୍ ମେସେଜ୍
ଓଟଓ୍ବା,୨।୮: ଦେଶବାସୀଙ୍କୁ ଧୂମପାନରୁ ନିବୃତ୍ତ କରିବା ଦିଗରେ କାନାଡା ସରକାର ଏକ ପଦକ୍ଷେପ ନେଇଛନ୍ତି। ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, ଦେଶରେ ବିକ୍ରି ହେଉଥିବା ପ୍ରତ୍ୟେକ ସିଗାରେଟ ଉପରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଚେତାବନୀ ଲେଖାଯିବ। ଯାହା ବର୍ତ୍ତମାନ…
କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପ୍ରସ୍ତୁତ ଋଷିଆ, ଜାତିସଂଘରେ ଦାବିକଲା ଆମେରିକା
ଜାତିସଂଘ,୨।୮: କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ଚାହୁଁଛି ଋଷିଆ। ମିଳିତ ଜାତିସଂଘରେ ଆମେରିକାର ଦୂତ ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ଜାତିସଂଘରେ କହିଛନ୍ତି, ଋଷ ଫେରିବା ନେଇ ଆମେ କୌଣସି ସ୍ପଷ୍ଟ ସୂଚନା ପାଇନାହୁଁ। କିନ୍ତୁ…
୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ,ଚାର୍ଜଶିଟ ଦାଖଲ…
ଓ୍ବାଶିଂଟନ,୨।୮ : ଆମେରିକାରେ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଚାର୍ଜଶିଟ ଦାଖଲ କରାଯାଇଛି। ଚାରିମାସ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ…
ପୋଲାଣ୍ଡର ଦାବିକୁ ପ୍ରତ୍ୟାଖାନ କଲା ବେଲାଋଷ, କହିଲା ସେନାକୁ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଓ୍ବାଗନର୍ ଗ୍ରୁପ୍
ମିନସ୍କି,୨।୮: ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ପୋଲାଣ୍ଡର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ୱାଗନର୍ ଗ୍ରୁପ ବେଲାଋଷର ସେନାକୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ରେଷ୍ଟ ଏବଂ ଗ୍ରୋଡନୋରେ ଅଛନ୍ତି। ସୂଚନାଯୋଗ୍ୟ, ପୋଲାଣ୍ଡ ରାଷ୍ଟ୍ରପତି ଦାବି କରିଥିଲେ କି ଓ୍ବାଗନର୍ ଗ୍ରୁପର…
Archives


