ଚାଇନାର ସାମରିକ ଉଗ୍ରତା ବିପଜ୍ଜନକ
ଓ୍ବାଶିଂଟନ୍,୭ା୬: ତାଇଓ୍ବାନ୍ ପ୍ରଣାଳୀ ଏବଂ ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)ରେ ବେଜିଂର କ୍ରମବଦ୍ଧିଷ୍ଣୁ ସାମରିକ ଉଗ୍ରତାକୁ ଆମେରିକା ନିନ୍ଦା କରିଛି। ଓ୍ବାଶିଂଟନ୍ ଓ ବେଜିଂ ମଧ୍ୟରେ ବଢ଼ୁଥିବା ତିକ୍ତତା ପରିପ୍ରେକ୍ଷୀରେ ହ୍ବାଇଟ୍ ହାଉସ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି, ଚାଇନାର...
ଗଣମାଧ୍ୟମର ହାତ ରକ୍ତରଞ୍ଜିତ: ହାଇକୋର୍ଟରେ ହ୍ୟାରି
ଲଣ୍ଡନ୍,୭ା୬: ବ୍ରିଟେନ୍ କିଙ୍ଗ୍ ଚାଲର୍ସ ୩ୟଙ୍କ ସାନପୁଅ ପ୍ରିନ୍ସ ହ୍ୟାରି ମଙ୍ଗଳବାର ଏକ ଖବରକାଗଜର ବେଆଇନ କାର୍ଯ୍ୟକଳାପ ବିରୋଧରେ ଲଣ୍ଡନ ହାଇକୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ବ୍ରିଟେନ୍ ଗଣମାଧ୍ୟମର ହାତ ରକ୍ତରଞ୍ଜିତ ବୋଲି ଏହି ଅବସରରେ ସେ...
ନୋଭା କାଖୋଭ୍କା ଡ୍ୟାମ୍ ଭୁଶୁଡ଼ିଲା
ମସ୍କୋ/କିଭ୍,୭ା୬: ଦକ୍ଷିଣ ୟୁକ୍ରେନ୍ ଓ ରୁଷିଆ ମଝିରେ ଥିବା ଏକ ବୃହତ୍ ଡ୍ୟାମ୍କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ଦୁଇଦେଶର ସୀମାରେ ବନ୍ୟା ସ୍ଥିତି ଉପୁଜିବାରୁ ଖେରସନ ଅଞ୍ଚଳ ଅଧୀନ ୧୪...
ଆତ୍ମସମର୍ପଣ ନ କଲେ ହେବନି ଆଳୋଚନା: ଆତଙ୍କବାଦୀ ସଂଗଠନ ଟିଟିପିକୁ ପାକିସ୍ତାନ ସରକାରଙ୍କ ଚେତାବନୀ…
ଇସଲାମାବାଦ,୬।୬ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ସୂତ୍ରରୁ ପ୍ରକାଶ ଗତ କିଛି ଦିନ ମଧ୍ୟରେ ଟିଟିପି ପୁନର୍ବାର ଆଲୋଚନାରେ ଯୋଗଦେବାକୁ...
କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର
ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ ରହିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାରଙ୍କ...
ହାଇପରସୋନିକ ମିଶାଇଲ ‘ଫତହ’କୁ ନିଜେ ନିର୍ମାଣ କରିଛି ବୋଲି ଦାବି କଲା ଇରାନ
ତେହେରାନ,୬।୬:ହାଇପରସୋନିକ ମିଶାଇଲ ‘ଫତହ’କୁ ଇରାନ ନିଜେ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଏହି କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗ ଠାରୁ ୧୫ଗୁଣ ଅଧିକ ବୋଲି ଇରାନ କହିଛି। ତେବେ ଇରାନ ଏହି ଘୋଷଣା ଏପରି ସମୟରେ କରିଛି, ଯେତେବେଳେ...
ୟୁୂକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନରେ ଆଣବିକ ଅସ୍ତ୍ରଶସ୍ତ୍ର ଦେଲେ ଗ୍ରହଣ କରାଯିବ କଡ଼ା ପଦକ୍ଷେପ: ଆମେରିକାକୁ ରୁଷିଆର ଚେତାବନୀ…
ମସ୍କୋ,୬।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେରିକାରେ ନିର୍ମିତ ଏଫ-୧୬ ଯୁଦ୍ଧ ବିମାନ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରିବ। ୟୁକ୍ରେନକୁ ଏହି ଯୁଦ୍ଧ ବିମାନ ଯୋଗାଇବା ଦ୍ୱନ୍ଦକୁ ଆହୁରି ବଢ଼ାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତାଜିକିସ୍ତାନର...
ରାଜପରିବାରର ୧୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟରେ ପହଞ୍ଚିଲେ ହ୍ୟାରୀ …
ଲଣ୍ଡନ,୬।୬ : ବ୍ରିଟିଶ ରାଜ ପରିବାର ଇତିହାସର ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରିନ୍ସ ହ୍ୟାରୀ ସାକ୍ଷ୍ୟ ଦେବାକୁ ହାଇକୋର୍ଟରେ ହାଜର ହୋଇଛନ୍ତି। ବ୍ରିଟିଶ ଖବରକାଗଜ ଡେଲି ମିରର ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସାକ୍ଷ୍ୟ ଦେବା...
ଭାରତ-ମ୍ୟାନମାରକୁ ବିକ୍ରି କରିଥିବା ଅସ୍ତ୍ରଶସ୍ତ୍ର ପୁଣି କିଣୁଛି ରୁଷିଆ…
ନାପିଦ୍ୱ/ମସ୍କୋ,୬।୬ : ରୁଷିଆ ଭାରତ ଏବଂ ମ୍ୟାନମାରକୁ ବିକ୍ରି କରିଥିବା ସାମରିକ ଉପକରଣ କିଣୁଛି ବୋଲି ଏକ ବିଶ୍ଳେଷଣ ଆଧାରରେ ୱେବସାଇଟ ନିକ୍କିଏସିଆଡଟକମ ଦ୍ୱାରା ଏହି ଦାବି କରାଯାଇଛି। ୱେବସାଇଟ ଦାବି କରିଛି କଷ୍ଟମ କ୍ଲିୟରାନ୍ସ ତଥ୍ୟର ବିଶ୍ଳେଷଣକୁ ଆଧାର...
ଓ୍ବାଗନର ଗ୍ରୁପ୍ ରୁଷିଆ କମାଣ୍ଡରଙ୍କୁ ବନ୍ଧକ କଲା, ପୁଟିନଙ୍କ ଚିନ୍ତା ବଢ଼ିଲା…
ମସ୍କୋ,୬।୬ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୱାଗନର୍ ଗ୍ରୁପ ଏବଂ ରୁଷିଆର ସେନା ମଧ୍ୟରେ ପୂର୍ବରୁ ବହୁ ଥର ମନାନ୍ତର ଥିବା ଖବର ଆସିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ...
ରୁଷିଆ ଭାଙ୍ଗିଛି ୟୁକ୍ରେନ ଡ୍ୟାମ: ଜେଲେନସ୍କି …
କିଭ୍,୬।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି, କିନ୍ତୁ ଏହାର ଫଳାଫଳ କ’ଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର। ବର୍ତ୍ତମାନ ୟୁକ୍ରେନ ସରକାର ରୁଷିଆକୁ ଏହାର ବିଶାଳ...
ମୋ ନିକଟରେ ଦୁଇଟି ବିକଳ୍ପ, ଆତ୍ମହତ୍ୟା କରିବି ନଚେତ ଦଳ ଛାଡିବି..ଇମ୍ରାନ ଖାଁ ଶେୟାର କଲେ ପିଟିଆଇ ନେତାଙ୍କ ମେସେଜ
ଇସଲାମାବାଦ,୬।୬: ପାକିସ୍ତାନ ରାଜନୀତିରେ ଟଣାଓଟରା ସବୁବେଳେ ଲାଗି ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ତାଙ୍କ ପାର୍ଟିକୁ ଜବରଦସ୍ତ ଯୋଡିବାକୁ ଚେଷ୍ଟା କରାଯାଉଛି। ସେ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ଶାସକ ଦଳ ଉପରେ ଅଭିଯୋଗ...
Archives


