କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ, ମନ୍ଦିରରେ କଲେ ଭଙ୍ଗାରୁଜା
ସିଡନୀ,୧୫।୭: କାନାଡାର ଗ୍ରେଟର ଟରଣ୍ଟୋ(ଜିଟଇସି)ର ବ୍ରେମ୍ପଟନ ସହରରେ ଶ୍ରୀ ଭଗବତ ଗୀତା ପାର୍କରେ ଲାଗିଥିବା ସଙ୍କେତ ଚିହ୍ନକୁ ଶୁକ୍ରବାର ଭାଙ୍ଗି ଦିଆଯାଇଛି। ଗୋଟିଏ ବର୍ଷ ମଧ୍ୟରେ ଏହିପରି ଅପମାନର ଘଟଣା ମଧ୍ୟରୁ ଏହା ଏକ ତାଜା ଘଟଣା। ଶୁକ୍ରବାର ସକାଳେ ଏହି…
ଅକ୍ସଫୋର୍ଡ ୟୁନିଭରସିଟି ରିସର୍ଚ୍ଚ: ସି ସ୍ନେକ୍ର ରଙ୍ଗ ବଦଳାଇବା କ୍ଷମତା ହେଲା ବିକଶିତ
ଓ୍ବାଶିଂଟନ୍,୧୫।୭: ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ଜେନୋମ ବାୟୋଲୋଜି ଏବଂ ଇଭୋଲ୍ୟୁଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉତ୍ତର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ସମୁଦ୍ରର ଥିବା ବିଷାକ୍ତ ସାପମାନେ ରଙ୍ଗ ବଦଳାଇବା କ୍ଷମତାକୁ ପୁନଃ ବିକଶିତ କରିଛନ୍ତି। ଯାହା ବହୁ…
ଏକଲାପଣକୁ ଦୂର କରିବ ଏଆଇ ରୋବର୍ଟ
ଲଣ୍ଡନ,୧୫।୪:ଏକଲାପଣକୁ ଦୂର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ରୋବର୍ଟ। ବିଂଶ ଶତାଦ୍ଦୀର ମହାମାରୀ ସଦୃଶ ଏକଲାପଣ ଏବଂ ସାମାଜିକ ବିଚ୍ଛିନ୍ନତା ଦୂର କରିବା ନେଇ ଏହା କାର୍ଯ୍ୟ କରିବ। ପ୍ରାୟ ଏକ ତୃତୀୟାଂଶ ଲୋକଙ୍କୁ ଏହା ପ୍ରଭାବିତ କରିବ। ଗୁରୁତର…
ସାଇବର ସୁରକ୍ଷାରୁ ଏଆଇ ପର୍ଯ୍ୟନ୍ତ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଛି ଆଲୋଚନା
ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ସାଇବର ସୁରକ୍ଷା, ଷ୍ଟାର୍ଟ ଅପ, ଏଆଇ, ସୁପର କମ୍ପ୍ୟୁଟିଂ, ୫ଜି / ୬ଜି ଟେଲିକମ ଏବଂ ଡିଜିଟାଲ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେମାନଙ୍କର ସହଯୋଗକୁ ଆହୁରି ଗଭୀର କରିବାକୁ ଭାରତ ଏବଂ ଫ୍ରାନ୍ସ ପ୍ରତିଶ୍ରୁତି…
ଆମେରିକାରେ ହିଟ୍ ଓ୍ବେଭ୍: ୪୩ଡିଗ୍ରୀ ପାର୍ କଲା ତାପମାତ୍ରା, ୧୧କୋଟି ଲୋକଙ୍କୁ ଲୁ’ ଆଲର୍ଟ ଜାରି
ଓ୍ବାଶିଂଟନ୍,୧୫।୭:ଆମେରିକାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୀଷଣ ଗରମ ଯୋଗୁ ଆମେରିକୀୟମାନେ ନାହିଁ ନ ଥିବା ଅବସ୍ଥାରେ ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ଆମେରିକାରୁ ୱାଶିଂଟନ ପର୍ଯ୍ୟନ୍ତ ସାରା ଦେଶ ପ୍ରବଳ…
ପ୍ରବଳ ବର୍ଷା ଯୋଗୁ ବିଗିଡିଲା ଦେଶର ଅବସ୍ଥା, ହଜାରେ ଲୋକ ପ୍ରଭାବିତ, ଅନେକଙ୍କର ଯାଇଛି ଜୀବନ
ସିଓଲ,୧୫।୭: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ସେମାନଙ୍କର ଘର ଏବଂ ସମ୍ପତ୍ତି ହରାଇଛନ୍ତି। ଅଧିକାରୀ କହିଛନ୍ତି, ଶନିବାର ଦକ୍ଷିଣ…
ଉତ୍ତର ଡାକୋଟାରେ ଗୁଳିକାଣ୍ଡ: ୩ ପୋଲିସ କର୍ମଚାରୀ ଆହତ, ଅଞ୍ଚଳ ସିଲ୍
ଓ୍ବାଶିଂଟନ,୧୫।୭: ଆମେରିକାର ଉତ୍ତର ଡାକୋଟା ରାଜ୍ୟରେ ଗୁଳିକାଣ୍ଡରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଫାର୍ଗୋ ସହରରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ୯ମ ଆଭେନ୍ୟୁ ସାଉଥ ନିକଟ ୨୫ତମ ଷ୍ଟ୍ରିଟ…
ଓ୍ବାଗନର ମୁଖ୍ୟଙ୍କୁ ବିଷ ଦେବା ଘଟଣା, ବାଇଡେନ କହିଲେ ଖାଦ୍ୟକୁ ନେଇ ଏବେ ରହିବି ସାବଧାନ
ଓ୍ବାଶିଂଟନ,୧୫।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସଫଳ ସେନା ବିଦ୍ରୋହର କିଛି ଦିନ ପରେ ଏକ ବୈଠକରେ ଓ୍ବାଗନର ଗ୍ରୁପର ସେନାଙ୍କୁ ଲଢିବାକୁ ଅବସର ଦେଇଛନ୍ତି। ଏହାସହ ସେ ପରାମର୍ଶ ଦେଇଥିଲେ କି ଓ୍ବାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କୁ ଏକ ଅଲଗା…
ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହ ସେଲ୍ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା କରିଛନ୍ତି। ଏହାପୂର୍ବରୁ ଶୁକ୍ରବାର ସଫଳ ଦ୍ୱିପାକ୍ଷିକ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍…
ଫ୍ରାନ୍ସ ଯାତ୍ରା ଶେଷ କରି ୟୁଏଇ ବାହାରିଲେ ମୋଦି, ଆଜି ରାଷ୍ଟ୍ରପତି ଜାୟଦ ଅଲ ନାହୟାନଙ୍କୁ ଭେଟିବେ
ଆବୁ ଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଯାତ୍ରା କରିଛନ୍ତି। ଏହି ସମୟରେ ସେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଓ ଆବୁ ଧାବିର ଶାସକ ଶେଖ…
ଆତଙ୍କବାଦ ଲଢେଇରେ ଭାରତ-ଫ୍ରାନ୍ସ ଏକାଠି ଅଛନ୍ତି: ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିଲେ। ଏହି ସମୟରେ ସେ ଶୁକ୍ରବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମାକ୍ରୋନ୍ଙ୍କ ସହିତ ଏକ ପାରସ୍ପରିକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି…
ଦେଶରେ ବିପତ୍ତି, ବିଦେଶରେ ମୋଦି
ଇମ୍ଫାଲ/ନୂଆଦିଲ୍ଲୀ/ପ୍ୟାରିସ୍,୧୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୨୩ ଏପ୍ରିଲରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟର ଲୋକଙ୍କୁ ୪ ସପ୍ତାହ ମଧ୍ୟରେ ତଫସିଲଭୁକ୍ତ ଜନଜାତି (ଏସ୍ଟି) ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ଫାଲ ଉପତ୍ୟକାର ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟର…
Archives


