ଅନ୍ତର୍ଜାତୀୟ

‘ବେଆଇନ ପ୍ରତିବନ୍ଧକ ବିଶ୍ୱ ଅର୍ଥନୀତିରେ ଗୁରୁତର ପ୍ରଭାବ ପକାଉଛି’, ବ୍ରିକ୍ସ ବ୍ୟବସାୟ ଫୋରମରେ ପୁଟିନ୍‌ଙ୍କ ବାର୍ତ୍ତା

ମସ୍କୋ,୨୩।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ବ୍ରିକ୍ସ ବ୍ୟବସାୟ ଫୋରମରେ ରୁଷିଆର ରାଷ୍ଟ୍ରପତି ପୁଟିନ୍‌ଙ୍କ ପୂର୍ବର ରେକର୍ଡ ହୋଇଥିବା ସନ୍ଦେଶକୁ ଚଲାଯାଇଛି। ଯେଉଁଥିରେ ପୁଟିନ୍‌ କହିଛନ୍ତି ଯେ ସାର୍ବଭୌମତ୍ୱ ଦେଶଗୁଡିକର ସମ୍ପତ୍ତିକୁ ଜବତ କରିବା ଏବଂ ଅବୈଧ ପ୍ରତିବନ୍ଧକ ଯୋଗୁଁ ଅନ୍ତର୍ଜାତୀୟ…

ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ସୈନିକଙ୍କ ଅବଦାନ ହେବ ପ୍ରଦର୍ଶିତ, ଜାତୀୟ ସେନା ସଂଗ୍ରହାଳାୟର ନୂଆ ପଦକ୍ଷେପ

ଲଣ୍ଡନ,୨୩।୮: ଇଂଲଣ୍ଡର ଜାତୀୟ ସେନା ସଂଗ୍ରହାଳୟରେ ନୂଆ ପ୍ରଦର୍ଶନୀର ଆରମ୍ଭ ହୋଇଛି, ଯେଉଁଥିରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସେନାର ଅବଦାନକୁ ଦର୍ଶାଯାଇଛି। ଜାତୀୟ ସେନା ସଂଗ୍ରହାଳୟ ଇଂଲଣ୍ଡର ଲଣ୍ଡନରେ ଅବସ୍ଥିତ। ସଂଗ୍ରହାଳୟରେ ଫଟୋଗ୍ରାଫ, ଚିତ୍ରକଳା, ଚିତ୍ର, ଡକ୍ୟୁମେଣ୍ଟ ଏବଂ ପଦକ…

ପାକିସ୍ତାନ ସୀମାରେ ଡ୍ରଗ୍ସ ଚୋରାଚାଲାଣ ଅଭିଯୋଗରେ ୬ଭାରତୀୟ ଗିରଫ

ଇସଲାମାବାଦ,୨୩।୮: ନିଶା ପଦାର୍ଥ, ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦର ଚୋରାଚାଲାଣ ଅଭିଯୋଗରେ ପାକିସ୍ତାନୀ ‘ରେଞ୍ଜର୍ସ’ ୬ଜଣ ଭାରତୀୟଙ୍କୁ ଗିରଫ କରିଛି। ପାକିସ୍ତାନର ସେନା ମଙ୍ଗଳବାର ଏହି ସୂଚନା ଦେଇଛି। ପାକିସ୍ତାନୀ ସେନା ଅନୁଯାୟୀ ଏହି ଗିରଫ ୨୯ ଜୁଲାଇରୁ ୩ ଅଗଷ୍ଟ…

ସେପ୍ଟେମ୍ବର ୭ରୁ ୧୦ ଯାଏ ଭାରତରେ ରହିବେ ବାଇଡେନ, ଜି -୨୦ ଶିଖର ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ,୨୩।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତା ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିବନ ମଙ୍ଗଳବାର ଏହି ସୂଚନା…

ଆମେରିକାରେ କରୋନା ଲହର: ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ…

ଓ୍ବାଶିଂଟନ,୨୨।୮ : କୋଭିଡ-୧୯ ଆମେରିକାରେ ଏକ ନୂଆ ଲହର ଭାବରେ ଫେରି ଆସିିଛି ବୋଲି ଚର୍ଚ୍ଚା ହେଉଛି। ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦେଶରେ ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ ହେବାରେ ଲାଗିଛନ୍ତିି। ଫଳରେ ସ୍ଥାନୀୟ ଲୋକେ ସତର୍କ ହେବାରେ ଳାଗିଛନ୍ତି।…

ବିବାଦରେ ମାଲେସିଆ ପ୍ରଧାନମନ୍ତ୍ରୀ ଇବ୍ରାହିମ, ଯୁବକଙ୍କ ଧର୍ମାନ୍ତରିକରଣ କରିଥିବା ଅଭିଯୋଗ

କୁଆଲା ଲୁମପୁର,୨୨।୮:ମାଲେସିଆର ପ୍ରଧାନମନ୍ତ୍ରୀ ଅନବର ଇବ୍ରାହିମ ବିବାଦ ଘେରରେ ଅଛନ୍ତି। ଅଣ-ମୁସଲମାନ ସମ୍ପ୍ରଦାୟ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଇବ୍ରାହିମ କିଛି ଦିନ ପୂର୍ବରୁ ସେଲାଙ୍ଗୋର ଜୁମାରେ ନମାଜ ପଢିବା ପରେ ଜଣେ ହିନ୍ଦୁ ଯୁବକଙ୍କୁ ଇସଲାମରେ ଧର୍ମ…

ଜିନପିଙ୍ଗଙ୍କ ଭାବମୂର୍ତ୍ତି ବଞ୍ଚାଇବାକୁ ଚେଷ୍ଟା କରୁଛି ଚାଇନା, ନୈରାଶ୍ୟଜନକ ତଥ୍ୟ ଲୁଚାଯାଉଛି…

ବେଜିଂ,୨୨।୮ : ଏକ ଦଶନ୍ଧି ଧରି ଲାଗୁଥିଲା ରାଷ୍ଟ୍ରପତି ଶି ଜିନପିଙ୍ଗ କୌଣସି ଭୁଲ କରିପାରିବେ ନାହିଁ। ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିପିସି) ଦ୍ୱାରା ନିୟନ୍ତ୍ରିତ ଗଣମାଧ୍ୟମ ତାଙ୍କୁ ପ୍ରଶଂସା କରିଥିଲେ। ସେ ସାରା ଦେଶରେ ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ…

ଗୃହଯୁଦ୍ଧ ଗ୍ରସ୍ତ ସୁଦାନରେ ଅନାହାରରେ ୫୦୦ ଶିଶୁ ମୃତ…

ଖାର୍ତୁମ,୨୨।୮ : ସୁଦାନ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଶିଶୁମାନେ ମୂଲ୍ୟ ଦେଉଛନ୍ତି। ରାଜଧାନୀ ଖାର୍ତୁମରେ ଥିବା ଏକ ସରକାରୀ ଅନାଥ ଆଶ୍ରମରେ ପ୍ରାୟ ୫୦୦ ଶିଶୁଙ୍କର ଅନାହାରରେ ମୃତ୍ୟୁ ଘଟିଛି ବୋଲି ଏକ ଅଗ୍ରଣୀ…

ପୁଟିନ୍‌ଙ୍କୁ ଘାରୁଛି ଗିରଫ ହେବାର ଡର! ବ୍ରିକ୍ସ ସମ୍ମିଳନୀରେ ଦେବେନି ଯୋଗ

ମସ୍କୋ,୨୨।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। କୋଭିଡ-୧୯ ପରେ ଭାରତ ସମେତ ୫ଟି ଦେଶ ବ୍ରାଜିଲ, ଋଷ, ଚାଇନା ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପ୍ରଥମ ବୈଠକ ଅନୁଷ୍ଠିତ…

ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏକ୍ସରେ କରନ୍ତୁ ଏପରି…କହିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୨।୮: ସାମ୍ବାଦିକଙ୍କୁ ଏକ ଭଲ ଅଫର ଦେଇଛନ୍ତି ଏକ୍ସ(ପୂର୍ବ ଟ୍ବିଟର) ସିଇଓ ଏଲନ ମସ୍କ। ଏକ୍ସରେ ସିଧାସଳଖ ଭାବେ ସେମାନଙ୍କ ଲେଖା କିମ୍ବା ଆର୍ଟିକିଲ ପ୍ରକାଶ କରିବାକୁ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ମସ୍କ ଟ୍ବିଟକ କରି କହିଛନ୍ତି, ସାମ୍ବାଦିକମାନେ ଯଦି ଚାହିଁବେ…

ସିଙ୍ଗାପୁର ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନ

ସିଙ୍ଗାପୁର,୨୨।୮: ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ଦୌଡରେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ଥର୍ମନ ଶନମୁଗରତ୍ନ। ମଙ୍ଗଳବାର ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥି ନାମ ଘୋଷଣା ହୋଇଛି। ଶନମୁଗରତ୍ନଙ୍କ ସହିତ ଚାଇନାର ଦୁଇଜଣ ପୂର୍ବତନ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ,୨୨।୮: ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି।   #WATCH | PM Narendra Modi arrives in South Africa’s Johannesburg for the 15th…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri