ଅନ୍ତର୍ଜାତୀୟ

ନେପାଳରେ ଭୟଙ୍କର ବସ ଦୁର୍ଘଟଣା: ୬ଭାରତୀୟଙ୍କ ସମେତ ୭ମୃତ

କାଠମାଣ୍ଡୁ,୨୪।୮:ନେପାଳରେ ବାରାର ଜିତପୁର ସିମାରା ଉପ-ମହାନଗର ୨୨ର ଚୁରିୟାମାଇ ମନ୍ଦିର ନିକଟରେ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ବସ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିଲା। ସେମାନଙ୍କ ମଧ୍ୟରୁ…

ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ, ୭ଗୁରୁତର ଆହତ

କିଭ୍‌,୨୪।୮: ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି। ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି। ନେପ୍ରୋପୋଟେସ ଅଞ୍ଚଳର…

ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନକୁ ଯୁଦ୍ଧ ବିମାନ ଦେବେ ୪ଟି ଦେଶ

କିଭ୍‌,୨୪।୮: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ନେଦରଲ୍ୟାଣ୍ଡ ଓ ଡେନମାର୍କ ୟୁକ୍ରେନର ପାଇଲଟମାନଙ୍କୁ ଏଫ୍‌-୧୬ ବିମାନର ତାଲିମ ପ୍ରଦାନ ଏବଂ ଏହି ଯୁଦ୍ଧ ବିମାନକୁ ଖୁବଶୀଘ୍ର ୟୁକ୍ରେନକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡେନମାର୍କର ପ୍ରଧାନମନ୍ତ୍ରୀ…

କାଲିଫର୍ନିଆର ବାର୍‌ରେ ଗୁଳିକାଣ୍ଡ: ୫ ମୃତ, ୬ ଆହତ…

ଓ୍ବାଶିଂଟନ,୨୪।୮ : ଆମେରିକାର କାଲିଫର୍ନିଆର ଓରେଞ୍ଜ କାଉଣ୍ଟିରେ ବାଇକରର୍ସ ବାରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସିବିଏସଇ ଲସ ଆଞ୍ଜେଲସ ସୂତ୍ରରୁ ପ୍ରକାଶ। ରିପୋର୍ଟରେ କୁହାଯାଇଛି ଜଣେ ଅବସରପ୍ରାପ୍ତ ଆଇନଜୀବୀ ବାରରେ ଗୁଳି ଚଳାଇବା ଯୋଗୁ ଏଭଳି…

ଚାଇନା-ତାଇଓ୍ବାନ ବିବାଦ: ତାଇଓ୍ବାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

ଓ୍ବାଶିଂଟନ୍‌,୨୪।୮: ଚାଇନା ଓ ତାଇଓ୍ବାନ ମଝିରେ ବିବାଦ ଚାଲିଥିବାବେଳେ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ତେବେ ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସାହାଯ୍ୟର ହାତ ବଢାଇଛନ୍ତି। ତାଇୱାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ବାଇଡେନ…

ଜହ୍ନରେ ଭାରତ: ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଖୁସି ବାଣ୍ଟିଲେ ଭାରତୀୟ

ଓ୍ବାଶିଂଟନ୍‌,୨୪।୮: ଚନ୍ଦ୍ରରେ ଚହଳ ପକାଇଛି ଭାରତ। ବହୁ ଦିନର ସ୍ବପ୍ନକୁ ସାକାର କରିଛନ୍ତି ୧୪୦କୋଟି ଭାରତୀୟ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରରେ ଇତିହାସ ସୃଷ୍ଟି କରିଛି। ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପାଇଁ ସବୁ ବିଦେଶୀ…

ଭାରତର ସହଭାଗୀ ହୋଇ ଆମେ ଗର୍ବିତ: ଆମେରିକା

ଓ୍ବାଶିଂଟନ୍‌,୨୪।୮: ଚନ୍ଦ୍ରୟାନ-୩ର ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତ ସାରା ବିଶ୍ୱରେ ପ୍ରଶଂସା ପାଇବାରେ ଲାଗିଛି। ଆମେରିକା ମଧ୍ୟ ପ୍ରଶଂସା କରିବାରେ ପଛାଇ ନାହିଁ। ଯଦିଓ ତିନୋଟି ଦେଶ (ଆମେରିକା, ରୁଷିଆ ଏବଂ ଚାଇନା) ପୂର୍ବରୁ ଚନ୍ଦ୍ର ଉପରେ ପାଦ ରଖିଛନ୍ତି,…

ଦୂରଗାମୀ ରକେଟ ଉତକ୍ଷେପଣ କଲେ କିମ୍‌ …

ପ୍ୟୋଙ୍ଗୟାଙ୍ଗ,୨୪।୮ : ଉତ୍ତର କୋରିଆ ଗୁରୁବାର ସକାଳେ ଏକ ଦୂରଗାମୀ ରକେଟ ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆ ଏହି ସୂଚନା ଦେଇଛି। ଏଥି ସହିତ ଜାପାନ ଦାବି କରିଛି ଗୁରୁବାର ସକାଳେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ…

ନିର୍ବାଚନୀ ବିତର୍କରେ ସାମିଲ ହେଲେ ନାହିଁ ଟ୍ରମ୍ପ୍‌…

ଓ୍ବାଶିଂଟନ,୨୪।୮ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ପ୍ରଥମ ବିତର୍କରେ ରିପବ୍ଲିକାନ ପାର୍ଟିର ଆଠ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ରିପବ୍ଲିକାନ ପାର୍ଟି ପକ୍ଷରୁ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ର ରାଷ୍ଟ୍ରପତି ପଦ ପାଇଁ…

ଜାତିସଂଘ ନିୟମକୁ ଉଲ୍ଲଘଂନ: ଗୁପ୍ତଚର ଉପଗ୍ରହ ନେଇ କିମ୍‌ଙ୍କୁ ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୨୪।୮ : ଉତ୍ତର କୋରିଆର ଦ୍ୱିତୀୟ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହେବା ପରେ ଆମେରିକା ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗ କହିଛି ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଲ୍ଲଂଘନ…

ପାଶ୍ଚାତ୍ୟ ସହିତ ବିବାଦ ଶେଷ କରିବାକୁ ଚାହୁଁଛି ରୁଷିଆ: ପୁଟିନ…

ଜୋହାନ୍ସବର୍ଗ,୨୪।୮: ରୁଷିାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଶିଖର ସମ୍ମିଳନୀରେ କହିଛନ୍ତି ତାଙ୍କ ଦେଶ ପାଶ୍ଚାତ୍ୟ ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛି। ଏଥି ସହିତ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଶୀତଳ ଯୁଦ୍ଧ ଶୈଳୀ ବିଶ୍ୱକୁ ପ୍ରଭାବିତ କରୁଛି ଏବଂ…

ବ୍ରିକ୍ସ ସମ୍ପ୍ରସାରଣକୁ ଭାରତର ପୂର୍ଣ୍ଣ ସମର୍ଥନ ରହିଛି: ମୋଦି

ଜୋହାନ୍ସବର୍ଗ,୨୪ା୮(ପି.ଟି.) : ବ୍ରିକ୍ସର ସମ୍ପ୍ରସାରଣକୁ ଭାରତ ପୂର୍ଣ୍ଣ ସମର୍ଥନ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ଏନେଇ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସହମତିକୁ ସ୍ବାଗତ କରିଛନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ମହାକାଶ ଆବିଷ୍କାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri