ଅନ୍ତର୍ଜାତୀୟ

ସାଇଫର ବିବାଦ: ପୁଣି ଅଡୁଆରେ ଇମ୍ରାନ

ଇସଲାମବାଦ,୨୦।୭: ସାଇଫର ବିବାଦକୁ ନେଇ ପୁଣି ବିବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ପ୍ରସଙ୍ଗକୁ ନେଇ ଅଡୁଆରେ ଫଶିଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲା ଏନେଇ ସୂଚାଇ…

ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୨୦।୭: ଋଷର ମୁକାବିଲା ପାଇଁ ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନାନୁସାରେ, ସାମରିକ ପ୍ୟାକେଜରେ ଚାରୋଟି ଉନ୍ନତମାନର ଆକାଶରେ ନୀକ୍ଷେପ କରାଯାଇପାରୁଥିବା ଅସ୍ତ୍ର, ମଧ୍ୟମ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟାଟେରୀ,…

‘ଭାରତ-ଆମେରିକା ସହ ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ’

ଓ୍ବାଶିଂଟନ୍‌,୨୦।୭: ଭାରତ ଏବଂ ଆମେରିକା ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ମାସ ପରେ ହ୍ବାଇଟ ହାଉସର ପ୍ରେସ ସଚିବ କ୍ୟାରିନ୍‌ ଜିନ୍‌ ପିଆର କହିଛନ୍ତି, ଗତ ମାସର…

ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ

ବାଗଦାଦ,୨୦।୭: ଇରାକର ବାଗଦାଦରେ ଥିବା ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ ହୋଇଛି। ଅକ୍ରମଣକାରୀମାନେ ଦୂତାବାସରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣରେ ଦୂତାବାସର କର୍ମଚାରୀଙ୍କର କୌଣସି କ୍ଷତି ହୋଇ ନ ଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି। ଦୂତାବାସ ଉପରେ ଏହି…

କାନ୍ଥ ଭୁଶୁଡ଼ି ଚାଲିଗଲା ୧୧ ଜୀବନ

ଇସଲାମାବାଦ୍‌,୧୯।୭: ପ୍ରବଳ ବର୍ଷା ଯୋଗୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର କାନ୍ଥ ଭୁଶୁଡ଼ି ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। କୋଠାଟି ପେଶୱାର ରୋଡ ଅଞ୍ଚଳରେ ଅବସ୍ଥିତ ଥିଲା। ଶ୍ରମିକମାନେ ଏଠାରେ ନିର୍ମାଣ କାର୍ଯ୍ୟରେ…

ଆମେରିକାରେ ପ୍ରଦର୍ଶନ ହେବ ଭାରତୀୟ ସଂସ୍କୃତି, ନୀତା ଅମ୍ବାନୀ କରିବେ ସହାୟତା

ଓ୍ବାଶିଂଟନ,୧୯ା୭: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ସହାୟତାରେ ଆମେରିକାର ପ୍ରତିଷ୍ଠିତ ମେଟ୍‌ ସଂଗ୍ରହାଳୟ ଭାରତୀୟ ଇତିହାସ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି। ବୃକ୍ଷ ଏବଂ ସର୍ପେଣ୍ଟ ନାମକ ଏହି ପ୍ରଦର୍ଶନୀ ୨୧ ଜୁଲାଇରୁ ଆରମ୍ଭ…

ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି ପାକିସ୍ତାନ ଭିଜା, ମାତ୍ର ଏତିକି ଦେଶକୁ କରିପାରିବ ଯାତ୍ରା

ଇସଲାମାବାଦ,୧୯ା୭: ବିଶ୍ୱ ନାଗରିକତା ଏବଂ ଆବାସିକ ପରାମର୍ଶଦାତା କମ୍ପାନୀ ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ପାକିସ୍ତାନକୁ ବିଶ୍ୱର ଚତୁର୍ଥ ଖରାପ ପାସପୋର୍ଟ ସହ ଏକ ଦେଶ ଭାବରେ ସ୍ଥାନିତ କରିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀମାନେ ଚଳିତ ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଭିଜା ସୁବିଧା…

ବନ୍ଦ ହେବ କରୋନା ଭାଇରସର ଜନ୍ମଦାତା ଉହାନ ଇନଷ୍ଟିଚ୍ୟୁଟ୍‌!

ଓ୍ବାଶିଂଟନ୍‌,୧୯।୭: ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ କୋଭିଡ-୧୯ ପାଇଁ ଦାୟୀ କରିବା ସହ ସଂଘୀୟ ପାଣ୍ଠି ଉପରେ ରୋକ୍‌ ଲଗାଇଛନ୍ତି ବାଇଡେନ ପ୍ରଶାସନ। ବ୍ଲୁମବର୍ଗ ନ୍ୟୁଜ ଅନୁଯାୟୀ, ଲ୍ୟାବ ସୁରକ୍ଷା ବ୍ୟବସ୍ଥା ପ୍ରସଙ୍ଗରେ ଡକ୍ୟୁମେଣ୍ଟ ପ୍ରଦାନ କରିବାରେ ବିଫଳ ହେବାରୁ…

ଚିକିତ୍ସା ଜଗତରେ ବିପ୍ଲବ:ରୋଗର କାରଣ ବାହାର କରିବା ସହ ଚିକିତ୍ସା କରିବ ନାନୋ ରୋବଟ୍‌, ସର୍ଜରୀ କରିବାର ରହିଛି କ୍ଷମତା

ଲଣ୍ଡନ,୧୯।୭: ଚିକିତ୍ସା ଜଗତରେ ନୂଆ ବିପ୍ଲବ ଦେଖିବାକୁ ମିଳିଛି। ବ୍ରିଟେନ ଏବଂ ଜାପାନର ବୈଜ୍ଞାନିକମାନେ ନାନୋ ରୋବଟ ପ୍ରସ୍ତୁତ କରୁଛନ୍ତି। ଏହି ରୋବଟଗୁଡିକ ମଣିଷ ଶରୀର ଭିତରେ ରଖାଯିବ। ଯାହାଦ୍ୱାରା ସେମାନେ ଶରୀରରେ ହେଉଥିବା ରୋଗକୁ ଖୋଜି ବାହାର କରିବା ସହ…

ଡ୍ରପ୍‌ ଆଉଟ୍‌ ଏବଂ ଚାକିରି ମିଳୁ ନ ଥିବା କୋର୍ସ ଉପରେ ପ୍ରତିବନ୍ଧକ ଲଗାଇବେ ସୁନକ ସରକାର

ଲଣ୍ଡନ,୧୯।୭: ବ୍ରିଟେନ୍‌ରେ ଯେଉଁ କୋର୍ସରେ ଡ୍ରପ୍‌ ଆଉଟ୍‌ ଅଧିକ ହେଉଛି ସେହି କୋର୍ସରେ ପ୍ରତିବନ୍ଧକ ଲଗାଇବା ନେଇ ସୁନକ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପିଲାମାନେ ଯେଉଁ କୋର୍ସ କରିବା ଦ୍ୱାରା ଚାକିରି କରି ପାରୁ ନାହାନ୍ତି ତାହାକୁ ମଧ୍ୟ ବ୍ୟାନ୍‌…

୨୦୨୩ର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସିଙ୍ଗାପୁରର, ୮୦ତମ ସ୍ଥାନରେ ଭାରତ

ଅଷ୍ଟ୍ରେଲିଆ,୧୯।୭: ସିଙ୍ଗାପୁରର ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଗଣିତ ହୋଇଛି। ଅର୍ଥାତ୍‌ ଏହି ଦେଶର ନାଗରିକମାନେ ବିନା ଭିଜାରେ ୧୯୨ଟି ଦେଶକୁ ଯାତ୍ରା କରିପାରିବେ। ପାସପୋର୍ଟକୁ ର଼୍ୟାଙ୍କିଗଂ ପ୍ରଦାନ କରୁଥିବା ସଂଗଠନ ହେନଲି ଆଣ୍ଡ ପାର୍ଟନର୍ସ ୨୦୨୩ର ହେନଲି…

ଇରାନରେ ପୁଣି କଠୋର ହେଲା ହିଜାବ ଆଇନ୍‌: ସର୍ବସାଧାରଣ ସ୍ଥାନରେ ମହିଳା ମୁଣ୍ଡ ଢାଙ୍କି ରଖିବା ବାଧ୍ୟତାମୂଳକ

ତେହେରାନ,୧୯।୭: ପୁଣି ୧୦ମାସ ପରେ ଇରାନ ସରକାର ମହିଳାଙ୍କ ଉପରେ ହିଜାବ ନିୟମକୁ କଠୋର କରିଛନ୍ତି। ନିୟମ ଅନୁଯାୟୀ ମହିଳାମାନେ ସର୍ବସାଧାରଣ ସ୍ଥାନରେ ମୁଣ୍ଡକୁ ଘୋଡାଇ ରଖିବେ। ନହେଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri