ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର
ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇମ୍ୟାନୁଏଲ ବୋନେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ...
କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରଚାର ପରେ ବଞ୍ଚିଥିବାର ଭିଡ଼ିଓ ଜାରି କଲେ ପନ୍ନୁ…
ନ୍ୟୁୟର୍କ,୬।୭ : ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଘୋଷଣା କରାଯାଇଛି। କୁହାଯାଉଛି ତାଙ୍କ କାର ଆମେରିକାର ହାଇୱେ ୧୦୧ ରେ ଏକ...
ଓମାନ ଉପସାଗରରେ ଇରାନ ନୌସେନାର ଅନୁପ୍ରେବଶ
ଓ୍ବାଶିଂଟନ୍,୬।୭: ଆମେରିକାର ନୌସେନା ଅନୁଯାୟୀ, ଇରାନର ଏକ ନୌସେନା ଜାହାଜ ବୁଧବାର ଓମାନ ଉପସାଗରରେ ଥିବା ଆନ୍ତର୍ଜାତୀୟ ଜଳକ୍ଷେତ୍ରରେ ପ୍ରବେଶ କରି ତେଲ ଟ୍ୟାଙ୍କର୍ ଟିଆରଏଫ ମୋସ ନିକଟରେ ପହଞ୍ଚିଥିଲା। ଆମେରିକାର ନୌସେନାର ଧ୍ୱସଂକାରୀ ଗାଇଡ-ମିସାଇଲ ୟୁଏସଏସ ମ୍ୟାକଫଲକୁ ଦେଖିବା...
ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…
ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ...
ମାନବାଧିକାର ପ୍ରସଙ୍ଗରେ ଭାରତକୁ ପରାମର୍ଶ ଦେବାକୁ ମନା କଲା ଆମେରିକା…
ଓ୍ବାଶିଂଟନ,୬।୭ : ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି। ଉଭୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ସହଯୋଗ କରୁଛନ୍ତି କିନ୍ତୁ ଭାରତରେ ମାନବିକ ଅଧିକାର ପ୍ରସଙ୍ଗରେ ଆମେରିକା ସରକାରଙ୍କ ପକ୍ଷରୁ ଅନେକ ସମୟରେ ପ୍ରଶ୍ନ କରାଯାଏ। ବର୍ତ୍ତମାନ...
ଆମେରିକାରେ ଭାରତବଂଶୀଙ୍କୁ ଗୁଳି ମାରିଲେ ଦୁଇ ନାବାଳକ
ନ୍ୟୁୟର୍କ,୬।୭: ଆମେରିକାର ଜର୍ଜିଆର ଏକ ଷ୍ଟୋର୍ରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ୩୬ବର୍ଷୀୟ ଭାରତବଂଶୀ ସନ୍ଦୀପ ସିଂଙ୍କୁ ୨ନାବାଳକ ଗୁଳି କରି ହତ୍ୟା କରିଛନ୍ତି। ସନ୍ଦୀପ ଷ୍ଟୋର୍ରେ ଏକ ମାସରୁ କମ ସମୟ ଧରି କାମ କରୁଥିଲେ। ପୋଲିସ ସୂଚନା...
ଟୁଇଟର୍କୁ ଟକ୍କର ଦେବାକୁ ଆସିଲା ଥ୍ରେଡ୍ସ ଆପ୍
କାଲିଫର୍ନିଆ,୬।୭: ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ ଲଞ୍ଚ କରିଛନ୍ତି। ଏହି ଆପ ଭାରତ ସମେତ ୧୦୦ରୁ ଅଧିକ ଦେଶରେ ଲଞ୍ଚ କରାଯାଇଛି। ଦୀର୍ଘ ସମୟ ଧରି ମେଟା ଏହି ଆପ୍ ଉପରେ କାମ କରୁଥିଲା ଯାହା ଶେଷରେ...
ଜେଲ୍ ଯାଇପାରନ୍ତି ଗ୍ରେଟା ଥନବର୍ଗ
ଷ୍ଟକହୋମ,୬।୭: ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ୍। ଗତ ଜୁନ ମାସରେ ତାଙ୍କ ଦେଶର ଦକ୍ଷିଣରେ ଜଳବାୟୁ ବିରୋଧ ପ୍ରଦର୍ଶନ ସମୟରେ ପୋଲିସକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି। ଏହି ଅଭିଯୋଗ...
ଜୋହାନ୍ସବର୍ଗର ଏକ ବସ୍ତିରେ ଗ୍ୟାସ୍ ଲିକ୍ ହୋଇ ୧୬ଜଣଙ୍କର ମୃତ୍ୟୁ
ଜୋହାନ୍ସବର୍ଗ,୬।୭:ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଜୋହାନ୍ସବର୍ଗର ଏକ ବସ୍ତିରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠରେ ଅବସ୍ଥିତ ଏକ ଔନପଚାରିକ ବସ୍ତିରେ ଗ୍ୟାସ୍ ଲିକ ହୋଇ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ନ୍ୟୁଜ...
ଦକ୍ଷିଣ କାରୋଲିନାରେ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସମେତ ୫ମୃତ
ନର୍ଥ ମାର୍ଟଲ,୬।୭:ଆମେରିକାର ଦକ୍ଷିଣ କାରୋଲିନାର ଉପକୂଳବର୍ତ୍ତୀ ରିସର୍ଟ ଟାଉନରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଉତ୍ତର ମିରଟ ବିଚ୍ରେ ଥିବା ଏକ ଗଲ୍ଫ କୋର୍ସ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ...
ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଦ୍ୱାରା ୩୦ କୋଟି ବ୍ୟାଙ୍କ ଠକେଇ, ସିବିଆଇ କଲା ମାମଲା ରୁଜୁ…
ନୂଆଦିଲ୍ଲୀ,୬।୭ : ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ଗୁରୁବାର ଦିଲ୍ଲୀର ଏକ ସଂସ୍ଥା ଆଡିଗିଅର୍ ଇଣ୍ଟରନ୍ୟାଶନାଲ ବିରୋଧରେ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ ଏହି କମ୍ପାନୀ ୩୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗହୋଇଛି।...
ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…
ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ...
Archives


