ନେପାଳରେ ହଠାତ୍ ନିଖୋଜ ହେଲା ହେଲିକପ୍ଟର
କାଠମାଣ୍ଡୁ,୧୧।୭: ନେପାଳରେ ମଙ୍ଗଳବାର ଉଡାଣ ଭରିବା ପରେ ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ନିଖୋଜ ହେଲିକପ୍ଟରରେ ୫ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୬ ଜଣ ଲୋକ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁକୁ...
କେବଳ ଭାରତ ଯୋଗୁ ବନ୍ଦ ହୋଇପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଜାଣନ୍ତୁ କ’ଣ କହିଲା ଆମେରିକା
ଓ୍ବାଶିଂଟନ,୧୧।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୫୦୦ଦିନ ହୋଇଗଲାଣି। ଏହି ସମୟରେ ଅନେକ ଦେଶ ମଧ୍ୟ ଅଧିକ ପଦକ୍ଷେପ ନେଇ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ତଥାପି, ଏହା କୌଣସି ଫଳପ୍ରଦ ଦେଇନାହିଁ। ଏହି...
‘ଭାରତ ସହିତ ନେପାଳର ସମ୍ପର୍କ ଐତିହାସିକ’
କାଠମାଣ୍ଡୁ,୧୧।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନ.ପି.ସାଉଦ ସୋମବାର ଭାରତ ଏବଂ ଚାଇନା ସହ ତାଙ୍କ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପଡ଼ୋଶୀ ଦେଶ ସହ ସମ୍ପର୍କକୁ ଅନ୍ୟ କାହା...
ମେକ୍ସିକୋ ସହରର ପବ୍ଲିକ ମାର୍କେଟରେ ନିଆ ଲଗାଇଲେ ଅଜଣା ବନ୍ଧୁକଧାରି, ୯ ମୃତ
ଟୋଲୁକା,୧୧।୭: କେତେଜଣ ଅଜ୍ଞାତ ବନ୍ଧୁକଧାରୀ ସୋମବାର ମଧ୍ୟ ମେକ୍ସିକୋ ସହର ଟୋଲୁକାରେ ଏକ ସାର୍ବଜନିକ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୁହାଯାଉଛି କି ଆକ୍ରମଣକାରୀମାନେ ବଜାରରେ...
କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ
ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ।...
ଆମେରିକାର ଧନୀ ତାଲିକାରେ ୪ ଭାରତୀୟ
ଓ୍ବାଶିଂଟନ,୧୧।୭: ଫୋର୍ବସର ଧନୀ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ୪ ଭାରତୀୟ ଆମେରିକୀୟ। ଭାରତୀୟ ମୂଳ ବାସିନ୍ଦା ଭାବେ ଆମେରିକାରେ ରହୁଥିବା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁଇ, ନିରଜା ସେଠି ଓ ନେହା ନରଖେଡେଙ୍କୁ ଫୋର୍ବସ ଆମେରିକାର ୧୦୦ ସବୁଠାରୁ...
ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ
ନ୍ୟୁୟର୍କ,୧୧।୭: ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ଫୋବର୍ସ ପକ୍ଷରୁ ପ୍ରକାଶିତ ୧୦୦ ଆମେରିକୀୟ ସବୁଠୁ ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ଭାରତୀୟ-ଆମେରିକୀୟ ଜୟଶ୍ରୀ ଉଲାଲ, ଇନ୍ଦ୍ର ନୁୟି, ନେର୍ଜା ସେଠୀ ଏବଂ ନେହା...
ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଝଟ୍କା
ନ୍ୟୁୟର୍କ,୧୧।୭: ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ, ଉତ୍ତର ଆଟଲାଣ୍ଟିକ ମହାସାଗରରେ ୬.୪ ତୀବ୍ରତାର ଭୂକମ୍ପ ଘଟିଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା। ଏ ପର୍ଯ୍ୟନ୍ତ କୌଣସି...
ସ୍ବିଡେନ ନାଟୋରେ ଯୋଗଦେବା ରାସ୍ତା ସଫା
ଷ୍ଟକହୋମ,୧୧।୭: ସ୍ବିଡେନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ଯୋଗଦେବା ପାଇଁ ରାସ୍ତା ସଫା ହୋଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନାଟୋ ସଦସ୍ୟତା ପାଇଁ ସ୍ବିଡେନର ପ୍ରସ୍ତାବକୁ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ସମର୍ଥନ ଏବଂ ପଠାଇବାକୁ ରାଜି...
ଆମେରିକା ପାଖରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା, ଜାଣନ୍ତୁ କେତେ ନଂ ସ୍ଥାନରେ ଭାରତ
ଓ୍ବାଶିଂଟନ,୧୦।୭: ଗ୍ଲୋବାଲ ଫାୟାର୍ ପାୱାର୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନିକମାନଙ୍କର ଏକ ତାଲିକା ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ଅନୁଯାୟୀ ଆମେରିକାରେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ରହିଛି। ଏହି ତାଲିକାରେ ରୁଷିଆ ଦ୍ୱିତୀୟ ଏବଂ ଚାଇନା...
ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ବିଟ୍ରେନରେ ବାଇଡେନ-ସୁନକଙ୍କ ଆଲୋଚନା
ଲଣ୍ଡନ,୧୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବ୍ୟାପକ ଭୂ-ରାଜନୀତିକୁ ନେଇ ଆଲୋଚନା ହୋଇଥିଲା। ଲିଥୁଆରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଶିଖର...
ମ୍ୟାନମାରରେ ବଢୁଛି ଗୃହଯୁଦ୍ଧ
ୟଂଗୁନ,୧୦।୭: ଗୃହ ଯୁଦ୍ଧରେ ଘାଣ୍ଟି ହେଉଥିବା ମ୍ୟାନମାରକୁ ବର୍ଷା ଋତୁରେ ବି ଆଶ୍ୱସ୍ତି ମିଳିପାରୁ ନାହିଁ। ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହୀ ମାନେ ସେନା ଓ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏବେ ମିଳିଥିବା ଖବର...
Archives


