ପୋଲାଣ୍ଡ ସୀମାରେ ଓ୍ବାଗନର ଗ୍ରୁପ୍: ହାଇବ୍ରିଡ ଆକ୍ରମଣ ଆଶଙ୍କା…
ଓ୍ବାର୍ସୋ,୩୦।୭ : ବେଲାରୁଷକୁ ଯାଇଥିବା ରୁଷିଆ ଭଡ଼ାଟିଆ ସୈନ୍ୟ ୱାଗନର୍ ଗ୍ରୁପର ୧୦୦ ସଦସ୍ୟ ପୋଲାଣ୍ଡ ସୀମାକୁ ମୁହାଁ ହୋଇଛନ୍ତି ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମାଥ୍ୟୁସ ମୋରାଓ ଓ୍ବିକି କହିଛନ୍ତି ବେତନାରୀ ଏବଂ କାଲିନଗ୍ରାଡ ମଧ୍ୟରେ ଅବସ୍ଥିତ ପୋଲାଣ୍ଡ…
ରୁଷିଆ ଉପରେ ଡ୍ରୋନ ମାଡ଼ କଲା ୟୁକ୍ରେନ
ମସ୍କୋ,୩୦ା୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଛି। ଶନିବାର ରାତିରେ ୟୁକ୍ରେନ ପୁଣି ଥରେ ରୁଷିଆର ରାଜଧାନୀ…
ଆମେରିକାରେ ରାଷ୍ଟ୍ରପତି ଦୌଡ଼ରେ ୩ ମୂଳ ଭାରତୀୟ ପ୍ରାର୍ଥୀ…
ଓ୍ବାଶିଂଟନ,୩୦।୭ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଯାଉଛି। ଆମେରିକାରେ ରାଷ୍ଟ୍ରପତି ପଦ ଦୌଡ଼ରେ ତିନି ଜଣ ମୂଳ ଭାରତୀୟ ପ୍ରାର୍ଥୀ ଅଛନ୍ତି।…
ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…
ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନ ବ୍ରିକ୍ସ…
ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅପେକ୍ଷା ମୋର ରୁଷିଆରେ ରହିବା ଅଧିକ ଜରୁରୀ: ପୁଟିନ…
ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଯାଉନାହାଁନ୍ତି। ପୁଟିନ ଏ ବିଷୟରେ କହିଛନ୍ତି ତାଙ୍କ ପାଇଁ ରୁଷିଆରେ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ପୁଟିନ ଭିଡିଓ ଲିଙ୍କ ମାଧ୍ୟମରେ ବ୍ରିକ୍ସ…
ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ, ୟୁକ୍ରେନ୍ ମୁଣ୍ଡରେ ଅଠା…
ମସ୍କୋ,୩୦।୭ : ରୁଷିଆର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ୟୁକ୍ରେନ ଉପରେ ଦାୟୀ କରାଯାଇଛି। ବିଶେଷ କଥା ହେଉଛି ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ରୁଷିଆର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ସକ୍ରିୟ…
ସମଲିଙ୍ଗୀଙ୍କ ରେଡିଓ ଶୋ ବନ୍ଦ…
ହଂକଂ,୩୦।୭ : ସମଲିଙ୍ଗୀ ସମ୍ପ୍ରଦାୟର ଅଧିକାର ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୧୭ ବର୍ଷ ଧରି ହଂକଂରେ ଚାଲିଥିବା ଏକ ରେଡିଓ ଶୋ ରବିବାର ଦିନ ବନ୍ଦ ରହିବ। ଷ୍ଟେଶନ ମ୍ୟାନେଜମେଣ୍ଟ କହିଛି ଏହି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ…
ଲାହୋରରେ ବନ୍ୟା ଚେତାବନୀ ଦେଲା ପାଣିପାଗ ବିଭାଗ
ଲାହୋର,୩୦ା୭: ପାକିସ୍ତାନର ଲାହୋର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଲାହୋରର ଜଳ ଏବଂ ପରିମଳ ଏଜେନ୍ସି ଦ୍ୱାରା ଶେୟାର ହୋଇଥିବା ବୃଷ୍ଟିପାତ ତଥ୍ୟ ଅନୁଯାୟୀ, ଗୁଲଶନ-ଇ-ରବି,…
ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ
ବ୍ରିସବେନ୍,୩୦ା୭: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ହୋଇଥିବା ସାମରିକ ପୁଲଓ୍ବାମା ଆକ୍ରମଣ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚେତାବନୀ ଦେଇଛନ୍ତି। ଯଦି ପରିସ୍ଥିତି ଜାରି ରହେ ତେବେ ଆମେରିକା ପରି ସହାୟତା ବିପଦରେ ପଡ଼ିବ ବୋଲି ‘ହିଲ୍’ ଏହି…
ଉତ୍କ୍ଷେପଣ ହେଲା ପିଏସ୍ଏଲ୍ଭି-ସି ୫୬
ଓ୍ବାଶିଂଟନ/ହାଇଦ୍ରାବାଦ,୩୦ା୭: ରବିବାର ଭାରତ ଏବଂ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସିଙ୍ଗାପୁରର ଡିଏସ୍-ଏସ୍ଏଆର୍ ଉପଗ୍ରହ ସମେତ ୭ଟି ଉପଗ୍ରହ ଆଜି ସକାଳ ୬.୩୦ରେ ଇସ୍ରୋର ଶ୍ରୀହାରିକୋଟାଠାରୁ ପିଏସ୍ଏଲ୍ଭି-ସି୫୬ ଉତ୍କ୍ଷେପଣ କରାଯାଇଛି। ଏହି ମିଶନ ଇସ୍ରୋର ତୃତୀୟ ବାଣିଜି୍ୟକ ମିଶନ।…
ଏଆଇ ବିପ୍ଳବ: ନିଯୁକ୍ତି ପାଇଁ ବଡ଼ ବିପଦ
ଓ୍ବାଶିଂଟନ୍,୩୦ା୭: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାରା ବିଶ୍ୱର ନିଯୁକ୍ତି କ୍ଷେତ୍ରରେ ବଡ଼ ବିପଦ ହେବାକୁ ଯାଉଛି। ଏଆଇ ପାଇଁ ନିକଟ ଭବିଷ୍ୟତରେ ଅଗଣିତ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଏଆଇ ଆମେରିକାର ନିଯୁକ୍ତି ବଜାରକୁ କିଭଳି ପ୍ରଭାବିତ କରିବ ଏବଂ…
୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ
ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମଲିକୁଲାର୍ ସେଲ ବାୟୋଲୋଜି ଏବଂ ଜେନେଟିକ୍ସର ପ୍ରଫେସର ଏମିରିଟସ୍ ଟେମୁରାସ କୁର୍ଜଚାଲିଆଙ୍କ ଅନୁଯାୟୀ, ସେମାନେ ୪୬୦୦୦ବର୍ଷ ପୂର୍ବେ ଫ୍ରିଜ୍ ହୋଇଥିବା…
Archives


