ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହ ସେଲ୍ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା କରିଛନ୍ତି। ଏହାପୂର୍ବରୁ ଶୁକ୍ରବାର ସଫଳ ଦ୍ୱିପାକ୍ଷିକ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ...
ଫ୍ରାନ୍ସ ଯାତ୍ରା ଶେଷ କରି ୟୁଏଇ ବାହାରିଲେ ମୋଦି, ଆଜି ରାଷ୍ଟ୍ରପତି ଜାୟଦ ଅଲ ନାହୟାନଙ୍କୁ ଭେଟିବେ
ଆବୁ ଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଯାତ୍ରା କରିଛନ୍ତି। ଏହି ସମୟରେ ସେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଓ ଆବୁ ଧାବିର ଶାସକ...
ଆତଙ୍କବାଦ ଲଢେଇରେ ଭାରତ-ଫ୍ରାନ୍ସ ଏକାଠି ଅଛନ୍ତି: ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିଲେ। ଏହି ସମୟରେ ସେ ଶୁକ୍ରବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମାକ୍ରୋନ୍ଙ୍କ ସହିତ ଏକ ପାରସ୍ପରିକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ...
ଦେଶରେ ବିପତ୍ତି, ବିଦେଶରେ ମୋଦି
ଇମ୍ଫାଲ/ନୂଆଦିଲ୍ଲୀ/ପ୍ୟାରିସ୍,୧୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୨୩ ଏପ୍ରିଲରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟର ଲୋକଙ୍କୁ ୪ ସପ୍ତାହ ମଧ୍ୟରେ ତଫସିଲଭୁକ୍ତ ଜନଜାତି (ଏସ୍ଟି) ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ଫାଲ ଉପତ୍ୟକାର ସଂଖ୍ୟାଗରିଷ୍ଠ ମେଇତି...
୧୧୧ ମୁନ୍ ମିଶନରୁ ସଫଳ ହୋଇଛି ୬୨
ଓ୍ବାଶିଂଟନ୍,୧୫।୭: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ରିପୋର୍ଟ ମୁତାବକ ୭ ଦଶନ୍ଧିରୁ ଅଦ୍ୟାବଧି ମୋଟ ୧୧୧ ମୁନ୍ ମିଶନରୁ ୬୨ଟି ସଫଳ ହୋଇଛି। ସେଗୁଡ଼ିକ ଭିତରୁ ୪୧ଟି ଆଂଶିକ ସଫଳ ହୋଇଥିବା ନାସା କହିଛି। ଶୁକ୍ରବାର ଭାରତୀୟ ମହାକାଶ...
ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ
ସାନ୍ ଫ୍ରାନ୍ସିସ୍କୋ, ୧୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ମାସେ ନ ପୂରୁଣୁ ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ସ୍ବରୂପ ଆମେରିକା ସିନେଟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି। ସିନେଟର ଜେଫ୍ ମେକେଲି, ବିଲ୍ ହାଗେର୍ଥତ୍,...
କଟାମୁଣ୍ଡ ଯୋଡ଼ିଲେ ଇସ୍ରାଏଲ ଡାକ୍ତର
ଜେରୁଜେଲମ୍, ୧୫ା୭: ଇସ୍ରାଏଲୀ ଡାକ୍ତର ଚିକିତ୍ସା ବିଜ୍ଞାନରେ ଚମତ୍କାରିତା ଦେଖାଇଛନ୍ତି। ଜଣେ ୧୨ ବର୍ଷର ବାଳକ ସାଇକେଲ ଚଳାଇ ଯାଉଥିବାବେଳେ ଏକ କାର୍ ଧକ୍କାଦେବାରୁ ତାଙ୍କ ମୁଣ୍ଡ ବେକରୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଜଟିଳ...
ବେଲଜିୟମରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ବେଲଜିୟମ/ଭୁବନେଶ୍ୱର, ୧୪।୦୭ : ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୁକ୍ରବାର ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି...
ଗୋପନୀୟ ଦସ୍ତାବିଜ ରଖିବା ମାମଲା: ଶୀଘ୍ର ଶୁଣାଣି କରିବାକୁ ଦାବି କଲେ ଆମେରିକୀୟ ନ୍ୟାୟ ବିଭାଗ
ଓ୍ବାଶିଂଟନ୍,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସର କିଛି ଗୋପନୀୟ ଦସ୍ତାବିଜ ବେଆଇନ ଭାବେ ଲୁଚାଇ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏହାର ଶୁଣାଣି କରି ମିଆମି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।...
ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଧରାପଡିଲେ ଡେଟ୍ରୋଇଟ ପୋଲିସ କମିଶନର
ଓ୍ବାଶିଂଟନ୍,୧୪।୭: ଡେଟ୍ରୋଇଟ ପୋଲିସ କମିଶନର ବ୍ରାଏନ ଫର୍ଗୁସନ ନିଜ କାରରେ ବେଶ୍ୟାଙ୍କ ସହ ଧରାପଡ଼ିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରିଆନ ଫର୍ଗୁସନ ଏକ ବିବୃତ୍ତିରେ କହିଛନ୍ତି, “ପୋଲିସ ତତ୍ୱାବଧାନରେ ଡେଟ୍ରୋଇଟ ଲୋକଙ୍କ ସେବା କରିବା ଏକ ଗୌରବର...
ଜାପାନରେ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲା ନାଟୋ
ବେଜିଂ,୧୪।୭:ନାଟୋ ଜାପାନରେ ନିଜ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ଚାଇନାକୁ ଆଶ୍ୱସ୍ତି ମିଳିଛି। ଲିଥୁଆନିଆର ରାଜଧାନୀ ବିଲୁନସରେ ଆରମ୍ଭ ହୋଇଥିବା ନାଟୋ ଶିଖର ସମ୍ମିଳନୀରେ ପାରିତ ହୋଇଥିବା ଘୋଷଣା ପତ୍ରରେ ଟୋକିଓରେ କାର୍ଯ୍ୟାଳୟ ଖୋଲିବା ନେଇ...
ଭାରତୀୟ ବଂଶୋଦ୍ଭବ ଆଇନଜୀବିଙ୍କ ଉପରେ ସିଙ୍ଗାପୁର ରେଳଷ୍ଟେସନରେ ମାରପିଟ କରିଥିବା ଅଭିଯୋଗ
ସିଙ୍ଗାପୁର,୧୪।୭: ସିଙ୍ଗାପୁରର ଏକ ରେଳ ଷ୍ଟେସନରେ ଜଣେ ଭାରତୀୟ ବଂଶୋଦ୍ଭବ ଆଇନଜୀବି ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ଏବଂ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛିି। ଶୁକ୍ରବାର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଆଇନଜୀବି ଏମ ରବି ଏହି ମାମଲାରେ...
Archives


