ଅନ୍ତର୍ଜାତୀୟ

ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍‌ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍‌ଦାର୍‌

ଜେରୁଜେଲମ୍‌,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍‌ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଛି। ଏଥି ସହିତ ୧୪୦୦ରୁ ଅଧିକ…

ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍‌ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ। କତାରର ମଧ୍ୟସ୍ଥତା ଯୋଗୁ ହମାସ ଏପର୍ଯ୍ୟନ୍ତ କେବଳ ଚାରିଜଣ ବନ୍ଧକଙ୍କୁ ମୁକ୍ତ କରିଛି।…

ବିମାନ ଦୁର୍ଘଟଣାରେ ୧୨ ମୃତ, ଜଳୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ରିଓ ଡି ଜେନରିଓ,୩୦।୧୦: ବ୍ରାଜିଲରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରାଜିଲର ଆମାଜନ ଅଞ୍ଚଳରେ ରବିବାର ସକାଳେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା…

ଜାତିସଂଘ ସହାୟତା ଗୋଦାମରୁ ଲୁଟ୍‌

ଡେଇର୍‌ ଅଲ୍‌ ବାଲାହ(ଗାଜା ଷ୍ଟ୍ରିପ୍‌),୩୦ା୧୦ : ଗାଜାରେ ଥିବା ଜାତିସଂଘର ସହାୟତା ସାମଗ୍ରୀ ଗୋଦାମଗୁଡ଼ିକରେ ହଜାର ହଜାର ପାଲେଷ୍ଟିନୀୟ ପଶି ଲୁଟ୍‌ପାଟ୍‌ କରିଛନ୍ତି। ସେମାନେ ଗୋଦାମରୁ ଅଟା ଓ ମୌଳିକ ସ୍ବାସ୍ଥ୍ୟସେବା ସାମଗ୍ରୀ ନେଇଯାଇଛନ୍ତି। ୩ ସପ୍ତାହ ଧରି ଚାଲିଥିବା ଆକ୍ରମଣ…

ଗାଜା ମୃତ୍ୟୁସଂଖ୍ୟା ୮୦୦୦+

ଜେରୁଜେଲମ୍‌,୩୦ା୧୦ : ଇସ୍ରାଏଲୀ ସେନା ଗାଜାରେ ଏୟାରଷ୍ଟ୍ରାଇକ୍‌କୁ ଜୋର୍‌ଦାର କରିଛି। ଗାଜାର ଅଣ୍ଡରଗ୍ରାଉଣ୍ଡ ଟାର୍ଗେଟ୍‌ଗୁଡ଼ିକ ଉପରେ ଘନଘନ ବୋମାମାଡ଼ ହେଉଛି। ଏପରିକି ସେଠାର ସବୁଠୁ ବଡ଼ ହସ୍ପିଟାଲ ମଧ୍ୟ ବାଦ୍‌ ପଡ଼ିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ହମାସ୍‌ର…

ସରକାର ବିରୋଧୀ ଆନ୍ଦୋଳନ: ବାଂଲାଦେଶ ବିରୋଧୀ ଦଳ ମୁଖ୍ୟ ଗିରଫ

ଢାକା,୨୯ା୧୦: ସରକାର ବିରୋଧୀ ଆନ୍ଦୋଳନର ଦିନକ ପରେ ରବିବାର ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି)ର ମହାସଚିବ ମିର୍ଜା ଫଖ୍‌ରୁଲ୍‌ ଇସ୍‌ଲାମ ଆଲମଗିର୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ଦାବିରେ ଶନିବାର ଢାକାରେ ବିରୋଧୀ ଦଳ ପକ୍ଷରୁ…

ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ

ପେଶାଓ୍ବର/ନୂଆଦିଲ୍ଲୀ,୨୯।୧୦: ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର…

କ୍ଷମା ମାଗିଲେ ନେତାନ୍ୟାହୁ, କହିଲେ ଏମିତି କହିବାର ନ ଥିଲା

ଜେରୁଜେଲମ,୨୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୩ ଦିନରେ ପ୍ରବେଶ କରିଛି। ଇତିମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ଏକ ବିବୃତ୍ତି ସଂପର୍କରେ ତାଙ୍କ ସହଯୋଗୀ ଏବଂ ବିରୋଧୀଙ୍କ ତୀବ୍ର ସମାଲୋଚନା କରିଛନ୍ତି। ଅକ୍ଟୋବର ୭ରେ ହମାସଙ୍କ…

‘ରାଷ୍ଟ୍ରପତି ହୋଇ ଆସିଲେ ମୁସଲିମ ଦେଶର ନେତାଙ୍କ ଉପରେ ପୁଣି ବ୍ୟାନ ଲଗାଇବି’-ଡୋନାଲ୍ଡୋ ଟ୍ରମ୍ପ

ନୂଆଦିଲ୍ଲୀ,୨୯/୧୦: ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ନେଇଛନ୍ତି, ଯଦି ଦ୍ୱିତୀୟ ଥର ସେ ହ୍ୱାଇଟ ହାଉସକୁ ନିର୍ବାଚିତ ହୁଅନ୍ତି ତେବେ ସେ କିଛି ମୁସଲିମ ଦେଶର ନେତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବେ। ଶନିବାର ରିପବ୍ଲିକାନ-ଇହୁଦୀ ଗଠବନ୍ଧନର ବାର୍ଷିକ ଶିଖର…

ଆଜି ଆମେରିକାରେ ଉଡ଼ିଲା ଅର୍ଦ୍ଧନମିତ ପତାକା, କାରଣ ଜାଣିଲେ…

ଓ୍ବାଶିଂଟନ,୨୯ା୧୦: ଆମେରିକାର ସମସ୍ତ ଦୂତାବାସ, କନସୁଲାର ଅଫିସ ଏବଂ ଅନ୍ୟାନ୍ୟ ଅଫିସରେ ରବିବାର ଅର୍ଦ୍ଧନମିତ ପତାକା ଉଡ଼ିଛି। ମେନ୍‌ରେ ଘଟିଥିବା ଭୟଙ୍କର ଗୁଳି ବିନିମୟରେ ବୁଧବାର ରାତିରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୁଖ୍ୟ…

ସବୁ ସୀମା ଟପିଲାଣି ଇସ୍ରାଏଲ, ଏଣିକି ସମସ୍ତେ ନେବେ ପଦକ୍ଷେପ

ତେହରାନ,୨୯ା୧୦: ଇସ୍ରାଏଲ ସବୁ ସୀମା ଟପି ସାରିଲାଣି। ଯାହାକି ସମସ୍ତଙ୍କୁ ଏନେଇ ପଦକ୍ଷେପ ନେବାକୁ ବାଧ୍ୟ କରିପାରେ ବୋଲି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି କହିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଗାଜା ଉପରେ କରୁଥିବା ଅମାନୁଷିକ ବୋମାମାଡ଼ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ…

ବନ୍ଧକଙ୍କ ମୁକ୍ତି ପାଇଁ ଏଭଳି ସର୍ତ୍ତ ରଖିଲା ହମାସ…

ଜେରୁଜେଲମ,୨୯।୧୦ : ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହୋଇଛି। ଇସ୍ରାଏଲ ଉତ୍ତର ଗାଜା ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ଇସ୍ରାଏଲ ଅନୁଯାୟୀ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?