ଅନ୍ତର୍ଜାତୀୟ

ବାଜିଲା ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି! ୨୦୦ ହେଲିକପ୍ଟର ସହ ଇରାନ ଆରମ୍ଭ କଲା ଯୁଦ୍ଧାଭ୍ୟାସ

ତେହେରାନ,୨୮।୧୦: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଇରାନ ସେନା ୨୦୦ ହେଲିକପ୍ଟର ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଇରାନ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ସେ କହିଛି, ମଧ୍ୟ ପୂର୍ବ ବା ମିଡଲ ଇଷ୍ଟରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନର…

ଭାରତୀୟ ନୈସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ କତାର

ନୂଆଦିଲ୍ଲୀ,୨୮।୧୦: କତାରର ଏକ କୋର୍ଟ ସେଠାରେ ବାସ କରୁଥିବା ୮ ଜଣ ଭାରତୀୟ ନୈସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗଲ୍ଫ ଦେଶ କତାରର ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟଜନକ କରିଛି।…

ଟୁଇଟରରେ ଗୋଟିଏ ବି ଆଡ ନ ଦେଖିବାକୁ ଚାହୁଁଥିବା ୟୁଜରଙ୍କୁ ଦେବାକୁ ପଡିବ ୧୩ ହଜାର ୬ଶହ ଟଙ୍କା

ଓ୍ବାଶିଂଟନ,୨୮।୧୦: ଟୁଇଟର ବ୍ଲୁକୁ ହଟାଇ ଏଲୋନ ମସ୍କ ଏକ୍ସ ପ୍ରିମିୟମ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ୯୦୦ଟଙ୍କା ଦେବାକୁ ପଡିବ ଯେଉଁଥିରେ ୟୁଜର୍ସ ବ୍ଲୁ ଚେକ ମାର୍କ ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏହି ଯୋଜନାରେ ସୀମିତ ବିଜ୍ଞାପନ ମଧ୍ୟ ଦୃଶ୍ୟମାନ…

ଏବେ ଦୁନିଆ ଦେଖିବ ବୋରିସ ଜନସନଙ୍କ ନୂଆ ଅବତାର

ଲଣ୍ଡନ,୨୮।୧୦: ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବର୍ତ୍ତମାନ ଟେଲିଭିଜନରେ ଉପସ୍ଥାପିକ ତଥା ଖବରଦାତା ଭୂମିକାରେ ନଜର ଆସିବେ। ସେ ପୂର୍ବରୁ ଡେଲି ମେଲ ଖବରକାଗଜରେ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଛନ୍ତି। ବୋରିସ ଜନସନ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ, ସେ…

ମ୍ୟାନ୍‌ମାରରେ ଭୂକମ୍ପ…

ନାଫିଦ୍ୱ,୨୮।୧୦: ମ୍ୟାନ୍‌ମାରରେ ଭୂକମ୍ପ ଝଟକା। ଶନିବାର ସକାଳ ୪.୫୩ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ନ୍ୟାଶନାଲ ସେସମିକ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମସି) ଅନୁଯାୟୀ, ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିବାର ଖବର ନାହିଁ।…

ଗାଜାରେ ଇସ୍ରାଏଲର ବୋମା ମାଡ, ଇଣ୍ଟରନେଟ୍‌ ସେବା ସ୍ଥଗିତ

ଜେରୁଜେଲମ,୨୮।୧୦: ଗତ କିଛି ସପ୍ତାହ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ପ୍ରାୟ ୭୩୦୦ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଇସ୍ରାଏଲ ସେନାର ମୁଖ୍ୟ ମୁଖପାତ୍ର କହିଛନ୍ତି, ଗାଜା ଷ୍ଟ୍ରିପରେ ଇସ୍ରାଏଲ ବାୟୁସେନା ଏବଂ ସ୍ଥଳ…

ସିରିଆରେ ଥିବା ୨ ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ

ଓ୍ବାଶିଂଟନ,୨୮ା୧୦: ଇରାନର ଇସ୍‌ଲାମିକ ରେଭଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ବ୍ୟବହାର କରୁଥବା ପୂର୍ବ ସିରିଆର ଦୁଇଟି ଘାଟି ଉପରେ ଆମେରିକା ସେନା ଆକ୍ରମଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ଏହି ସୂଚନା ଦେଇଛନ୍ତି। ଗତ ୧୭ ତାରିଖରୁ ଇରାକ…

ହମାସ୍‌କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା

ଲଣ୍ଡନ,୨୮ା୧୦: ଗାଜାର ହମାସ୍‌ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଏହାର ଉଦ୍ୟମକୁ ଶୁକ୍ରବାର ଜୋର୍‌ଦାର କରିଛି। ଏହି ଗ୍ରୁପ୍‌ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଯୁକ୍ତରାଷ୍ଟ୍ର ଦ୍ୱିତୀୟ କଟକଣା ଲଗାଯାଇଛି। ଇସ୍ରାଏଲ୍‌ ଉପରେ ହମାସ୍‌ର…

ହମାସ୍‌ର ସୁଡ଼ଙ୍ଗ ଧ୍ୱଂସକରିବା ସହଜ ନୁହେଁ

ଜେରୁଜେଲମ୍‌,୨୮ା୧୦: ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌ରେ ବଡ଼ ଧରଣର ସ୍ଥଳଯୁଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରାଏଲୀ ସେନା ଦୁଇଦିନ ହେଲା ସଂକ୍ଷିପ୍ତ ଗ୍ରାଉଣ୍ଡ ରେଡ୍‌ ଚଳାଇଛି। ତେବେ ଗାଜାରେ ଥିବା ହମାସ୍‌ର ଗୁପ୍ତ ଟନେଲଗୁଡ଼ିକୁ ଧ୍ୱଂସ କରିବା କଷ୍ଟକର ହେବ…

ବନ୍ଦ ହୋଇଯିବ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ , ବାତିଲ କଲା ୫୦୦ରୁ ଅଧିକ ବିମାନ ଉଡାଣ

ଇସଲାମବାଦ,୨୭।୧୦: ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ପିଆଇଏ) ବର୍ତ୍ତମାନ ବନ୍ଦ ହେବା ସମୟରେ ଆସି ପହଞ୍ଚିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଟଙ୍କl ଅଭାବରୁ କମ୍ପାନୀ ମଧ୍ୟ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଇନ୍ଧନ ଅଭାବରୁ କମ୍ପାନୀ ଗତ ୧୧ଦିନ ମଧ୍ୟରେ…

ଆମେରିକାର ‘ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନ’ ପାଇଲେ ଦୁଇ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାରେ ଦୁଇ ଭାରତୀୟଙ୍କୁ ସମ୍ମାନିତ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ଦୁଇ ବୈଜ୍ଞାନିକ ହେଲେ ଅଶୋକ…

ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସୈନିକ, ଭାରତକୁ ନାଲିଆଖି ଦେଖାଇଲେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

ନୂଆଦିଲ୍ଲୀ, ୨୮।୧୦: ନବ ନିର୍ବାଚିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟୂ ସେନାଙ୍କୁ ଦ୍ୱୀପ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଜାରି କରି ସେ କହିଛନ୍ତି, ମାଳଦ୍ୱୀପ ଏବେ ସ୍ବାଧୀନ। ବେଜିଂ ଓ ନୂଆଦିଲ୍ଲୀ ମାଳଦ୍ୱୀପକୁ ସୁରକ୍ଷା ବଢାଇବା ଦରକାର ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?